Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜାତୀୟ ସଡକ ସୁରକ୍ଷା ମାସ–୨୦୨୬ର ଉଦଯାପନୀ ସମାରୋହ ଅନୁଷ୍ଠିତ ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ୩୧ ଜାନୁଆରୀ: ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ (RTA) କଳାହାଣ୍ଡି ଏବଂ ଜିଲ୍ଲା ସଡକ ସୁରକ୍ଷା କମିଟି, କଳାହାଣ୍ଡିଙ୍କ ସଂଯୁକ୍ତ ଆୟୋଜନରେ ଜାତୀୟ ସଡକ ସୁରକ୍ଷା ମାସ–୨୦୨୬ର ସମାପନ ସମାରୋହ ଆଜି ସରକାରୀ ମହିଳା ମହାବିଦ୍ୟାଳୟ, ଭବାନୀପାଟଣାରେ…
“ଉପନିଷଦ ମନୁଷ୍ୟ ଜୀବନକୁ ଏହାର ପ୍ରକୃତ ଉଦ୍ଦେଶ୍ୟ ଆଡକୁ ମାର୍ଗ ଦର୍ଶନ କରେ”
ଉପନିଷଦ ଜ୍ଞାନାମୃତ : ପୂଜନୀୟା ରାସେଶ୍ୱରୀ ଦେବୀଙ୍କ ପ୍ରବଚନର ଶୁଭାରମ୍ଭ
ଭୁବନେଶ୍ୱର/ସଂଜୀବ ନାୟକ : ସନାତନ ଧର୍ମରେ ବେଦକୁ ସର୍ବୋଚ୍ଚ ଜ୍ଞାନସ୍ରୋତ ଭାବେ ଗ୍ରହଣ କରାଯାଏ ଏବଂ ଉପନିଷଦକୁ ବୈଦିକ ଜ୍ଞାନର ମୁକୁଟମଣି ବୋଲି ବିବେଚନା କରାଯାଏ। ଏହି ଶାଶ୍ୱତ ବାଣୀର ଆଜିର ସମାଜରେ…
ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ନୌକା ପ୍ରତିଯୋଗିତା l
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ ଙ୍କ ରିପୋର୍ଟ: ମାଲକାନଗିରି ତା. ୩୧.୦୧.୨୦୨୬ - ମାଲ୍ୟବନ୍ତ ମହୋତ୍ସବ ଉପଲ କ୍ଷେ ଆଜି ସତୀଗୁଡା ଜଳଭଣ୍ଡାରରେ ୧୨ଟି ନୌକା ଚାଳକ ଦଳକୁ ନେଇ ନୌକା ଚାଲଣା ପ୍ରତି ଯୋଗିତା ଅନୁଷ୍ଠିତ ହୋଇ ଯାଇଛିା ଚଳିତ ବର୍ଷ ୫ଟି ନୂତନ ଦଳ ଯୋଗ ଦେଇଥିବା ବେଲେ ଏହି…
ନୟାଗଡ଼ର କେ.ସି. କ୍ଲବ ପକ୍ଷରୁ ପଦ୍ମଶ୍ରୀ ଦିଲ୍ଲୀପ ତିର୍କଙ୍କ ଦ୍ବାରା ଶିକ୍ଷକ ସନ୍ତୋଷ ସମ୍ମାନୀତ,
ଓଡ଼ଗାଁ, ୩୧।୧ (ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପାନ୍ତିଖାରି ଶାସନ ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟ, ରୋହିବାଙ୍କ ଆଦର୍ଶ ଶିକ୍ଷକ ତଥା ପ୍ରକୃତିବନ୍ଧୁ ସନ୍ତୋଷ କୁମାର ସାହୁ ନୟାଗଡ଼ର ସର୍ବ ପୁରାତନ କେ.ସି. କ୍ଲବ ପକ୍ଷରୁ ସମ୍ମାନୀତ ହୋଇଛନ୍ତି। କ୍ଲବର…
ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନର ମାନ ଯାଞ୍ଚ୍ କଲେ ବିଡିଓ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଆକୃଷ୍ଟ କରିବା ସହିତ ସେମାନଙ୍କୁ ଉପଯୁକ୍ତ ପୋଷଣ ଯୋଗାଇବା ଉଦ୍ଦେଶ୍ୟରେ ସରକାର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ପୌଷ୍ଟିକ ଆହାର ଯୋଗାଇ ଦେଉଛନ୍ତି I କିନ୍ତୁ ବହୁ ସମୟରେ ବିଦ୍ୟାଳୟରେ c…
ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ
ଜଗତସିଂହପୁର,ତା-୩୧.୦୧.୨୦୨୬/ସୁମନ୍ତ କୁମାର ଦାସ: ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆ ଠାରେ ଜାନୁଆରୀ ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଇଥିବା ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆଜି ଉଦଯାପିତ…
ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୬ ର ଉଦ୍ଜାପନ ଦିବସ
ଜଗତସିଂହପୁର,ତା-୩୧.୦୧.୨୦୨୬/ସୁମନ୍ତ କୁମାର ଦାସ: ଜଗତସିଂହପୁର ନିମାଇଁ ଭବନ (ଟାଉନ ହଲ) ରେ ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୬ ର ଉଦ୍ଜାପନ ହୋଇଛି । ଚଳିତ ମାସ ପ୍ରଥମ ଦିନରୁ ଏହି କାର୍ଯ୍ୟକ୍ରମ ଜଗତସିଂହପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରୁ ସମସ୍ତ ଅଟୋ ମୋବାଇଲ ଡିଲର ମାନଙ୍କୁ ନେଇ ବାଇକ…
ଏମ୍ଭି–୭୯ ଡାଃ ଶ୍ୟାମା ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ l
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,୩୧/୧/୨୬: ଏମ୍ଭି–୭୯ ସ୍ଥିତ ଡାଃ ଶ୍ୟାମା ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏମ୍ଭି–୭୯ ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ଶ୍ରୀ ପେଟଚି ମୁଥୁ ମୁଖ୍ୟ ଅତିଥି ଭାବେ…
ଏମ୍ଭି–୭୯ ଡାଃ ଶ୍ୟାମା ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ l
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,୩୧/୧/୨୬: ଏମ୍ଭି–୭୯ ସ୍ଥିତ ଡାଃ ଶ୍ୟାମା ପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏମ୍ଭି–୭୯ ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ଶ୍ରୀ ପେଟଚି ମୁଥୁ ମୁଖ୍ୟ ଅତିଥି ଭାବେ…
ହାଟସାହିର ଝିଅ ପ୍ରଜ୍ଞାଶିନୀ ଆଣିଲେ ଜିଲ୍ଲା ସ୍ତରର ସୁନାମ ।
କେନ୍ଦ୍ରାପଡ଼ା:୩୧/୦୧(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅଧିନସ୍ତ ହାଟସାହି ଗ୍ରାମର ଝିଅ ପ୍ରଜ୍ଞାଶିନୀ ନାୟକ ନିଜ ପ୍ରତିଭା ଓ କଠିନ ପରିଶ୍ରମ ବଳରେ ସମଗ୍ର ଜିଲ୍ଲାରେ ଗାଁର ମର୍ଯ୍ୟାଦା ବଢ଼ାଇଛନ୍ତି। ହାଟସାହି ଗ୍ରାମର ବାସିନ୍ଦା ପ୍ରଣୟ ନାୟକଙ୍କ ୧୬ ବର୍ଷର…