Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି
କୋଦଳା:୩୧/୦୮/୨୬(ରଜତ ପଟ୍ଟନାୟକ) ଗଞ୍ଜାମ ଜିଲ୍ଲା କୋଦଳା ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ଅଧକ୍ଷତାରେ ଅଗଷ୍ଟ ୩୧ତାରିଖ ସୋମବାର ଦିନ ସ୍ଵୟଂ ଶାସିତ ଦିବସ ମହା ଆଡମ୍ବରେ ଉତ୍ସାହଭର୍ତ୍ତି ପରିବେଶରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ!-->…
ଗଙ୍ଗାଧରଙ୍କ ସାହିତ୍ୟରେ ମାନବୀୟ ଚେତନା, ରେଡିଏନ୍ସରେ ଭାବମୟ ଜୟନ୍ତୀ
ବିଜେପୁର: ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କାବ୍ୟରେ ପ୍ରକୃତି, ପ୍ରେମ, ମାନବିକତା ଓ ଜୀବନଦର୍ଶନର ଅପୂର୍ବ ସମନ୍ୱୟ ରହିଛି। ଏହି ମହାନ ସ୍ରଷ୍ଟାଙ୍କ ଜୟନ୍ତୀ ବରଗଡ଼ ଜିଲ୍ଲା ବିଜେପୁରସ୍ଥିତ ରେଡିଏନ୍ସ ଶିକ୍ଷାନୁଷ୍ଠାନରେ ପାଳିତ ହୋଇଯାଇଛି।ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ!-->!-->!-->…
ପଶ୍ଚିମ ଓଡ଼ିଶାରେ ୫୦ ହଜାର ଟପିଲା ଟିପିଡବ୍ଲୁଓଡିଏଲ୍ର ରୁଫଟପ୍ ସୋଲାର ସ୍ଥାପନା
ମୋଟ ସ୍ଥାପନା ୫୭,୨୮୨ରେ ପହଞ୍ଚିଲା; ଅଗଷ୍ଟ ମାସରେ ସର୍ବାଧିକ ୯,୮୪୯ ସୋଲାର ପ୍ୟାନେଲ୍ ସ୍ଥାପନା ।
ବୁର୍ଲା, ସେପ୍ଟେମ୍ବର ୨, ୨୦୨୬: ପଶ୍ଚିମ ଓଡ଼ିଶାରେ ସୌର ଶକ୍ତି ବ୍ୟବହାରକୁ ନୂଆ ଗତି ଦେଇ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା!-->!-->!-->!-->!-->!-->!-->…
ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ ଆଇ ଆର୍ )-୨୦୨୬ ପର୍ଯ୍ୟବେକ୍ଷକଙ୍କ ଗଜପତି ଜିଲ୍ଲା ଗସ୍ତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁଯାୟୀ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ ଆଇ ଆର୍ ) -୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିବା ପାଇଁ ଆଇଡିସିଓ ରପରିଚାଳନା ନିର୍ଦ୍ଦେଶକ ତଥା ଗଜପତି ଜିଲ୍ଲା ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ୍!-->…
ସି ୟୁ ଟି ଏମ ରେ ପୋଷଣ ସପ୍ତାହ ୨୦୨୬ର ଶୁଭାରମ୍ଭ
“ସଠିକ୍ ପୋଷଣ” ବିଷୟବସ୍ତୁକୁ ନେଇ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଅନ୍ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ର ସ୍କୁଲ୍ ଅଫ୍ ନର୍ସିଂ ପକ୍ଷରୁ ପୋଷଣ ସପ୍ତାହ ୨୦୨୬ ପାଳନର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ!-->!-->!-->!-->!-->…
ଭଞ୍ଜନଗର ତାଇକୋଣ୍ଡୋ ଏକାଡେମୀ ର ୨୧ ଟି ସ୍ଵର୍ଣ୍ଣ ୧୨ ଟି ରୋପ୍ୟ ଓ ୩ ଟି କାଂସ୍ୟ ପଦକ ହାସଲ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଆଜିର ସମାଜରେ ଛୋଟ କିଶୋର କିଶୋରୀମାନଙ୍କ ଠାରୁ ଆରମ୍ଭ କରି ପ୍ରାପ୍ତ ବୟସ୍କ ପୁରୁଷ ମହିଳା ଙ୍କ ନିମନ୍ତେ ଆତ୍ମସୁରଷା ନିତାନ୍ତ ଆବଶ୍ୟକ। ବିନା ଅସ୍ତ୍ରରେ ଅନ୍ୟକୁ ପରାସ୍ତ କରି ନିଜକୁ ରକ୍ଷା କରିବା ସହିତ ଅନ୍ୟକୁ ସୁରକ୍ଷା ଦେବା!-->!-->!-->…
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମିରେ ଗାନ୍ଧୀ ଷ୍ଟାଡିୟମ୍?
କାହା ଜମି, କାହା ଅଧିକାର—ଓସିଏକୁ ଗଲା କେମିତି? ଡେପୁଟି ସିଏମ୍ଙ୍କ ମନ୍ତବ୍ୟ ପରେ ବଲାଙ୍ଗୀରରେ ତେଜିଲା ଜମି ବିବାଦ
ବଲାଙ୍ଗୀର/ ନିରୋଜ ମିଶ୍ର: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଖେଳପଡ଼ିଆକୁ ନେଇ ଏବେ ବଲାଙ୍ଗୀରରେ ଚର୍ଚ୍ଚା ତୀବ୍ର ହୋଇଛି। ଖେଳପଡ଼ିଆ କାହାର? ଜମିର ମାଲିକାନା!-->!-->!-->!-->!-->!-->!-->…
ବିଦ୍ୟାଳୟ ପରିସରରେ ଥିବା ଖୋଲା କୂଅରେ ପଡ଼ି ୫ ବାରହା ମୃତ,
ଅସୁରକ୍ଷିତ ବିଦ୍ୟାଳୟ ପରିସର , ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଚିନ୍ତା
ଓଡ଼ଗାଁ, ୧ା୯ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଏକ ଖୋଲା କୂଅରେ ପଡ଼ି ୫ଟି ବାରହାଙ୍କ ମୃତ୍ୟୁ ଘଟିଛି।!-->!-->!-->…
୨ ନିଖୋଜ ନାବାଳିକା ଉଦ୍ଧାର,ବାପା-ମାଆଙ୍କୁ ହସ୍ତାନ୍ତର
ଓଡ଼ଗାଁ, ୧।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳରୁ ନିଖୋଜ ହୋଇଥିବା ଦୁଇ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି। ଆବଶ୍ୟକ ପ୍ରକ୍ରିୟା ଓ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ ପରେ ଉଭୟଙ୍କୁ ପରିବାର ଲୋକଙ୍କ ଜିମା ଦିଆଯାଇଛି। ସୂଚନା ଅନୁସାରେ,!-->…
ସୋନ୍ ନଦୀ ବୁଝାମଣା ଆଶା ସୃଷ୍ଟି କରିଛି, କିନ୍ତୁ ମହାନଦୀ ପାଇଁ ଆବଶ୍ୟକ ନଦୀ ଅବବାହିକା ଭିତ୍ତିକ ସମାଧାନ –…
"ସୋନ୍ ନଦୀ ଜଳ ବିବାଦର ସମାଧାନ ପାଇଁ ଯଦି ରାଜନୈତିକ ଇଚ୍ଛାଶକ୍ତି ଓ ସହଯୋଗମୂଳକ ସଂଘୀୟ ବ୍ୟବସ୍ଥାର ଉଦାହରଣ ସୃଷ୍ଟି ହୋଇପାରିଛି, ତେବେ ମହାନଦୀର ମୂଳ ସମସ୍ୟା—ଉପରମୁଣ୍ଡର ନଦୀ ଉପରେ ବେଆଇନ ନିର୍ମାଣ ତଥା ହସ୍ତକ୍ଷେପ ଓ ନଦୀର ପରିବେଶୀୟ ପ୍ରବାହ—କୁ ସମାଧାନ କରିବା ପାଇଁ ସମାନ ରାଜନୈତିକ!-->!-->…