Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୯ରୁ କିମସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍ ୨୦୨୬
ଭୁବନେଶ୍ୱର, ୪ ।୧୨: ଆମେରିକାନ ଆସୋସିଏସନ ଅଫ ଇଣ୍ଡିଆନ ଅରିଜିନ (ଭାରତୀୟ ବଂଶୋଦ୍ଭବ ଚିକିତ୍ସକ ସଂଘ- ଏଏପିଆଇ) ପକ୍ଷରୁ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମସ)ରେ ଗ୍ଲୋବାଲ୍ ହେଲଥ୍କେୟାର ସମିଟ୍ ୨୦୨୬ ଆୟୋଜିତ ହେଉଛି। ଜାନୁଆରୀ ୯ ରୁ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ…
ଉତ୍କଳ କରାଟେ ସ୍କୁଲର ସମ୍ବର୍ଦ୍ଧନା ଉତ୍ସବ ପାଳିତ
ସମ୍ବର୍ଦ୍ଧିତ ହେଲେ ଜାତୀୟ କରାଟେକା ।
ଜାତୀୟ ସ୍ତରେରେ ସ୍ୱର୍ଣ୍ଣପଦକ ହାସଲ କଲେ ଗୁଣପୁରର ଛାତ୍ର ରୁଦ୍ରାନ ।
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ଉତ୍କଳ କରାଟେ ସ୍କୁଲ ତରଫରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି । ଡିସେମ୍ବର ୨୭ରୁ ୩୦ପର୍ଯ୍ୟନ୍ତ…
ଜିଲ୍ଲାର ଗଞ୍ଜାମ ସୀମାବର୍ତି ଗ୍ରାମାଞ୍ଚଳରେ ଚୋରି ବୃଦ୍ଧି,
ଭଗବତୀ ପ୍ରସାଦରେ ଲୋକେ ଭୟଭୀତ,
ତାଲା ପଡ଼ିଥିବା ଘରକୁ ଟାର୍ଗେଟ,
୧ ମାସ ମଧ୍ୟରେ ଏକା ପ୍ରକାରର ୫ରୁ ଉର୍ଦ୍ଧ୍ବ ଚୋରି ଘଟଣା
ଓଡ଼ଗାଁ,୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରୋହିବାଙ୍କ ପଞ୍ଚାୟତ ଭଗବତୀ ପ୍ରସାଦ ଗାଁରେ ଶନିବାର ବିଳମ୍ବିତ…
ଷୋହଳଖଣ୍ଡ ଗୋପାଳ ସମାଜର ଜିଲ୍ଲା ଉନ୍ନୟନ କମିଟି ଗଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଷୋହଳଖଣ୍ଡ ଗୋପାଳ ସମାଜର ଜିଲ୍ଲା ଉନ୍ନୟନ କମିଟି ଗଠିତ । ପାରଳାଖେମୁଣ୍ଡି ସ୍ଥିତ ଚିତ୍ରକାର ସାହି ନିକଟସ୍ଥ ଶ୍ରୀ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ସମାଜର ଜିଲ୍ଲା ସଭାପତି ଖଦାଳ ଗୌଡ ଙ୍କ ନିର୍ଦ୍ଦେଶ ପ୍ରକାରେ ଏକ ବୈଠକ ଅନୁଷ୍ଠିତ…
କେନ୍ଦୁଝରରେ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
କେନ୍ଦୁଝର,ତା୪/୧- କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ୍ଠାରେ ୨୦୨୫-୨୬ ବର୍ଷର ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡଃ…
ରହସ୍ୟମୟୀ ତାରିଣୀ ଉନ୍ମୋଚିତ
କେନ୍ଦୁଝର,ତା୪/୧-କେନ୍ଦୁଝରର ପ୍ରବୀଣ ଐତିହାସିକ ନିରଞ୍ଜନ ବାରିକଙ୍କ ବହୁ ଗବେଷଣାଲବ୍ଧ ପୁସ୍ତକ ରହସ୍ୟମୟୀ ତାରିଣୀ କେନ୍ଦୁଝରର ଭୂତପୂର୍ବ ଜିଲ୍ଲାପାଳ ଡ. ଅରୁଣ ପଣ୍ଡାଙ୍କ ଦ୍ଵାରା ସ୍ଥାନୀୟ ସର୍କିଟ ହାଉସର ସଭା କକ୍ଷରେ ଉନ୍ମୋଚିତ ହୋଇଯାଇଛି। କେନ୍ଦୁଝର ସାକ୍ଷରତା ସମିତିର ଏକ ବନ୍ଧୁମିଳନ…
ରାଜ୍ୟସ୍ତରୀୟ ଶାରଳା କପ କ୍ରିକେଟ ରେ ଚଳିତ ବର୍ଷ ହେବ ଟଙ୍କାର ବର୍ଷା |
ଅସ୍ତରଙ୍ଗ :ଚଳିତ ବର୍ଷ ଅସ୍ତରଙ୍ଗ ରେ ହେବାକୁ ଥିବା ୩୩ ତମ ରାଜ୍ୟସ୍ତରୀୟ ଶାରଳା କପ କ୍ରିକେଟ ମ୍ଯାଚ ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଆଗେଇ ଚାଲିଛି | ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଏହି କ୍ରିକେଟ ମ୍ଯାଚ କୁ ରାଜ୍ୟର ଏକ ସ୍ବତନ୍ତ୍ର ଧରଣର କ୍ରିକେଟ ମ୍ଯାଚ ଆୟୋଜନ କରିବା ପାଇଁ ଶାରଳା…
ବରଗଡ଼ ଧନୁଯାତ୍ରା ରେ ମା’ ତାରିଣୀ ନୃତ୍ୟଶିକ୍ଷା କେନ୍ଦ୍ର ସମ୍ବର୍ଦ୍ଧିତ
କେନ୍ଦୁଝର,ତା୪/୧- ବହୁ ପ୍ରତିକ୍ଷିତ ରାଜ୍ୟ ପ୍ରସିଦ୍ଧ ବରଗଡ଼ ଠାରେ ଅନୁଷ୍ଠିତ ୭୮ ତମ ଧନୁଯାତ୍ରାରେ ଘଟଗାଁ ମା' ତାରିଣୀ ନୃତ୍ୟଶିକ୍ଷା କେନ୍ଦ୍ର ଦ୍ଵାରା ଆୟୋଜିତ ପରିବେଷିତ କଂସଙ୍କ ରାଜ ଦରବାର ଓ ରଙ୍ଗଶାଳରେ ଓଡିଶୀ ନୃତ୍ୟ ଶ୍ରୀ ଗଣେଶ ତାଣ୍ଡବରେ ହଜାର ହଜାର ଦର୍ଶକ ବିମୋହିତ ହୋଇଥିଲେ l…
ଚତୁର୍ଦ୍ଦଶ ରାଜ୍ୟସ୍ତରୀୟ ବଂଶଧାରା ବସନ୍ତମହୋତ୍ସବ ଅବସରରେ ବିଭିନ୍ନ କ୍ରୀଡ଼ା ଓ ଅନ୍ୟ ପ୍ରତିଯୋଗିତା ଆରମ୍ଭ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଚତୁର୍ଦ୍ଦଶ ରାଜ୍ୟସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ଅବସରରେ ଗୁଣପୁର କ୍ରୀଡ଼ା ପରିଷଦ ଦ୍ବାରା ଆୟୋଜିତ ହେବାକୁ ଥିବା ବିଭିନ୍ନ କ୍ରୀଡ଼ା ଓ ଅନ୍ୟ ପ୍ରତିଯୋଗିତା ଗୁଡ଼ିକ ଆଜି ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଗୁଣପୁର କଲେଜ ଓ…
ଗୋପାଳ ଛୋଟରାୟ ସ୍ମୃତିସଭା
ଜଗତସିଂହପୁର,ତା-୦୪.୦୧.୨୦୨୬/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଅଧୀନ ପୁରୁଣାଗଡ଼ ଠାରେ ଅବସ୍ଥିତ ଜିଲ୍ଲା ର ଅଗ୍ରଣୀ ଅନୁଷ୍ଠାନ ପ୍ରଫୁଲ୍ଲ ପାଠାଗାର ପରିସରରେ ଆଜି ରାଜ୍ୟ ସ୍ତରୀୟ ଗୋପାଳ ଛୋଟରାୟ ସ୍ମୃତି ସଭା ଓଡିଶା ସାହିତ୍ୟ ଏକାଡେମୀ ଏବଂ ପ୍ରଫୁଲ୍ଲ ପାଠାଗାର ମିଳିତ ଉଦ୍ୟମରେ…