Browsing Category

ରାଜ୍ୟ

କଟକରେ ମୋକିମ ଫାଉଣ୍ଡେସନ ପକ୍ଷରୁ ମେଗା ସ୍ପୋର୍ଟସ କ୍ରାନିଭାଲ ଆୟୋଜିତ

କଟକ, ତା ୦୧/୦୧- କଟକ ସହରର କ୍ରୀଡ଼ା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ମୋକିମ ଫାଉଣ୍ଡେସନ ପକ୍ଷରୁ ଏକ ଭବ୍ୟ "ମେଗା ସ୍ପୋର୍ଟସ କ୍ରାନିଭାଲ" ଆୟୋଜିତ ହେବାକୁ ଯାଉଛି। ଆସନ୍ତା ଜାନୁୟାରୀ ୩ ତାରିଖରୁ ଆରମ୍ଭ ହୋଇ ଏହି କ୍ରୀଡ଼ା ମହୋତ୍ସବ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ…

ନୂଆବର୍ଷ ଉପଲକ୍ଷେ ପିର ଯାହାନିଆଁ ପୀଠ ରେ ହଜାର ହଜାର ପର୍ଯ୍ୟଟକ l

ଅସ୍ତରଙ୍ଗ:  ଓଡିଶା ର ସବୁଠାରୁ ପର୍ଯ୍ୟଟକ ମାନଙ୍କୁ ଆକର୍ଷଣ କରୁଥୁବା ପୂରୀ ଜିଲ୍ଲା ର ଅସ୍ତରଙ୍ଗ ର ପିର ଯାହାନିଆଁ ବେଳାଭୂମି ରେ ନୂଆ ବର୍ଷ ଉପ ଲକ୍ଷେ, ହଜାର ହଜାର ପର୍ଯ୍ୟଟକ ମାନଙ୍କୁ ଦେଖିବାକୁ ମିଳିଛି l କେହି ବେଳାଭୂମିରେ ସମୁଦ୍ର ର ଲହଡି ଭାଙ୍ଗି ମଜା ନେଉଥିବା ବେଳେ, କେହି…

ନୁଆଁ ବର୍ଷରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କଲେ ଜିଲ୍ଲାପାଳ ।

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ନୁଆଁ ବର୍ଷ ଅବସରରେ ଆଜି ପୂର୍ବାହ୍ନ ୧୧ ଟାରେ ଜିଲ୍ଲାପାଳ ରଘୁରାମ ଆର ଆୟର ସ୍ଥାନୀୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ବିଭିନ୍ନ ବିଭାଗର ଆଗାମୀ କାର୍ଯ୍ୟାପନ୍ଥା ସମ୍ପର୍କରେ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ।…

ହରିହର ନଗରରେ ବିଶ୍ଵ ଶାନ୍ତି ଯଜ୍ଞ ଓ ସ୍ଵାସ୍ଥ୍ୟ ଶିବିର

ଆଜି ପବିତ୍ର ନବବର୍ଷ ଉପଲକ୍ଷେ ବ୍ରହ୍ମପୁର ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିରରେ ନବ ବର୍ଷରେ ବିଶ୍ଵ ଶାନ୍ତି ପାଇଁ ମହାନାମ ସଙ୍କୀର୍ତ୍ତନ, ଯଜ୍ଞ,ହରିହରଙ୍କୁ ଅଭିଷେକ, ପ୍ରସାଦ ସେବନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା,…

ନବବର୍ଷରେ ମା’ ତାରିଣୀଙ୍କ ହୁଣ୍ଡି ପୂଜା

କେନ୍ଦୁଝର,ତା୧/୧-ପବିତ୍ର ଇଂରାଜୀ ନବବର୍ଷ ଅବସରରେ ଆଜି ଢେଙ୍କିକୋଟ ବଣିକସଂଘ ତରଫରୁ ମା' ତାରିଣୀଙ୍କ ହୁଣ୍ଡି ପୂଜା ଓ ଫଟୋ ପୂଜା ଯଥାବିଧି କରାଯାଇଛି। ଢେଙ୍କିକୋଟ ମାର୍କେଟ ମୁଖ୍ୟ ଓଭରବ୍ରିଜ ତଳେ ମା' ତାରିଣୀଙ୍କ ନଡ଼ିଆ ହୁଣ୍ଡି ଥିବା ବେଳେ ସେଠାରେ ମା' ତାରିଣୀ ପୂଜା ପାଇଆସୁଛନ୍ତି।…

ନବବର୍ଷରେ ମା’ ତାରିଣୀ ପୀଠ ହେଲା ଲୋକାରଣ୍ୟ।

କେନ୍ଦୁଝର,ତା୧/୧- ଇଂରାଜୀ ନବବର୍ଷର ପ୍ରଥମ ଦିନରେ ମାତୃପୀଠ ଘଟଗାଁ ହୋଇଉଠିଛି ଅଧିକ ଚଳଚଞ୍ଚଳ ଓ ଲୋକାରଣ୍ୟ। ନବବର୍ଷରେ ମାତୃପ୍ରେମୀ ମାନେ ମା'ଙ୍କୁ ଟିକେ ଆଖିପୂରେଇ ଦେଖିବେ ବୋଲି ରାଜ୍ୟର କୋଣ ଅନୁକୋଣରୁ ଛୁଟି ଆସିଥିଲେ। ମା' ମା' ଡାକରେ ଘଟଗାଁ ମାଟି ହୋଇଛି ଆହୁରି ଭକ୍ତିମୟ,ଭାବମୟ ଓ…

“ସହଯୋଗ “ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ଭ୍ୟାନ ଶୁଭାରମ୍ଭ

ନବରଙ୍ଗପୁର ତା ୧.୧.୨୦୨୬: ଅଶୋକ ସାହୁ,ସ୍ଥାନୀୟ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ପରିସରରେ ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ "ସହଯୋଗ" ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ଭ୍ୟାନ କୁ ପତାକା ଦେଖାଇ ଶୁଭାରମ୍ଭ…

ସ୍କୁଟି ମୋଟରସାଇକେଲ ମୁହାଁମୁହିଁ : ଦୁଇ ମୃତ ତିନି ଗୁରୁତର, ଆହତ ଡ଼ାକ୍ତରଖାନାରେ

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର):କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବୁଢାମ୍ବ ମୁଖ୍ୟ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟି ମୋଟରସାଇକେଲ ଚାଳକ ଓ ଆରୋହୀ କୋଦଳା ଥାନା କୁମୁଟି ସାହିର ଦୁଇ ପଡୋଶୀ ରୁଦ୍ର ନାରାୟଣ ଦାସ ଓ ରଶ୍ମିରଞ୍ଜନ ପାଢ଼ୀ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସ୍କୁଟି…

ନିଯୁକ୍ତି ନାମରେ ଠକେଇ ଅଭିଯୋଗରେ ୩ ଜଣ କୋର୍ଟ ଚାଲାଣ

(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଶ୍ରୀ ଜଗନ୍ନାଥ ହ୍ୟୁମାନ ଏମପାୱାରମେଣ୍ଟ୍ ଟ୍ରଷ୍ଟ୍ ନାମରେ ଏକ ସଂସ୍ଥା ବେକାର ଯୁବକ ଯୁବତୀଙ୍କୁ ସରକାରୀ ଚାକିରି କରାଇ ଦେବାକୁ କହି ଏକ କୋଟି ଟଙ୍କାରୁ ଅଧିକ ଠକେଇ ଅଭିଯୋଗରେ ପୋଲିସ ୩ ଜଣ ଠକ ଯଥା ଭଦ୍ରକ ଜିଲ୍ଲା…

ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, ଜାନୁଆରୀ ୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ ସାଇନ୍‌ସେସ୍ (ଆଇଡିଏସ୍‌) ପକ୍ଷରୁ ଗୁରୁବାର ନୂଆବର୍ଷ ପାଳନ ସହ ହ୍ୱାଇଟ କୋଟ ନୂଆବର୍ଷ ଶପଥ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ସହ ଆସିଷ୍ଟାଂଟ…