Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍ଯାପିତ
ଷ୍ଟଡିୟର ଭିତ୍ତିଭୂମି ର ବିକାଶ କରାଯିବ - ନରସିଂହ
ପୁରୁଷରେ ପିୟୁଷ ଚମ୍ପିୟାନ, ନିଖିଳ ରନର୍ସଅପ, ମହିଳାରେ ନନ୍ଦିନୀ ଚମ୍ପିୟାନ, ଦୟା ରନର୍ସଅପ
୧୯ ବର୍ଷରେ ଶ୍ରୀୟାଂଶ ଚମ୍ପିୟାନ, ବିଜୟ ରନର୍ସଅପ
ଭେଟେରାନ ଖେଳାଳି ଡା. ଦିପକ ବାରିକଙ୍କୁ ତ୍ରିମୁକୁଟ
ବଲାଙ୍ଗିର,୨୨/୭ -!-->!-->!-->!-->!-->!-->!-->!-->!-->!-->!-->…
ବିଭିନ୍ନ ରାସ୍ତା ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
କୋଇଡା–ଚଣ୍ଡିଖୋଲ ଓ ରିମୁଳି–ଚମ୍ପୁଆ ଜାତୀୟ ରାଜପଥ ନିର୍ମାଣ ନେଇ ଆଲୋଚନା
ଭୁବନେଶ୍ୱର ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ସମସ୍ୟାର ସମାଧାନ ନେଇ ସମୀକ୍ଷା
ଭୁବନେଶ୍ୱର, ତା. ୨୨-୦୭. ୨୦୨୬: ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ବୈଠକରେ ଆଇନ, ପୂର୍ତ୍ତ ଓ ଅବକାରୀ!-->!-->!-->!-->!-->!-->!-->!-->!-->…
ବରଗଛ ବନ୍ଧୁ ଅଭିଯାନ,ଏକ୍ ପେଡ ମା କେ ନାମ” କାର୍ଯ୍ୟକ୍ରମ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ମାଲକାନଗିରି ଠାରେ ଆଜି "ଏକ୍ ପେଡ ମା କେ ନାମ" (ମା ପାଇଁ ଗଚ୍ଛ ଟିଏ) କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାକ୍ତର ମହମ୍ମଦ ଅବିଦ୍ ହୁସେନ, (ମୁଖ୍ୟ ଜିଲ୍ଲା!-->…
ନିଟ ପରୀକ୍ଷା ବିଭ୍ରାଟ ଓ ଦିଲ୍ଲୀ ପୋଲିସ,ଛାତ୍ରଙ୍କୁ ଆକ୍ରମଣ ନେଇ ନବରଙ୍ଗପୁର ସହରରେ ଜିଲ୍ଲା କଂଗ୍ରେସ ତରଫରୁ ବିକ୍ଷୋଭ
ନବରଙ୍ଗପୁର ୨୨/୦୬/୨୦୨୬ ଗତ କିଛି ବର୍ଷ ଧରି ଲଗାତାର ଭାବେ ଦେଶରେ ଚାକିରି କ୍ଷେତ୍ର ରେ ହେଉଥିବା ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଫଳରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଜୀବନ ନଷ୍ଟ ହେଉଥିବା ଓ କିଛି ବର୍ଷ ମଧ୍ୟରେ ୧୫୦ ଗୋଟି ବିଭିନ୍ନ ମୁଖ୍ୟ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ତଥା ଗତ କିଛି ମାସ!-->…
ନିଟ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ଝାରସୁଗୁଡ଼ାରେ କଂଗ୍ରେସର ବିକ୍ଷୋଭ, କୁଶପୁତ୍ତଳିକା ଦାହ
ଛାତ୍ର ଆନ୍ଦୋଳନ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନର ନିନ୍ଦା, ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ଦାବି
ଝାରସୁଗୁଡ଼ା, ୨୨ ଜୁଲାଇ:ନିଟ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀରେ!-->!-->!-->!-->!-->!-->!-->…
କେନ୍ଦ୍ରାପଡ଼ା ତହସିଲ ପରିସରରେ ରାଜସ୍ୱ ଅଭିଯୋଗ ଶୁଣାଣି ଅନୁଷ୍ଠିତ
କେନ୍ଦ୍ରାପଡ଼ା:୨୨/୦୭(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ତହସିଲ ପରିସରରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ),ନବକ୍ରିଷ୍ଣଜେନାଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯୋଗ ଶୁଣାଣିରେ ଜମି ସୀମା ନିର୍ଦ୍ଧାରଣ (ଡିମାର୍କେସନ), ନାମଜାରି (ମ୍ୟୁଟେସନ),!-->!-->!-->…
ଜଗତସିଂହପୁରରେ ଡେଙ୍ଗୁ ନିରୋଧୀ ମାସ ପାଳନ ଅବସରରେ ବ୍ୟାପକ ସଚେତନତା ରାଲି ଓ ସ୍ୱଚ୍ଛତା ଅଭିଯାନ
ଜଗତସିଂହପୁର, ୨୨ ଜୁଲାଇ: ଡେଙ୍ଗୁ ନିରୋଧୀ ମାସ ପାଳନ ଅବସରରେ ଜଗତସିଂହପୁର ଜିଲ୍ଲାରେ ଡେଙ୍ଗୁ ପ୍ରତିରୋଧ ଏବଂ ମଶାର ପ୍ରଜନନ ସ୍ଥଳ ନଷ୍ଟ କରିବା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ୨୨ ଜୁଲାଇ ୨୦୨୬ ତାରିଖ ସକାଳ ୧୧ଟାରେ ଜଗତସିଂହପୁର ପୌରପାଳିକା କାର୍ଯ୍ୟାଳୟରୁ ଏକ!-->…
ତ୍ରିସ୍ତରୀୟ ନିର୍ବାଚନ ଓ ବ୍ଲକ ଅଫିସ ଘେରାଉ ପାଇଁ କଂଗ୍ରେସର ପ୍ରସ୍ତୁତି ବୈଠକ
କାଶୀପୁର: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ଜୁଲାଇ ୨୯ ତାରିଖରେ କାଶୀପୁର ବ୍ଲକ ଅଫିସ ଘେରାଉ କାର୍ଯ୍ୟକ୍ରମକୁ ସଫଳ କରିବା ଲକ୍ଷ୍ୟରେ କାଶୀପୁର ବ୍ଲକ କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ!-->!-->!-->…
ସାରା ରାଜ୍ୟରେ ସାରପାଇଁ ହାହାକାର, ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ ଚାଷୀ ହନ୍ତସନ୍ତ: ବିଜେଡି
"ଡବଲ ଇଞ୍ଜିନ ସରକାର’ ଓଡ଼ିଶାର ଚାଷୀଙ୍କ ପାଇଁ "ଟ୍ରବୁଲ ଇଞ୍ଜିନ ସରକାର’ରେ ପରିଣତ ହୋଇଛି
-ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ଡବଲ ଇଞ୍ଜିନ ସରକାର ଦେଇଥିବା ପ୍ରତିଶ୍ରୁତି ପାଣିର ଗାର ସଦୃଶ-ସରକାର ତୁରନ୍ତ ଚାଷୀକୂଳକୁ ନିରବଚ୍ଛିନ୍ନ ସାର ଯୋଗାଇ ଦିଅନ୍ତୁ
ଭୁବନେଶ୍ୱର, ୨୨/୦୭/୨୦୨୬:!-->!-->!-->!-->!-->…
‘ଦଳ ବଦଳାଇଛନ୍ତି, ଇତିହାସ ବଦଳାନ୍ତୁ ନାହିଁ’
ଭର୍ତ୍ତୁହରିଙ୍କୁ ଅରୁଣଙ୍କ ଟାର୍ଗେଟ୍
ନୟାଗଡ଼(ବିଶ୍ୱଜିତ ନାୟକ) :- ଦିଲ୍ଲୀ ଛାତ୍ର ଆନ୍ଦୋଳନକୁ ସମର୍ଥନ କରିଥିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଏନେଇ ପ୍ରତିକ୍ରିୟା ରଖିଥିଲେ ବିଜେପି ସାଂସଦ ଭର୍ତ୍ତୃହରି ମହତାବ । ମହତାବଙ୍କୁ କାଉଣ୍ଟର କରିଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର!-->!-->!-->…