Browsing Category

ରାଜ୍ୟ

୨ୟ ଜାତୀୟ ବିଚାରପତି ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ; ଓଡ଼ିଶାକୁ ଦୁଇଟି ପୁରସ୍କାର

ନ୍ୟାୟମୂର୍ତ୍ତି ସବିତ୍ରୀ ରଥ ମହିଳା ସିଙ୍ଗଲ୍ସରେ ଚ୍ୟାମ୍ପିଅନ୍ ମିକ୍ସଡ୍ ଡବଲ୍ସ ରେ ନ୍ୟାୟମୂର୍ତ୍ତି ସବିତ୍ରୀ ରଥ ଓ ନ୍ୟାୟମୂର୍ତ୍ତି ଭି. ନରସିଂହ ଚ୍ୟାମ୍ପିଅନ୍ ଭୁବନେଶ୍ବର : ଝାରଖଣ୍ଡ ଉଚ୍ଚ ନ୍ୟାୟାଳୟର ଆୟୋଜନରେ ରାଞ୍ଚୀସ୍ଥିତ 'ଠାକୁର ବିଶ୍ୱନାଥ ସହଦେଓ' ଇଣ୍ଡୋର…

ସ୍ଵତନ୍ତ୍ର ଶିକ୍ଷା ଓ ତାଲିମ କେନ୍ଦ୍ର “ଆଶା କିରଣ”ପରିଦର୍ଶନ କଲେ ମନ୍ତ୍ରୀ ଓ ବିଧାୟକ

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ସହର ମଧ୍ୟ ଭାଗରେ ଥିବା ସ୍ଵତନ୍ତ୍ର ଶିକ୍ଷା ଓ ଧନ୍ଦା ମୂଳକ ତାଲିମ କେନ୍ଦ୍ର ଆଶା କିରଣ ପରିଦର୍ଶନ ରେ ଆସି ପହଞ୍ଚି ଥିଲେ ମାନ୍ୟବର ଶିକ୍ଷା ତଥା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ଓ ସଶକ୍ତିକରଣ ,ଏବଂ ସଂଖ୍ୟା ଲଘୁ ବିଭାଗ ଓଡ଼ିଶା ସରକାର…

ଆଲୁମନାଇ ସେଲ – ସୋଆ ପକ୍ଷରୁ ଗ୍ରାଣ୍ଡ ହୋମ୍ କମିଂ ଆୟୋଜିତ

ଭୁବନେଶ୍ୱର, ଜାନୁଆରୀ ୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପୂର୍ବତନ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗଠିତ ଆଲୁମନାଇ ସେଲ୍‌- ସୋଆ ପକ୍ଷରୁ ଶନିବାର ଗ୍ରାଣ୍ଡ ହୋମ କମିଂ-୨୦୨୫ ବନ୍ଧୁ ମିଳନ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ୧୫୦୦ ରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ସାମିଲ ହୋଇଥିବା ବେଳେ…

NRTS ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବିଜେପୁରର ଛାତ୍ରଙ୍କ ସଫଳତା

ବିଜେପୁର :- ଶିକ୍ଷା କ୍ଷେତ୍ରରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବିଜେପୁର ପୁଣିଥରେ ନିଜର ଗୌରବମୟ ପରମ୍ପରାକୁ ଅଟୁଟ ରଖିଛି। ସମ୍ପ୍ରତି ପ୍ରକାଶିତ NRTS (ନ୍ୟାସନାଲ୍ ରୁରାଲ୍ ଟାଲେଣ୍ଟ ସର୍ଚ୍ଚ) ପରୀକ୍ଷା ଫଳାଫଳରେ ଏହି ବିଦ୍ୟାଳୟର ତିନିଜଣ ମେଧାବୀ ଛାତ୍ର ଉତ୍କୃଷ୍ଟ ସ୍ଥାନ ଅଧିକାର କରି…

ରେଳବାଇ ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ପାରଳା ବିଧାୟକ ରଖିଲେ ବିଭିନ୍ନ ଦାବୀ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଗନ୍ନାଥ ଧାମ ପୁରୀ ଠାରେ ରେଳବାଇ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଷ୍ଟାଣ୍ଡିଙ୍ଗ କମିଟିର ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଡ଼ଃ ସି . ଏମ୍. ରମେଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ଷ୍ଟାଣ୍ଡିଂ କମିଟି ବୈଠକରେ ପାରଳାଖେମୁଣ୍ଡି ବିଧାୟକ…

ଯୁବ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ଗଜପତି ଶାଖା ତରଫରୁ ଏକ ପ୍ରସ୍ତୁତି ବୈଠକ ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତାଙ୍କରି ବାସଗୃହରେ ଅନୁଷ୍ଠିତ ହୋଇଯାଇଛି। ଜାନୁୟାରୀ ୧୨ ତାରିଖ ଦିନ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ…

ଷଷ୍ଠ ରାଜ୍ୟ ଅର୍ଥ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା: ଖଣି ସମ୍ପଦର ସଦୁପଯୋଗ କରି ପ୍ରଥମ ହେବାକୁ ଲକ୍ଷ୍ୟ

କେନ୍ଦୁଝର,ତା୩/୧- ଷଷ୍ଠ ରାଜ୍ୟ ଅର୍ଥ କମିଶନଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ପୌରାଞ୍ଚଳ ଗୁଡ଼ିକର ଆର୍ଥିକ ସ୍ଥିତି ଓ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍‌ଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ…

ଖପ୍ରାଖୋଲରେ ଅଣଓଡ଼ିଆଙ୍କ ଦ୍ୱାରା ଚାଲିଛି ନକଲି ମଦର କଳା ସାମ୍ରାଜ୍ୟ

ଅବୈଧ ମଦ ସାମ୍ରାଜ୍ୟ ପଛରେ କିଛି କୁଜି ନେତା, ଠିକାଧାରୀ ଅଣସାମ୍ବାଦିକ ଓ କିଛି ନିର୍ବୋଧ ପ୍ରଶାସନିକ ଅଧିକାରୀ ଙ୍କର ଖୋଲା ଆଶୀର୍ବାଦ ଅଭିଯୋଗ  ବଲାଙ୍ଗିର, ଘନଶ୍ୟାମ ନାଗ (ଶାସକ ପ୍ରଶାସକ):-ସମଗ୍ର ବଲାଙ୍ଗିର ଜିଲ୍ଲାରେ ପ୍ରତିଦିନ ଅବକାରୀ ବିଭାଗ ଓ ପୋଲିସ ଦ୍ୱାରା ନକଲି ଓ ଅବୈଧ ମଦ ଜବତ…

ଆଜିଠାରୁ ଦୁଇଦିନିଆ ଜିଲ୍ଲାସ୍ତରୀୟ ମାତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାର ଶୁଭାରମ୍ଭ; ୭୦୦ରୁ ଅଧିକ ଚାଷୀଙ୍କ ଯୋଗ

ରାୟଗଡ଼ା: (ସରୋଜ କୁମାର ସାହୁ) ଦୁଇଦିନିଆ ଜିଲ୍ଲାସ୍ତରୀୟ ମାତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଶୁଭାରମ୍ଭ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ ବିଧାୟକ ଶ୍ରୀଯୁକ୍ତ ଆପାଲ ସ୍ୱାମୀ କାଡ୍ରାକା ଯୋଗଦେଇ ଗୋ-ପୂଜନ ସହିତ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ଚାଷୀଙ୍କୁ ୫,୦୦୦ ଟଙ୍କାର ଚେକ ସହ…

ଜଗତ କଲ୍ୟାଣ ପାଇଁ ମହୁଲପାଲି ଠାରେ ୧୭ ତମ ଅଙ୍ଗ ଆଳତୀ

ପଦମପୁର - ପଦ୍ମପୁରର ଜୀବନ ଧାରା ବୋଲାଉଥିବା ଅଙ୍ଗ ନଦୀରେ ପୌଷ ପୂର୍ଣିମା ଅବସରରେ ସନ୍ଧ୍ୟା ୬ ଘଣ୍ଟା ସମୟରେ ଐତିହାସିକ ୧୭ଶ ଅଙ୍ଗ ଆଳତୀ କରାଯାଇଅଛି । ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ  ପ୍ରକୃତି, ନଦନଦୀ, ବୃକ୍ଷଳତାକୁ ଉପାସନା କରିବାର ଧାରା ରହି ଆସିଛି । ଦିବ୍ୟଜ୍ୟୋତି…