Browsing Category

ରାଜ୍ୟ

ଡାବୁଗାଁ ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁର, ତା. ୨୭.୦୭.୨୦୨୬: ଆଜି ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧୀକ୍ଷକ କାଶ୍ୟପ ପାର୍ଥ ଜଗଦୀଶଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ

ପିଜିଟି ଶିକ୍ଷକଙ୍କ ଦିଗଦର୍ଶନ କର୍ମଶାଳାର ଷଷ୍ଠ ସଂସ୍କରଣ, ପ୍ରଶିକ୍ଷଣ ନେବେ ରାଜନୀତି ବିଜ୍ଞାନର ପିଜିଟି

ଭୁବନେଶ୍ୱର, ୨୭ ଜୁଲାଇ ୨୦୨୬: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ

ଦୁଇ ବର୍ଷିଆ ବି.ଏଡ଼, ବି.ଏଚ.ଏଡ଼, ଏମ୍. ଏଡ଼ ପାଠ୍ୟକ୍ରମରେ ଆଡ଼ମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

୨୭ ଜୁଲାଇରୁ ୫ ଅଗଷ୍ଟ ପର୍ଯ୍ୟନ୍ତ ଚଏସ୍‌ ଲକିଙ୍ଗ କରିପାରିବେ ଛାତ୍ରଛାତ୍ରୀ ଅଗଷ୍ଟ ୧୧ ତାରିଖରେ ପ୍ରକାଶିତ ହେବ ପ୍ରଥମ ମେଧା ତାଲିକା, ୨୫ ଅଗଷ୍ଟରୁ ଆରମ୍ଭ ହେବ ପାଠପଢ଼ା ଭୁବନେଶ୍ୱର,୨୭ ଜୁଲାଇ,୨୦୨୬: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଦୁଇ ବର୍ଷିଆ ବି.ଏଡ଼, ବି.ଏଚ.ଏଡ଼, ଏମ୍.

ନିଜ ମୁଖ୍ୟମନ୍ତ୍ରୀତ୍ଵର ପଚିଶିତମ ମାସରେ ୧୯ତମ ଅଭିଯୋଗ ଶୁଣାଣି

"୧୮ ପାଳି ସୁଦ୍ଧା ୯୬ ପ୍ରତିଶତ ସମାଧାନ, ଜିଲ୍ଲାସ୍ତରରେ ୮୯ ପ୍ରତିଶତର ଅଭିଯୋଗର ସମାଧାନ" ମୁଖ୍ୟମନ୍ତ୍ରୀଙ୍କ ସହିତ ୬ଜଣ ମନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶାସନ ସଚିବ ଓ ପଦାଧିକାରୀ ଲୋକଙ୍କ ଅଭିଯୋଗ ଶୁଣିଲେ ୧୨ ଜଣ ରୋଗୀଙ୍କ ପାଇଁ ୬.୧୫ ଲକ୍ଷ ଟଙ୍କା ତୁରନ୍ତ ମଞ୍ଜୁର

କେବଳ ଆଇନ ପ୍ରଣୟନ ଯଥେଷ୍ଟ ନୁହେଁ, ଆଇନର ପ୍ରଭାବଶାଳୀ କାର୍ଯ୍ୟକାରିତା ଆବଶ୍ୟକ: ବିଜେଡି

ପ୍ରଶ୍ନପତ୍ର ପ୍ରଘଟକୁ ରୋକିବା ପାଇଁ ସଂସଦରେ ଅଣାଯାଇଥିବା ଆଇନ ପ୍ରସଙ୍ଗ  ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ, ଅଣାଯାଇଥିବା ଆଇନ କେବଳ କାଗଜରେ ରହିଯିବ ଓଡ଼ିଶାରେ ବିଜେପି ସରକାରଙ୍କ ଦ୍ୱାରା ହୋଇଥିବା ସଂଶୋଧନ ସଫଳ କାର୍ଯ୍ୟକାରୀ ହୋଇପାରି ନାହିଁ ରାଜ୍ୟରେ ପାଠ୍ୟ ପୁସ୍ତକରେ

ରାଜବୋଡ଼ାସମ୍ବରରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି

୪୬ଟି ଅଭିଯୋଗର ଶୁଣାଣି, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:- ରାଜବୋଡ଼ାସମ୍ବର୍ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କ ମିଳିତ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ

ରାମନାଗୁଡା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସୋମବାର ଦିନ ରାମନାଗୁଡା ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକାରୀ

ସିଂହଦ୍ୱାରରେ ପ୍ରେମ ଓ ପରମ୍ପରାର ଦୃଶ୍ୟ: ରସଗୋଲାରେ ମାନ ଭଞ୍ଜନ

ପୁରୀ, ୨୭/୦୭: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ରଥଯାତ୍ରାର ଆଜି ପରିସମାପ୍ତି ଘଟିବ। ଅପରାହ୍ନ ୪ଟାରୁ ଆରମ୍ଭ ହେବ ପବିତ୍ର ନୀଳାଦ୍ରି ବିଜେ ନୀତି। ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରକୁ ବିଜେ କରି ରତ୍ନସିଂହାସନରେ ବିରାଜମାନ ହେବେ। ତେବେ ଏହି ଦିନର

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଶ୍ରଦ୍ଧା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ କରାଯାଇଥିବା କଳା ଝଲକ 2.0 ସ୍କୁଲ ସ୍ତରୀୟ ପ୍ରତିଯୋଗିତା, ହିଲ ପାଟଣା ସ୍ଥିତ ଜ୍ଞାନ ବିକାଶ କିଡ୍ସ ଏକାଡେମୀ ପରିସରରେ ଆୟୋଜନ ହୋଇଛି। ଏଥିରେ ଚିତ୍ରାଙ୍କନ, ହସ୍ତାକ୍ଷର, କ୍ୟୁଟ ବେବି, ଫେନସି ଡ୍ରେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି

ପୁଲିସ ସହ ଗୁଳି ବିନିମୟରେ ଅଭିଯୁକ୍ତ ଆହତ, ବେଆଇନ ଅସ୍ତ୍ରଶସ୍ତ୍ର ଜବତ; ଜଣେ ଫେରାର

ମହିଳାଙ୍କୁ ଗୁଳି କରିବା ଉଦ୍ୟମ ମାମଲାରେ ଚଢ଼ାଉ ବେଳେ ପୁଲିସ ଏନକାଉଣ୍ଟର ଝାରସୁଗୁଡା, : ମହିଳାଙ୍କୁ ଗୁଳି କରିବା ଉଦ୍ୟମ ମାମଲାରେ ଅଭିଯୁକ୍ତ ଜଣେ ୨୦ ବର୍ଷୀୟ ଯୁବକ ପୁଲିସ ସହ ଗୁଳି ବିନିମୟ ବେଳେ ଆହତ ହୋଇଥିବାବେଳେ ତାଙ୍କର ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।