Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜାତୀୟ କନ୍ୟା ସନ୍ତାନ ଦିବସ ଉପଲକ୍ଷେ ପଦଯାତ୍ରା
ଜଗତସିଂହପୁର, ତା ୨୧/୦୧/୨୦୨୬/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖସ୍ଥ ପଡିଆରେ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଜାତୀୟ କନ୍ୟା ସନ୍ତାନ ଦିବସର ଏକ ପଦଯାତ୍ରା ଆୟୋଜନ କରାଯାଇଥିଲା।ଏହି ପାଦ ଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ…
ପିତାମାତା ଏବଂ ବରିଷ୍ଠ ନାଗରିକ ଙ୍କ ରକ୍ଷଣା ବେକ୍ଷଣ ଓ କଲ୍ୟାଣ ଆଇନ, ୨୦୦୭ ସଂପର୍କିତ ଜିଲ୍ଲା ସ୍ତରୀୟ ସଚେତନତା ଶିବିର
ଜଗତସିଂହପୁର, ତା.୨୧.୦୧.୨୦୨୬ /ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ଯୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଓ help age INDIA ର ମିଳିତ ଆନୁକୁଲ୍ୟ ରେ ପିତାମାତା ଏବଂ ବରିଷ୍ଠ ନାଗରିକ ଙ୍କ…
ଜିଲ୍ଲାରେ ବହୁ ଅପରାଧରେ ଜଡିତ ମୋଷ୍ଟ ୱାଣ୍ଟେଡ୍ ବାଇକ୍ ଚୋର ଗିରଫ
ଓଡ଼ଗାଁ,୨୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୋଲିସ ଏକାଧିକ ମାମଲାରେ ସଂପୃକ୍ତ ଥିବା ଜଣେ ଅନ୍ତଃ ଜିଲ୍ଲା ମୋଷ୍ଟ ୱାଣ୍ଟେଡ୍ ବାଇକ୍ ଚୋରଙ୍କୁ ଗିରଫ କରିଛି । କଟକ, ଭୁବନେଶ୍ୱର, କନ୍ଧମାଳ ସହିତ ବିଭିନ୍ନ ଜିଲ୍ଲାରେ ରେକଡସଂଖ୍ୟକ ମାମଲାରେ ସମ୍ପୃକ୍ତି ରହିଥିବା…
ନାଗରିକ ସମ୍ବିଧାନିକ ଅଧିକାର ଓ କାର୍ଯ୍ୟ ଉପରେ ସଚେତନତା କାର୍ଯ୍ୟକ୍ରମ
ଓଡ଼ଗାଁ, ୨୧।୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସିଭିଲ୍ କୋର୍ଟ ବାର୍ ଆସୋସିଏସନ୍ ହଲରେ ଓଡ଼ଗାଁ ତାଲୁକ ଆଇନସେବା କମିଟି (ଟିଏଲ୍ଏସସି) ଆନୁକୁଲ୍ୟରେ ନାଗରିକ ସମ୍ବିଧାନିକ ଅଧିକାର ଓ କାର୍ଯ୍ୟ ବିଷୟକ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି…
ନବମାଷ୍ଟ୍ରଙ୍କ ପରଲୋକ
ଓଡ଼ଗାଁ,୨୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସାକେରୀ ପଞ୍ଚାୟତ ଗୋଡି ପାଟଣା ଗ୍ରାମର ୮୭ ବର୍ଷିୟ ନବକୃଷ୍ଣ ପ୍ରଧାନଙ୍କର ବୁଧବାର ଅପରାହ୍ନରେ ପରଲୋକ ହୋଇଯାଇଛି । ଯୁବକ ସମୟରେ ଦୁର୍ଘଟଣା କାରଣରୁ ତାଙ୍କ ହାତରେ ଦୁଇ ପାପୁଲି କଟି ଯାଇଥିଲା । ତଥାପି ସେ ଭାଙ୍ଗି…
ସହଜ ଯୋଗ ଧ୍ୟାନ ଶିବିର ଉଦଯାପିତ
୨ଶହରୁ ଅଧିକ ଶିବିରାର୍ଥୀ ଆହରଣ କଲେ ସହଜ ଯୋଗ ଧ୍ୟାନର ଅନୁଭୂତି,
ଓଡ଼ଗାଁ, ୨୧।୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୋମଣ୍ଡ ମକରପଦା ଗ୍ରାମରେ ସହଜ ଯୋଗ ଟ୍ରଷ୍ଟର ଆୟୋଜନରେ ଗତ ୧୭ ତାରିଖରୁ ଚାରିଦିନ ଧରି ଚାଲିଥିବା ସହଜ ଯୋଗ ଧ୍ୟାନ ଶିବିର ମଙ୍ଗଳବାର…
ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଶୀତକାଳୀନ ସ୍ୱତନ୍ତ୍ର ଶିବିର
ବେଲଲଗୁଣ୍ଠା - (ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ କ୍ଷତ୍ରୀୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଅଛି. ଅଧ୍ୟକ୍ଷ ଡ. ଗିରିଧର ନାୟକ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଆଜି ଦ୍ୱିତୀୟ ଦିବସ…
ଅଙ୍ଗଦାନ କରି ଅମର ହୋଇଥିବା ଅନସୂୟାଙ୍କ ଦ୍ୱାଦଶାହ ସ୍ମୃତି ସଭା
ଜେଜେ ମାଆଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଙ୍ଗଦାନ ପାଇଁ ନାତିଙ୍କ ଶପଥ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ମୃତ୍ୟୁ ପରେ ଅଙ୍ଗଦାନ କରି ମହିଳାଙ୍କ ପାଇଁ ଆଦର୍ଶ ପାଲଟି ଥିବା ସ୍ଵର୍ଗତ ଅନସୂୟା ନାୟକଙ୍କ ଦ୍ୱାଦଶାହ ସ୍ମୃତି ସଭା ଆଜି ତାଙ୍କ ଠେଙ୍ଗାଧରା ସ୍ଥିତ ବାସଭବନରେ ଅନୁଷ୍ଠିତ…
ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ ଯୋଜନାର ସମୀକ୍ଷା ବୈଠକ ।
କେନ୍ଦ୍ରାପଡ଼ା:୨୧.୦୧.(ପ୍ରଫୁଲ୍ଲ କୁମାର ମଲ୍ଲ) ଆଜି ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ମାନଙ୍କ ସହ ଏକ ବିସ୍ତୃତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗ୍ରାମୀଣ ଉନ୍ନୟନ ଏବଂ ଜନକଲ୍ୟାଣ ଯୋଜନା ଗୁଡ଼ିକର ଅଗ୍ରଗତି ଉପରେ…
ବେଲଗୁଣ୍ଠାରେ ଦୁଇ ଦଳିତ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ମାମଲା ; ୧୭ ମହିଳା ଗିରଫ
ବେଲଗୁଣ୍ଠା, -(ଶିବାରମ ଚୌଧୁରୀ )-, ଗତ ମକର ଯାତ୍ରାରେ ବେଲଗୁଣ୍ଠାରେ ଦୁଇ ଦଳିତ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ଆଜି ବେଲଗୁଣ୍ଠା ପୋଲିସ୍ ୧୭ ଜଣ ମହିଳାଙ୍କୁ ଗିରଫ କରିଛି I ଗିରଫ ହୋଇଥିବା ମହିଳା ମାନେ ହେଲେ ବେଲଗୁଣ୍ଠା ହରିଜନ ସାହିର କବିତା ନାଇକ(୪୦), ଝିଲି…