Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଜେପି କାର୍ଯ୍ୟାଳୟରେ ରକ୍ଷାବନ୍ଧନ ଉତ୍ସବ ପାଳିତ
ଝାରସୁଗୁଡ଼ା 27/8 : ଝାରସୁଗୁଡ଼ା ସହର ବିଟିଏମ ସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ଗୁରୁବାର ପବିତ୍ର ରକ୍ଷାବନ୍ଧନ ଅବସରରେ ଭାଇ ଭଉଣୀର ଅତୁଟ ବନ୍ଧନର ପର୍ବ ରାକ୍ଷୀ ପର୍ବ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ବିଜେପି କାର୍ଯ୍ୟାଳୟ ରେ ନିଜର!-->…
ରରୁଆଁ–ଫାଗୁ–ଚମ୍ପୁଆ ସଂଯୋଗୀକରଣ ରାସ୍ତା ଅଧାପନ୍ତରିଆ
ଦୀର୍ଘ-୧୫ କି.ମି. ରାଜ୍ୟ ସଡ଼କ ନିର୍ମାଣରେ ଅବହେଳାକୁ ନେଇ ଜନ ଅସନ୍ତୋଷ ତୀବ୍ର ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତିଙ୍କ ଉଦ୍ବେଗ; ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପରେ ଆଶ୍ୱାସନା
କେନ୍ଦୁଝର,ତା୨୮/୮- ରରୁଆଁ–ଫାଗୁ–ଚମ୍ପୁଆ ସଂଯୋଗୀକରଣ ରାଜ୍ୟ ସଡ଼କର ଅଧାପନ୍ତରିଆ ନିର୍ମାଣ!-->!-->!-->!-->!-->…
ବଣୁଆଁ ହାତୀ ଉତ୍ପାତ, କ୍ଷୟକ୍ଷତି ଦାବିରେ ରାଜପଥ ଅବରୋଧ।
କେନ୍ଦୁଝର,ତା୨୮/୮- ଢେଙ୍କିକୋଟ ନିକଟବର୍ତ୍ତୀ ଆଖପାଖ ଅଞ୍ଚଳରେ ୨୨ ଟିକିଆ ହାତୀପଲ ବର୍ତ୍ତମାନ ଉତ୍ପାତ ଆରମ୍ଭ କରିଦେଇଛନ୍ତି। ଏଥିଲାଗି ବେଳେବେଳେ ଲୋକଙ୍କ ଜୀବନ ଚାଲିଯାଉଛି ଆଉ ଘରଦ୍ଵାର, ଜିନିଷପତ୍ର ନଷ୍ଟଭ୍ରଷ୍ଟ ହୋଇଯାଇଛି। ବିଲ ବାଡ଼ିରେ ଚାଷ ବି ନଷ୍ଟ ହୋଇଯାଇଛି। ଲୋକମାନେ ଭୟରେ!-->!-->!-->…
ଅଜୟଗଡ଼ରେ ମେଗା ଜନ ଅଭିଯୋଗ ଶୁଣାଣୀ: ୧୫୦୦ରୁ ଅଧିକ ଜନସାଧାରଣଙ୍କ ଉପସ୍ଥିତି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ଼ଠାରେ ଏକ ବୃହତ୍ ମେଗା ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଜୟଗଡ଼ ଓ ଏହାର ନିକଟବର୍ତ୍ତୀ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ଲୋକ ଏହି ଶୁଣାଣୀରେ ଯୋଗଦେଇ ନିଜ ନିଜ ସମସ୍ୟା ଓ!-->…
ସମ୍ୱାଦ ତରଫରୁ ରାକ୍ଷୀ ପୂର୍ଣ୍ଣିମାରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ
- ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଦୈନିକ ସମ୍ୱାଦ ଖବରକାଗଜ ତରଫରୁ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସମ୍ୱାଦ ଗଜପତି ଜିଲ୍ଲା ପ୍ରତିନିଧି ସୁଜିତ କୁମାର ବିଶୋୟୀଙ୍କ!-->…
ବିନା ଅସ୍ତ୍ରୋପଚାରରେ ଆକାଶ ପେଟରୁ ବାହାରିଲା ଲୁହା କଣ୍ଟା ; ବିଧାୟକଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ
ବେଲଗୁଣ୍ଠା, ୨୭/୦୮: -(ଶିବରାମ ଚୌଧୁରୀ )-ଦୀର୍ଘ ଏକ ମାସ ଧରି ପେଟରେ ଲୁହା କଣ୍ଟା ରହି ଯନ୍ତ୍ରଣା ଭୋଗୁଥିବା ତିନି ବର୍ଷୀୟ ଶିଶୁ ଆକାଶ ଜେନାଙ୍କ ପେଟରୁ ଶେଷରେ ବିନା ଅସ୍ତ୍ରୋପଚାରରେ କଣ୍ଟାଟି ବାହାର କରାଯାଇଛି। ଭୁବନେଶ୍ୱର ଏମ୍ସରେ ଡାକ୍ତରୀ ଟିମ୍ ଆଧୁନିକ ପଦ୍ଧତିରେ ଚିକିତ୍ସା କରି!-->!-->!-->…
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ “ରକ୍ଷାବନ୍ଧନ”
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡି ଠାରେ ପବିତ୍ର "ରକ୍ଷାବନ୍ଧନ" କାର୍ଯ୍ୟକ୍ରମ ବହୁ ଆନନ୍ଦ ଓ ଉତ୍ସାହ ର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ପରସ୍ପରକୁ ରକ୍ଷାସୂତ୍ରର ପ୍ରତୀକ ରାକ୍ଷୀ ବାନ୍ଧି!-->!-->!-->…
”ବସୁଧୈବ କୁଟୁମ୍ବକମ୍”ର ସନ୍ଦେଶ ଦିଏ ସଂସ୍କୃତ ଭାଷା
ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ଛାତ୍ରବାସରେ 'କୃପାଳୁ ଶିଶୁ ସାହିତ୍ୟ ଆସର' : ସଂସ୍କୃତ ଦିବସ ଓ ଶ୍ରାବଣ ପୂର୍ଣ୍ଣିମା ଐତିହ୍ୟ ଆଲୋଚନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ରବାସ ପରିସରରେ ‘କୃପାଳୁ ଶିଶୁ ସାହିତ୍ୟ ଆସର’!-->!-->!-->…
ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଓ ନିଶା ନିବାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ବେଲଗୁଣ୍ଠା-୨୭/୮-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରକ୍ଷା ବନ୍ଧନ ଉତ୍ସବ, ନିଶା ନିବାରଣ କାର୍ଯ୍ୟକ୍ରମ, ଗୋ-ପୂଜନ ଓ ବୃକ୍ଷ ପୂଜନ ଆନନ୍ଦ-ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି।ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭଉଣୀମାନେ ଭାଇଙ୍କୁ ରାକ୍ଷୀ!-->!-->!-->…
ଆସନ୍ତା ସେପ୍ଟେମ୍ବର ୩ରୁ ମାଲକାନଗିରି ରୁ ଭୁବନେଶ୍ୱର ବିମାନ ସେବା ଆରମ୍ଭ, ଚୂଡ଼ାନ୍ତ ପ୍ରସ୍ତୁତି ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ସୀମାନ୍ତ ଜିଲ୍ଲା ମାଲକାନଗିରିରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଆଗାମୀ ସେପ୍ଟେମ୍ବର ୩ ତାରିଖରୁ ଏହି ବାଣିଜ୍ୟିକ ଉଡ଼ାଣ ଆନୁଷ୍ଠାନିକ ଭାବେ!-->…