Browsing Category

ରାଜ୍ୟ

ବାହୁଡ଼ାଯାତ୍ରାରେ ପୁଣି ଏକ ମର୍ମନ୍ତୁଦ ଅଘଟଣ: ପ୍ରଶାସନର ଚରମ ବିଫଳତାକୁ ନେଇ ବିଜେଡିର କଡ଼ା ସମାଲୋଚନା

ବିଚାର ବିଭାଗୀୟ ତଦନ୍ତ ପରିସରଭୁକ୍ତ କରିବା ସହ ତୁରନ୍ତ କ୍ଷତିପୂରଣ ଦାବି ଭୁବନେଶ୍ୱର, ୨୪/୦୭/୨୦୨୬: ବିଜୁ ଜନତା ଦଳର ଉପସଭାପତି ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ପୁରୀ ବାହୁଡ଼ାଯାତ୍ରା ସମୟରେ ପୁଣି ଥରେ ଘଟିଥିବା ମର୍ମନ୍ତୁଦ ଅଘଟଣରେ ଜଣେ ଶ୍ରଦ୍ଧାଳୁଙ୍କ

ଶରଣକୁଳରେ ବାହୁଡ଼ା ଯାତ୍ରା : ଅଧା ବାଟରେ ଅଟକିଲେ କାଳିଆ ଠାକୁର

ଓଡ଼ଗାଁ, ୨୪।୭ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳସ୍ଥିତ ଲଡ଼ୁବାବାଙ୍କ ମନ୍ଦିର ବେଢ଼ାରେ ପୂଜା ପାଉଥିବା ଶ୍ରୀବଳଭଦ୍ର, ମା’ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଛି। ନରେନ୍ଦ୍ରପୁର ଗୁଣ୍ଡିଚା ମନ୍ଦିରରେ ନଅ ଦିନ ଅବସ୍ଥାନ ପରେ

ଭଞ୍ଜନଗରରେ “ଟିଏମଏସଓ”ର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ: ଉନ୍ମୋଚିତ ହେଲା ଲୋଗୋ ଓ ଟି-ଶାର୍ଟ

​"ସାମ୍ବାଦିକଙ୍କ ସୁରକ୍ଷା ଓ ସାମାଜିକ ବିକାଶ ପାଇଁ ଆଗକୁ ଆସିଲା ‘ଟି.ଏମ. ଏସ. ଓ’। ଭଞ୍ଜନଗର ଚକରା ବିଷୋୟୀ ଛକଠାରେ ନୂତନ କାର୍ଯ୍ୟାଳୟର ପୂଜନ ସହ ଲୋଗୋ ଓ ଟି-ଶାର୍ଟ ଉନ୍ମୋଚିତ। ଗଞ୍ଜାମ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ଏକତା ଏବଂ ଜନସେବା ପାଇଁ ଅଣ୍ଟା ଭିଡ଼ିଲା

ପାରଳାଖେମୁଣ୍ଡି ଠାରେ ଶ୍ରୀଜିଉ ମାନଙ୍କ ପବିତ୍ର ବାହୁଡ଼ା ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶୁକ୍ରବାର ଦିନ ଚତୁର୍ଦ୍ଧାମୂର୍ତ୍ତି ତଥା ଶ୍ରୀଜୀଉ ମାନଙ୍କ ପବିତ୍ର ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି।ଏହି ଅବସରରେ ପୂର୍ବାହ୍ନରେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ତିନି

ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ବିମ୍ବାଧର ମୁଦୁଲିଙ୍କ ପରଲୋକ; ସରକାରୀ ସମ୍ମାନ ସହ ଗାର୍ଡ ଅଫ୍ ଅନର ପ୍ରଦାନ ।

କେନ୍ଦ୍ରାପଡ଼ା:୨୪/୦୭(ପ୍ରଫୁଲ୍ଲ କୁମାର ମଲ୍ଲ) ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ତଥା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ପୂର୍ବତନ ସଭାପତି ଶ୍ରୀ ବିମ୍ବାଧର ମୁଦୁଲିଙ୍କର ଆଜି ଭୋର ସମୟରେ କଟକସ୍ଥିତ

ଆଡ଼ପ ମଣ୍ଡପରୁ ବିଦାୟ ନେଲେ କଳା ସାଆନ୍ତ

ବେଲଗୁଣ୍ଠା, ୨୪/୦୭,-(ଶିବରାମ ଚୌଧୁରୀ )-ନବଦିନାତ୍ମକ ଯାତ୍ରା ସାରି ଆଜି ବାହୁଡା଼ ଯାତ୍ରା ଅବସରରେ ଆଡ଼ପ ମଣ୍ଡପରୁ ବିଦାୟ ନେଇଛନ୍ତି କାଳିଆ ଠାକୁର। ଏହି ଅବସରରେ ବେଲଗୁଣ୍ଠା ସମେତ ଏହି ବ୍ଳକ୍ ର ପାଇଲିପଡା, ଗୋବରା,ମାଧବରିଡା, ବେଣୀପଲ୍ଲୀ,ଜୟନ୍ତୀଗଡ଼ ଗ୍ରାମରେ ବାହୁଡା଼ ଯାତ୍ରା

ବହୁଚର୍ଚ୍ଚିତ ଜୟନ୍ତୀଗଡ଼ରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନୀତିକାନ୍ତି ଶେଷ । ବେଲଗୁଣ୍ଠା:୨୪/୭-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ୍ ଗୋବରା ପଞ୍ଚାୟତ ଅନ୍ତର୍ଗତ ଜୟନ୍ତୀଗଡ଼ ଗ୍ରାମର ବହୁଚର୍ଚ୍ଚିତ ମହାପ୍ରଭୁ ଜଗନ୍ନାଥ ସ୍ୱାମୀଙ୍କ ବାହୁଡ଼ା ଯାତ୍ରା ଆଜି ପ୍ରଶାସନିକ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ

ଖଇରଙ୍ଗରେ ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରା ପାଳିତ

ଜଗତସିଂହପୁର ତା.24.07 ( ): ଜଗତସିଂହପୁର ବ୍ଲକ ଅନ୍ତର୍ଗତ ସାର୍ବଜନୀନ ରଥଯାତ୍ରା କମିଟି, ଖଇରଙ୍ଗ ଓ ପ୍ରଫୁଲ ପାଠାଗାର ପକ୍ଷରୁ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି I ପାଠାଗାର ମାଉସୀମା, ମନ୍ଦିର ପରିସରରୁ ଖଇରଙ୍ଗ ଗ୍ରାମ ଭାଗବତ ମନ୍ଦିର ପର୍ଯ୍ୟନ୍ତ ରଥଯାତ୍ରା

ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଜଗତସିଂହପୁର ,ତା ୨୪.୦୭.୨୦୨୬ ରିଖ: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଆଗାମୀ

ନବୀନ ପଟ୍ଟନାୟକଙ୍କ କୃତୀତ୍ୱକୁ ନିଜର କହି ଓଡ଼ିଶାବାସୀଙ୍କୁ ବିଜେପି ଭ୍ରମିତ କରୁଛି: ବିଜେଡି

ନୀତି ଆୟୋଗର ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ ରିପୋର୍ଟରେ ଓଡ଼ିଶାକୁ ୫ମ ସ୍ଥାନ ମିଳିବା ପ୍ରସଙ୍ଗ-ଓଡ଼ିଶାରେ ଶିଳ୍ପ କ୍ଷେତ୍ରରେ ଯେଉଁ ପରିବର୍ତ୍ତନ ଆସିଛି ତାହା ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନେତୃତ୍ୱ ଓ ଦୀର୍ଘମିଆଦୀ ଶିଳ୍ପ ଯୋଜନାର ଫଳ-ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ