Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପରକୀୟା ସନ୍ଦେହରୁ ଦାମ୍ପତ୍ୟ କଳହ, ମହିଳାଙ୍କ ମୃତ୍ୟୁ,
ବେଲଦୁଆର ଫାର୍ମ ହାଉସ୍ ପୋଖରୀରୁ ମିଳିଲା ମୃତଦେହ; ସ୍ୱାମୀ ଥାନାରେ ଆତ୍ମସମର୍ପଣ ପରେ ଗିରଫ
ଓଡ଼ଗାଁ, ୧୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ବେରୁହାଁବାରୀ ପଞ୍ଚାୟତର ବେଲଦୁଆରସ୍ଥିତ ଏକ ଫାର୍ମ ହାଉସ୍ରେ ଜଣେ ମହିଳାଙ୍କ!-->!-->!-->…
ଧଝୋଲାରେ ଖଣ୍ଡା ଦେଖାଇ ସଶସ୍ତ୍ର ଡକାୟତି: ୨ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ,
ଓଡ଼ଗାଁ, ୧୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୁରାଳ ନିକଟସ୍ଥ ଧଝୋଲା ଗ୍ରାମରେ ଖଣ୍ଡା ଦେଖାଇ ସଶସ୍ତ୍ର ଡକାୟତି ଘଟଣାରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଧଝୋଲା ତଳସାହିର!-->…
ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଗସ୍ତ ପୂର୍ବରୁ ପୁଲିସର ‘ପ୍ରିଭେଣ୍ଟିଭ୍ ଆକ୍ସନ’
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମନ୍ତ୍ରୀ ଆସିବା ପୂର୍ବରୁ ବିଜେଡି ନେତାଙ୍କୁ ପୁଲିସର ଅଟକ । ମାଲକାନଗିରି ଏମଭି-୭୯ରେ ବିଜେଡି ଛାତ୍ରନେତା ରାକେଶ ମଣ୍ଡଳଙ୍କୁ ପ୍ରାୟ ଦୁଇ ଘଣ୍ଟା ଅଟକ ରଖି ପଚରାଉଚରା । ମନ୍ତ୍ରୀଙ୍କ ଗସ୍ତ ସମୟରେ ପ୍ରତିବାଦ ଆଶଙ୍କାରେ ପୁଲିସର ପଦକ୍ଷେପ ।!-->!-->!-->…
ହର ଘର ତ୍ରିରଙ୍ଗା: ଖୋର୍ଦ୍ଧାରେ ଦେଶପ୍ରେମର ବାର୍ତ୍ତା ଦେଲା ଆଇଟିବିପିର ତ୍ରିରଙ୍ଗା ଶୋଭାଯାତ୍ରା
ଜାତୀୟ ଏକତା ଓ ଦେଶପ୍ରେମରେ ଏକାଠି ହେଲେ ହିମବୀର; ଜାତୀୟ ପତାକାର ମର୍ଯ୍ୟାଦା ରକ୍ଷା ପାଇଁ ଜନସାଧାରଣଙ୍କୁ ଆହ୍ୱାନ
ଖୋର୍ଦ୍ଧାରୁ (ସେକ ଜାଫର ):ଖୋର୍ଦ୍ଧା, ଅଗଷ୍ଟ ୧୪: ସ୍ୱାଧୀନତା ଦିବସ ପୂର୍ବରୁ ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ସମ୍ମାନର ଭାବନାରେ ଖୋର୍ଦ୍ଧା ସହର!-->!-->!-->!-->!-->…
ନୟାଗଡ଼ରେ ଭବ୍ୟ “ତ୍ରିରଙ୍ଗା ଶୋଭାଯାତ୍ରା” — ଦେଶଭକ୍ତିରେ ପ୍ରକମ୍ପିତ ହେଲା ନୟାଗଡ଼ ସହର
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ଭାଜପାର ବରିଷ୍ଠ ନେତ୍ରୀ 'ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ 'ନେତୃତ୍ୱରେ ଆଜି “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ବିଶାଳ, ଦିବ୍ୟ ଓ ଭବ୍ୟ “ତ୍ରିରଙ୍ଗା ଶୋଭାଯାତ୍ରା”!-->!-->!-->…
ଅଖଣ୍ଡ ଭାରତ ଦିବସ ଓ ଗୁରୁଦକ୍ଷିଣା କାର୍ଯ୍ୟକ୍ରମ
ବେଲଗୁଣ୍ଠା, ୧୪/୦୮,-(ଶିବରାମ ଚୌଧୁରୀ )-ଆଜି ଅପରାହ୍ନ ଚାରି ଘଣ୍ଟ ସମୟ ରେ ବେଲଗୁଣ୍ଠା ପେଣ୍ଠସାହିସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଶ୍ୱ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପକ୍ଷରୁ ଅଖଣ୍ଡ ଭାରତ ଦିବସ ପାଳନ ସହିତ ଗୁରୁଦକ୍ଷିଣା କାର୍ଯ୍ୟକ୍ରମ ଆୟୋଜିତ!-->!-->!-->…
ଶାହଙ୍କୁ ଭେଟିଲେ ଝାରସୁଗୁଡ଼ା ବିଧାୟକ, ଉପହାର ଦେଲେ ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ର
ଝାରସୁଗୁଡ଼ା, ୧୪/୦୮: ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ନୂଆଦିଲ୍ଲୀସ୍ଥିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସରକାରୀ ବାସଭବନରେ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ବିଧାୟକ ଶ୍ରୀ ତ୍ରିପାଠୀ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ଗତ ଦୁଇ ବର୍ଷ ମଧ୍ୟରେ ହୋଇଥିବା!-->!-->!-->…
ଗୁଣପୁର ଠାରେ ଅଖଣ୍ଡ ଭାରତ ଦିବସ ଓ ତ୍ରିରଙ୍ଗା ଯାତ୍ରା ପାଳନ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ ଓ ଏବିଭିପିର ଜିଲା ପ୍ରମୁଖ ଶେଷସାଇ ସେନାପତି ଏହି ଅଖଣ୍ଡ ଭାରତ ଦିବସ ଓ ତ୍ରିରଙ୍ଗା ଯାତ୍ରାର!-->!-->!-->…
ବିଦ୍ୟାଳୟ ପରିସରରେ ସବୁଜାୟନ
ମାଲକାନଗିରି,ସୁରେନ୍ଦ୍ର କୁମାର ବେମାଳ:ତାରିଖ ୧୪.୮.୨୦୨୬ ମାଲକାନଗିର ସଦର ମହକୂମାସ୍ଥିତ ଶ୍ରୀରାମନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟ,ବନ ବିଭାଗ , ମାଲକାନଗିରି ଓ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ , ମାଲକାନଗିରିଙ୍କ ମିଳିତ ସହଯୋଗରେ ମେଗା ଚାରା ରୋପଣ କାର୍ଯ୍ୟକ୍ରମ!-->…
ନବରଙ୍ଗପୁର କଲେଜରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ପାଳିତ
ନବରଂଗପୁର ତା ୧୪.୮.୨୦୨୬:ଆଜି ସକାଳ ୧୦ ଘଟିକା ସମୟରେ ନବରଙ୍ଗପୁର ନୋଡାଲ ଡିଗ୍ରୀ କଲେଜ ଠାରେ ଏକ ବିଶେଷ ସ୍ମୃତିଚାରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ନବରଙ୍ଗପୁର ଜିଲ୍ଲାପାଳ ଡ. ମହେଶ୍ୱର!-->!-->!-->…