Browsing Category

ରାଜ୍ୟ

ଓଡ଼ଗାଁରେ ଦ୍ୱିତୀୟ ଡେଭିଡ୍ ମେମୋରିଆଲ ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୧୯ରୁ

ଡ୍ୟୁଜ୍ ବଲ୍‌ରେ ଖେଳାଯିବ ମ୍ୟାଚ୍‌, ୟୁଟ୍ୟୁବ୍‌ରେ ହେବ ସିଧା ପ୍ରସାରଣ, ଓଡ଼ଗାଁ, ୧୮।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁଠାରେ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଦ୍ୱିତୀୟ ଡେଭିଡ୍ ମେମୋରିଆଲ ସର୍ବଭାରତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ-୨୦୨୬ ଆୟୋଜିତ ହେବ।…

ଓଡ଼ଗାଁର ୭୮ ତମ ସାର୍ବଜନୀନ ଦୁର୍ଗାପୂଜା

ସର୍ବ ପୁରାତନ ମଣ୍ଡପ ସହ ପୀଠ ହୋଇଛି ଉତ୍ସବମୁଖର, ଓଡ଼ଗାଁ, ୧୮।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ଶାରଦୀୟ ଦୁର୍ଗୋତ୍ସବ ଅବସରରେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଏନ୍‌ଏସି ଓ ବ୍ଲକ ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ବିଭିନ୍ନ ପୂଜାମଣ୍ଡପ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ ହୋଇଥିବା ବେଳେ…

ଆଶା, ରାଜ୍ୟପାଳ ବିବାଦୀୟ ମନ୍ତବ୍ୟକୁ ଝାଡ଼ଖଣ୍ଡରେ ଛାଡ଼ିକି ଆସିଛନ୍ତି: ଭକ୍ତ

ସାମ୍ବିଧାନିକ ବିଧିବ୍ୟବସ୍ଥାର ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ‘ରାଜ୍ୟ ରାଜକୋଷର ଉପଯୁକ୍ତ ବିନିଯୋଗ ରାଜ୍ୟପାଳଙ୍କ ଧ୍ୟେୟ ହେଉ’ ଓଡ଼ିଶାର ନୂତନ ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ପିସିସି ସଭାପତି ସ୍ବାଗତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ରବିବାର ଶ୍ରୀ ରାମ ଓଡ଼ିଶାର…

ବାଇକ୍ ଧକ୍କାରେ ୬୦ ବର୍ଷୀୟ ବୃଦ୍ଧ ଗୁରୁତର

ଓଡ଼ଗାଁ, ୧୮।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳର ନନ୍ଦିଘୋର ବରମୁଣ୍ଡା ଛକ ନିକଟରେ ଏକ ବାଇକ୍ ଧକ୍କାରେ ଜଣେ ୬୦ ବର୍ଷୀୟ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଆହତ ବୃଦ୍ଧ ଜଣକ ଶରଣକୁଳ ଥାନା ଅନ୍ତର୍ଗତ ଅସୁରଠିପା ନିକଟସ୍ଥ ମୁଗୁପାଟଣା ଗ୍ରାମର ଜଗନ୍ନାଥ…

ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବିଭିନ୍ନ ପୂଜାପୀଠରେ ମା’ ଦୁର୍ଗାଙ୍କ ଦର୍ଶନ କଲେ ସାଂସଦ

ମା’ ଦୁର୍ଗା ହେଉଛନ୍ତି ଶକ୍ତି, ଭକ୍ତି ଓ ବିଶ୍ୱାସର ପ୍ରତୀକ - ଧର୍ମେନ୍ଦ୍ର ପ୍ରଧାନ • ମହାଷ୍ଟମୀ ଅବସରରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରିବା ସହ ଜଗତର କଲ୍ୟାଣ କାମନା କଲେ• ମା’ଙ୍କ କୃପାରୁ ହିଁ ମାନବ ସମାଜରେ ଉଦାରତା ଓ ସଦ୍ଭାବ ପ୍ରତିଷ୍ଠିତ ହୋଇଥାଏ …

ସୁଜାତାଙ୍କୁ ଟାର୍ଗେଟ କରି ଏଆଇ ଦ୍ୱାରା ପ୍ରସ୍ତୁତ କଥିତ ଡିପ୍ଫେକ୍ ଭିଡିଓ ପ୍ରସାରଣ ନେଇ ବିଜେଡିର ଏଫ୍ଆଇଆର୍

ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି ଭୁବନେଶ୍ୱର, ୧୮/୧୦/୨୦୨୬: ବରିଷ୍ଠ ମହିଳା ନେତ୍ରୀ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଟାର୍ଗେଟ କରି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱାରା ପ୍ରସ୍ତୁତ କଥିତ ଡିପ୍ଫେକ୍ ଭିଡିଓ ଏବଂ ସ୍ୱର ନକଲ କରାଯାଇଥିବା ବିଷୟବସ୍ତୁ…

ବଲାଙ୍ଗୀର ଦିନ :୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ,ନଭେମ୍ବର ୧ ରେ ବଲାଙ୍ଗୀର ଦିନ୍‌

ବଲାଙ୍ଗୀର,୧୮ା୧୦-ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଆସନ୍ତା ନଭେମ୍ବର ୧ ତାରିଖରେ ବଲାଙ୍ଗୀର ଦିନ୍ ପାଳିତ ହେବାକୁଯାଉଛି । ବଲାଙ୍ଗୀର ଜିଲ୍ଲାଗଠନର ଅସ୍ମିତାର ଦିନକୁ ସ୍ମରଣୀୟ କରିବାକୁ ବଲାଙ୍ଗୀର ଦିନ୍ ପାଳନ ପୂର୍ବରୁ ଆସନ୍ତା ୨୪ ତାରିଖରୁ ଆରମ୍ଭ କରି ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ…

ପିଏମ୍ ଶ୍ରୀ ସକ୍ଷମ କେନ୍ଦ୍ର ଉଦ୍ଘାଟିତ

ବେଲଗୁଣ୍ଠା,୧୮/୧୦, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରୀୟବରପୁର ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପିଏମ୍ ଶ୍ରୀ ସକ୍ଷମ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା, ଆବଶ୍ୟକ ଥେରାପି ସେବା ଏବଂ ଉପଯୁକ୍ତ ସହାୟତା…

ଶ୍ରୀ ଜଗନ୍ନାଥ ମନ୍ଦିର, ଗୁଣପୁରରେ ୨୪ ପ୍ରହର ନାମଯଜ୍ଞ ମହୋତ୍ସବର ପ୍ରସ୍ତୁତି ବୈଠକ

୫୬ଟି କୀର୍ତ୍ତନ ମଣ୍ଡଳୀର ଗୁରୁଙ୍କ ଯୋଗଦାନ ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆସନ୍ତା କାର୍ତ୍ତିକ ମାସରେ ଶ୍ରୀ ଜଗନ୍ନାଥ ମନ୍ଦିର, ଗୁଣପୁର ପରିସରରେ ଆୟୋଜିତ ହେବାକୁ ଥିବା ପବିତ୍ର ୨୪ ପ୍ରହର ନାମଯଜ୍ଞ ମହୋତ୍ସବକୁ ସଫଳ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ ଆଜି ମନ୍ଦିର…

ରାସ୍ତାକଡ଼ରୁ କନେଷ୍ଟବଲଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର;ଦୁର୍ଘଟଣା ନା ଅନ୍ୟ କିଛି?

ବେଲଗୁଣ୍ଠା, ୧୮/୧୦,-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାରେ ଜଣେ ପୁଲିସ କନେଷ୍ଟବଲଙ୍କ କ୍ଷତବିକ୍ଷତ ମୃତଦେହ ରାସ୍ତାକଡ଼ରୁ ଉଦ୍ଧାର ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ବେଲଗୁଣ୍ଠା ଥାନାରେ କାର୍ଯ୍ୟରତ କନେଷ୍ଟବଲ ରମା ଶଙ୍କର ସ୍ୱାଇଁ। ତାଙ୍କ ମୃତ୍ୟୁ ଦୁର୍ଘଟଣାଜନିତ…