Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅବକାରୀ ବିଭାଗର ସଫଳତା: ୨ ବାଇକ୍ ସହ ବ୍ରାଉନସୁଗାର ଓ ବିଦେଶୀମଦ ଜବତ।
ବାଲିକୁଦା: ବାଲିକୁଦା ଥାନା ଅନ୍ତର୍ଗତ ଭାରିଗଡ ଗ୍ରାମର ବାଲିଯାତ୍ରା ପଡିଆ ନିକଟରେ ଥିବା ଗଣେଷ ମନ୍ଦିର ସମ୍ମୁଖରୁ ଜଣେ ନିଶା ମାଫିଆଙ୍କୁ କାବୁ କରିଛି ବାଲିକୁଦା ଅବକାରୀ ଥାନା। ଯାଞ୍ଚ ପରେ ତାଙ୍କ ପାଖରୁ ୮୦ ଗ୍ରାମର ହେରୋଇନ୍ ଏବଂ ନିଶା ବେପାରରେ ବ୍ୟବହାର ହେଉଥିବା ହିରୋ ଗ୍ଲାମର ମୋଟର!-->…
ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ ବାବୁଲା ସାହୁ
ବେଲଗୁଣ୍ଠା-୨୧/୦୮: -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ହାଟପଦା ସ୍ଥିତ ନାରାୟଣୀ ମେଡିକାଲ ଷ୍ଟୋର ସାମ୍ନାରେ ହଜିଯାଇଥିବା ଦୁଇ ଭରି ଓଜନର ଏକ ସୁନା ମଙ୍ଗଳସୂତ୍ରକୁ ଜଣେ ମହିଳା ଫେରିପାଇଛନ୍ତି। ଔଷଧ ଦୋକାନୀ ବାବୁଲା ସାହୁଙ୍କ ଏହି ବଦାନ୍ୟତା ଏବଂ ସାଧୁତା ପାଇଁ ଅଞ୍ଚଳରେ ତାଙ୍କୁ ବ୍ୟାପକ!-->…
ଖଲାସୀଙ୍କ ସମସ୍ୟା ସମାଧାନ ଓ ଆର୍ଏମ୍ସି ବ୍ୟବସ୍ଥା ସୁଧାର ପାଇଁ ବିଧାୟକଙ୍କୁ ଗୁହାରି
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଖଲାସୀ ମାନଙ୍କ ସ୍ୱାର୍ଥ ସୁରକ୍ଷା ଓ ସେମାନଙ୍କ ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଖଲାସୀ ସଂଘ ପକ୍ଷରୁ ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି। ଏଥିସହ ଆର୍ଏମ୍ସି ବ୍ୟବସ୍ଥାରେ ସୁଧାର ଆଣିବା ସହ!-->…
ଚାଷୀଙ୍କ ଧାନ ପଞ୍ଜିକରଣ, ନକଲି ସାର ପ୍ରସଙ୍ଗ ଏବଂ ବନ୍ୟା କ୍ଷତି ପୂରଣ ଦାବିରେ ବର୍ଷିଲେ ପୂର୍ବତନ ବିଧାୟକ ସୁକାନ୍ତ।
ନୀଳଗିରି ତା ୨୧/୦୮: ଆଜି ପୂର୍ବତନ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମ୍ମିଳନୀରେ ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତି ଓ ଚାଷୀଙ୍କ ଅନ୍ୟାନ୍ୟ ସମସ୍ୟା ବାବଦରେ ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ।ପ୍ରଥମତଃ ଚାଷୀ!-->!-->!-->…
ସୁବର୍ଣ୍ଣ ରେଖା ବନ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ସାମାଜିକ କର୍ମୀ ସୁମନ୍ତ ଜେନା
(ବାଲିଆପାଳ ) : ସମାଜ ଓ ପରିବେଶ ପ୍ରତି ନିଜର କର୍ତ୍ତବ୍ୟ ଓ ଉତ୍ତରଦାୟିତ୍ୱକୁ ନିଷ୍ଠାର ସହ ପାଳନ କରି ସୁବର୍ଣ୍ଣ ରେଖା ବନ୍ୟା ପ୍ରପୀଡିତଙ୍କ ପାଇଁ ବିପଦ ସମୟରେ ହାତ ବଢାଇଛନ୍ତି ପ୍ରକୃତି ବନ୍ଧୁ ତଥା ପରିବେଶବିତ୍ ସୁମନ୍ତ କୁମାର ଜେନା |ଚଳିତ ବର୍ଷ ସୁବର୍ଣ୍ଣ ରେଖାରେ ଆସିଥିବା ଭୟଙ୍କର!-->…
ଝାରସୁଗୁଡ଼ାରୁ ପୁଣି ଆକାଶପଥରେ ଯୋଡ଼ିବ ଭୁବନେଶ୍ୱର-ହାଇଦ୍ରାବାଦ
ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସ୍ଥଗିତ ରହିଥିବା ଷ୍ଟାର ଏୟାର ବିମାନ ସେବା ପୁନର୍ବାର ଆରମ୍ଭ ପାଇଁ ଉଦ୍ୟମ ଜୋରଦାର ହୋଇଛି। ଏନେଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ!-->…
ଝାରସୁଗୁଡ଼ାରେ ଫିନ୍ଫେଷ୍ଟ ଓ ଭେଣ୍ଡର ଡେଭଲପମେଣ୍ଟ ପ୍ରୋଗ୍ରାମ୍
ଏମ୍ ଏସ ଏମ ଇ ପାଇଁ ଅର୍ଥ ଯୋଗାଣ ଓ ବୃହତ୍ ଶିଳ୍ପ ସହ ବ୍ୟବସାୟିକ ସମ୍ପର୍କ ଉପରେ ଗୁରୁତ୍ୱ
ଝାରସୁଗୁଡ଼ା, ୨୧ ଅଗଷ୍ଟ: କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି ପକ୍ଷରୁ ଝାରସୁଗୁଡ଼ାରେ ସି ଆଇ ଆଇ ଫିନ୍ଫେଷ୍ଟ ଓ ଭେଣ୍ଡର ଡେଭଲପମେଣ୍ଟ ପ୍ରୋଗ୍ରାମ୍ ୨୦୨୬’ ଆୟୋଜିତ ହୋଇଛି। ଏଥିରେ!-->!-->!-->!-->!-->…
ମୋଦୀଜୀଙ୍କ ସ୍ୱଚ୍ଛ ନୀତି ଯୋଗୁଁ ଓଡ଼ିଶାର ଖଣି ରାଜସ୍ୱ ୫,୦୦୦ କୋଟିରୁ ବୃଦ୍ଧି ପାଇ ୫୦,୦୦୦ କୋଟିରେ ପହଞ୍ଚିଛି…
MMDR (ସଂଶୋଧନ) ବିଲ୍, ୨୦୨୬କୁ ନେଇ ବିରୋଧୀଙ୍କ ମିଥ୍ୟା ଅପପ୍ରଚାର ଜବାବ ରଖିଲେ ଧର୍ମେନ୍ଦ୍ର ପ୍ରଧାନ
• ନବୀନ ବାବୁ MMDR ବିଲ୍ କୁ ନେଇ ମିଥ୍ୟା ଅପପ୍ରଚାର କରି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି• ରାଜନୀତି ନିଜ ଜାଗାରେ, କିନ୍ତୁ ସତ୍ୟକୁ ଲୁଚାଇ ଓଡ଼ିଶାର!-->!-->!-->!-->!-->…
ସୋଆ ପକ୍ଷରୁ ସଂକ୍ରମଣ ନିୟନ୍ତ୍ରଣ ରଣନୀତି ସମ୍ପର୍କିତ କର୍ମଶାଳା
ଭୁବନେଶ୍ୱର, ଅଗଷ୍ଟ ୨୦: ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଡାକ୍ତରଖାନାରେ ସଂକ୍ରମଣ ନିୟନ୍ତ୍ରଣର ଆଧୁନିକ ରଣନୀତି ସମ୍ପର୍କରେ ଏକ କର୍ମଶାଳା ଗତ ସୋମବାର ଆୟୋଜିତ ହୋଇଯାଇଛି । ସୋଆ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ବିଜନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍)ର!-->…
ଟିପିଏସ୍ଓଡିଏଲ୍ ତରଫରୁ ଭୂତଳ ବିଦ୍ୟୁତ ସଂଯୋଗ ସହିତ ଛତ୍ରପୁରର ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ୀକରଣ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଏସ.ପି ଅଫିସ ସମେତ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟକୁ ନିରବଚ୍ଛିନ୍ନ ଭୂତଳ ବିଦ୍ୟୁତ ଯୋଗାଣ
ଏହି ଭରସାଯୋଗ୍ୟ ବିଜୁଳି ସେବାରୁ ଏବେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ବାସିନ୍ଦା ଏବଂ ପ୍ରମୁଖ ବ୍ୟାବସାୟିକ ଅଞ୍ଚଳ ଉପକୃତ
ଉନ୍ନତ ସିଷ୍ଟମ ସହିତ ଉପର ଏବଂ ତଳ ବସ୍!-->!-->!-->!-->!-->!-->!-->!-->…