Browsing Category

ରାଜ୍ୟ

୧୧ ବର୍ଷୀୟ ନାବାଳକ ନିଖୋଜ, ଥାନାରେ ଅଭିଯୋଗ

ବେଲଗୁଣ୍ଠା, ୨୩/୮: -(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗୁଣ୍ଡୁରିବାଡି, ର ଜଣେ ୧୧ ବର୍ଷୀୟ ନାବାଳକ ନିଖୋଜ ହୋଇଥିବା ଜଣାପଡ଼ିଛି। ନିଖୋଜ ନାବାଳକ ହେଲେ ପୂର୍ଣ୍ଣ ନାଇକଙ୍କ ପୁଅ ଶିବ ନାଇକ। ସେ ୫ମ ଶ୍ରେଣୀରେ ପାଠ ପଢୁଛନ୍ତି।ପରିବାର ସୂଚନା ଅନୁଯାୟୀ,

ସଞ୍ଜୟ ଗାନ୍ଧୀ କଲୋନୀରେ ଘର ଭାଙ୍ଗି ଚୋରି ଘଟଣାର ପର୍ଦ୍ଦାଫାସ : ଜଣେ ଗିରଫ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୋଲିସ ସଞ୍ଜୟ ଗାନ୍ଧୀ କଲୋନୀରେ ଘଟିଥିବା ଏକ ବଡ଼ ଧରଣର ଘର ଭାଙ୍ଗି ଚୋରି ଘଟଣାର ସଫଳ ପର୍ଦ୍ଦାଫାସ କରି ଅଭିଯୁକ୍ତ ସର୍ବସୁଧି କୁମାର ସ୍ୱାମୀ (୩୦) , ସଞ୍ଜୟ ଗାନ୍ଧୀ କଲୋନୀ , ପାରଳାଖେମୁଣ୍ଡିଙ୍କୁ ଗିରଫ କରାଯାଇଛି। ଏ

ଗଣ୍ଡାହାତୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ ପ୍ରଶାସନିକ ଅଧିକାରୀ, ସାମ୍ବାଦିକ ଓ ସମାଜସେବୀ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ବର୍ଷାଋତୁ ପରେ ପରେ ସବୁଆଡେ ସେପ୍ଟେମ୍ବର ମାସ ୨୭ ତାରିଖରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯିବ। କିନ୍ତୁ ସବୁ ପର୍ଯ୍ୟଟନସ୍ଥଳୀ ଯଦି ସେ ସମୟ ବେଳକୁ ସୁରକ୍ଷିତ ନ ଥିବ ତଥା ଅପରିଷ୍କାର ହୋଇରହିଥିବ ତେବେ ହୁଏତ ଏହି ପର୍ଯ୍ୟଟନ ଦିବସ ପାଳନର

ଏନ୍‌ଏଚ୍-୫୫ ରାସ୍ତାର ତୁରନ୍ତ ମରାମତି ପାଇଁ ଅନୁରୋଧ କଲେ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଲେ ସାଂସଦ • ସମ୍ବଲପୁର-ଅନୁଗୋଳ-କଟକକୁ ଯୋଡ଼ୁଥିବା ଏନଏଚ୍- ୫୫ ହେଉଛି ରାଜ୍ୟର ଅନ୍ୟତମ ପ୍ରମୁଖ ଜୀବନରେଖା• ଲଗାଣ ବର୍ଷା ଓ ଅତ୍ୟାଧିକ ଗାଡ଼ି ଚଳାଚଳ ଯୋଗୁଁ ଏହି ରାଜପଥରେ ବଡ ବଡ ଖାଲ ସୃଷ୍ଟି ହୋଇଛି• ଯାତ୍ରୀ ଓ

ଗ୍ରାମୀଣ ଜୀବନ ଓ କୃଷି ସମସ୍ୟାର ସମାଧାନ ନେଇ ସୋଆ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ

ଗ୍ରାମୀଣ କୃଷି କାର୍ଯ୍ୟାନୁଭୂତି (ରାୱେ) ଅଧୀନରେ ଗ୍ରାମ ସଂଯୋଗୀକରଣ କାର୍ଯ୍ୟକ୍ରମ-୨୦୨୬ ସଂପନ୍ନ : ୧୧ଟି ଗ୍ରାମରେ ୩୨ ପ୍ରଶିକ୍ଷଣ ଓ ୧୬ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର ଅଗଷ୍ଟ ୨୨: କୃଷି ଶିକ୍ଷାକୁ ଗ୍ରାମୀଣ ଜୀବନ ଓ କୃଷକଙ୍କ ବାସ୍ତବ ସମସ୍ୟା ସହ ଯୋଡ଼ିବା ସହିତ ଛାତ୍ରଛାତ୍ରୀଙ୍କୁ

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଗୁରୁତର ନବଜାତ ଶିଶୁର ସଫଳ ଚିକିତ୍ସା

ଭୁବନେଶ୍ୱର, ଅଗଷ୍ଟ ୨୨: ନବଜାତ ଶିଶୁଙ୍କ ଜଟିଳ ଚିକିତ୍ସା କ୍ଷେତ୍ରରେ ଏକ ବିରଳ ସଫଳତା ହାସଲ କରିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତରୀ ଟିମ୍ । ଗୁରୁତର ହୃତପିଣ୍ଡ ବିଫଳତା, ମ୍ୟୋକାର୍ଡାଇଟିସ୍, କାର୍ଡିଓଜେନିକ୍ ଶକ୍, ତୀବ୍ର ଯକୃତ ବିଫଳତା ଏବଂ ହିମୋଫାଗୋସାଇଟିକ୍

ଭୁବନେଶ୍ୱର ଫେରି ବାଚସ୍ପତିଙ୍କୁ ଭେଟିଲେ ଭାରତର ପ୍ରଥମ ମହିଳା ମାଉଣ୍ଟ ୟୁନମ ଦଳ

ଭୁବନେଶ୍ୱର, ୨୨.୦୮.୨୦୨୬: ଓଡ଼ିଶା ଫେରିଛନ୍ତି ଭାରତର ପ୍ରଥମ ମହିଳା ପର୍ବତାରୋହୀ ଦଳ । ହିମାଚଳ ପ୍ରଦେଶର ମାଉଣ୍ଟ ୟୁନମ ଶିଖରକୁ ସଫଳତା ସହ ଆରୋହଣ କରି ଗତକାଲି ରାତିରେ ଫେରିଥିବା ୧୧ଜଣିଆ ମହିଳା ଦଳ ଆଜି ସକାଳେ ଓଡ଼ିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କୁ ଭେଟିଛନ୍ତି ।

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ପ୍ରତିଯୋଗିତା

ଓଡ଼ଗାଁ, ୨୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ପାଳନ ଅବସରରେ ଓଡ଼ଗାଁ ଏନ୍‌ଏସି ପକ୍ଷରୁ ଆସନ୍ତା ୨୮ ତାରିଖ ଶୁକ୍ରବାର ସ୍ଥାନୀୟ ବ୍ଲକ ରୋଡସ୍ଥିତ କଲ୍ୟାଣୀ ମଣ୍ଡପଠାରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ଏନ୍‌ଏସି ଅଧୀନ ସମସ୍ତ ବିଦ୍ୟାଳୟର

ଛଅ ମାସରେ ୨୪ ବିବାହିତା ନିଖୋଜ ଅଭିଯୋଗ;

ଓଡ଼ଗାଁ ଥାନା ଅଞ୍ଚଳରେ ପରିବାରିକ ସମ୍ପର୍କକୁ ନେଇ ବଢ଼ୁଛି ଚିନ୍ତା, ଓଡ଼ଗାଁ, ୨୧।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳରେ ଚଳିତ ବର୍ଷ ଜାନୁଆରୀ ରୁ ଜୁଲାଇ ମାସ ୩୧ ତାରିଖ ମଧ୍ୟରେ ୨୪ ଜଣ ବିବାହିତା ମହିଳା ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ

ଓଡ଼ଗାଁ ଏନ୍ଏସି କୁମ୍ଭିଆପଲ୍ଲୀରେ ହାତୀପଲ

;କୁମ୍ଭିଆପଲ୍ଲୀ ଜଙ୍ଗଲରେ ଡେରା, ବନବିଭାଗର ନଜର; ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଓଡ଼ଗାଁ, ୨୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଓଡ଼ଗାଁ ଏନ୍ଏସିର କୁମ୍ଭିଆପଲ୍ଲୀ ଗ୍ରାମ ପଛପାଖ ଘଞ୍ଚ ଜଙ୍ଗଲରେ ଶନିବାର ସନ୍ଧ୍ୟାରେ ଏକ ହାତୀପଲର ଉପସ୍ଥିତି