Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ରାଜ୍ୟସ୍ତରୀୟ ଓଡଗାଁ କପ୍ ଫୁଟବଲ ଟୁର୍ଣ୍ଣାମେଂଟଣ୍ଟ : ଟ୍ରାଇବ୍ରେକରରେ ବାଜି ମାରିନେଲା କଟକ ମଙ୍ଗଳା କ୍ଲବ
ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ଓଡଗାଁ ମିନି ଷ୍ଟାଡିୟମ ଠାରେ ଚାଲିଥିବା ୨ୟ ରାଜ୍ୟସ୍ତରୀୟ ଓଡଗାଁ କପ୍ ଫୁଟ୍ବଲ ଟୁର୍ଣ୍ଣାମେଂଟର ୨ୟ ଦିନରେ କଟକ ମଙ୍ଗଳା କ୍ଲବ ଟ୍ରାଇବ୍ରେକରରେ ୪-୨ଗୋଲରେ ଭୁବନେଶ୍ୱର କିଶୋର କ୍ଲବକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମାର୍ଦ୍ଧ ଖେଳର ୨୮…
ରାଜ୍ୟସ୍ତରୀୟ ୨ୟ ଓଡଗାଁ କପ୍ ଫୁଟବଲ ଉଦ୍ଘାଟିତ : ୩-୨ଗୋଲରେ ଉତ୍କଳ ସ୍ପୋର୍ଟିଂ ବିଜୟୀ
ଓଡ଼ଗାଁ: ( ଶ୍ରୀକାନ୍ତ କୁମାର ମିଶ୍ର )
ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଆଜି ଠାରୁ ୨ୟ ରାଜ୍ୟସ୍ତରୀୟ ଓଡଗାଁ କପ୍ ଫୁଟବଲ ଟୁର୍ଣ୍ଣାମେଂଟ ଆଜି ଆରମ୍ଭ ହୋଇଛି । ଏହାକୁ ନୟାଗଡ ବିଧାୟକ ଡ.ଅରୁଣ କୁମାର ସାହୁ କ୍ରୀଡା ପତାକା ଉତ୍ତୋଳନ କରି ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ମ୍ୟାଚରେ ଗତଥର…
ରୋମିଓ କ୍ରିକେଟ: ଗନିଆପଡାକୁ ହରାଇ ବୁଦ୍ଧିକୋମନା ଚାମ୍ପିୟନ
କୋମନା/ଭାଗିରଥୀ ଭୋଇ - କୋମନା ବ୍ଲକ ନୂଆଗାଁ ରୋମିଓ କ୍ରିକେଟ କ୍ଲବ ଦ୍ଵାରା ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମେଚ ରେ ଗନିଆପଡା ଦଳକୁ ହରାଇ ବୁଦ୍ଧିକୋମନା ଦଳ ଚାମ୍ପିୟନ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ବୁଦ୍ଧିକୋମନା ଦଳ ନିର୍ଦ୍ଧାରିତ ୧୫ ଓଭର ରେ…
ନିଷ୍ଠା ଓ କଠିନ ଅଧ୍ୟବସାୟ ବଳରେ କୀର୍ତ୍ତିମାନ ସ୍ଥାପନ ସମ୍ଭବ : କୁସୁମ
ସୁନ୍ଦରଗଡ଼ ଜିଲ୍ଲାର ମାନମୁଣ୍ଡାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ
ମାନମୁଣ୍ଡା ଗ୍ରାମରେ ଦୁଇ ଦିନ ଧରି ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ସୁନ୍ଦରଗଡ଼ ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବ ନିଯୁକ୍ତ ଅଧ୍ୟକ୍ଷା…
ରାଜ୍ୟସ୍ତରରେ କନ୍ଧମାଳ ଜିଲ୍ଲା ରଗବି୍ ଦଳ ୪ର୍ଥ ସ୍ଥାନରେ
କନ୍ଧମାଳ(ଗଗନ ପ୍ରଧାନ): କନ୍ଧମାଳ ଜିଲ୍ଲା ରଗବି୍ ଦଳ ୫ମ ରାଜ୍ୟ ସ୍ତରୀୟ ୭ଏ ପ୍ରତିଯୋଗିତାରେ ପ୍ରଥମ ଥର ଭାଗ ନେଇ ୧୭ଟି ଜିଲ୍ଲା ମଧ୍ୟରୁ ୪ ସ୍ଥାନ ଅଧିକାର କରିଛନ୍ତି। ଉକ୍ତ ପ୍ରତିଯୋଗିତାରେ ଲିଗ୍ ସ୍ତରରେ ପ୍ରଥମେ ନୟାଗଡ କୁ ୫ - ୦ରେ ପରାସ୍ତ କରି ଥିବା ସ୍ଥଳେ ଦିତୀୟ ମ୍ୟାଚରେ…
ପୄଥ୍ବିରାଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ :କବଜା ଦଳ ଚମ୍ପିୟାନ ।
ପଦ୍ମପୁର/ନିଳଦୀପ-ପଦ୍ମପୁର ଉପଖଣ୍ଡସ୍ଥ ଖଲିଆପାଲି ପଞ୍ଚାୟତ ଅନ୍ତର୍ଗତ ବାଦିମାଲ ଲଙ୍କେଶ୍ବରୀ କ୍ରିକେଟ ସଙ୍ଘ ପକ୍ଷରୁ ପାଞ୍ଚଦିନ ଧରି ଚାଲିଥିବା ପୄଥ୍ବିରାଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଲ କବଜା(ବଲାଙ୍ଗୀର) ଓ ଝାଙ୍କରପାଲି…
ଜେଏସପିଏଲ ଫାଉଣ୍ଡେସନପକ୍ଷରୁ ଆନ୍ତଃ–ବିଦ୍ୟାଳୟ ସ୍ତରୀୟ ଖୋ-ଖୋ ଏବଂ କବାଡି ପ୍ରତିଯୋଗିତା
ଅନୁଗୋଳ : ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡର ସାମାଜିକ ଦାୟିତ୍ଵବୋଧ ଶାଖା ରୂପେ କାର୍ୟ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଆନ୍ତଃ-ବିଦ୍ୟାଳୟ ସ୍ତରୀୟ ଦ୍ଵି-ଦିବସୀୟ ଖୋ-ଖୋ ଏବଂ କବାଡି ପ୍ରତିଯୋଗିତା ସ୍ଥାନୀୟ ବଡମହିତଳାସ୍ଥିତ ଡିଏଭି ସାବିତ୍ରୀ ଜିନ୍ଦଲ ହାଇସ୍କୁଲରଖେଳ ପଡିଆ…
ଏସେଲ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଟାଇଗର ଆଣ୍ଡ ଟାଇଗର ଚାମ୍ପିଆନ
ଯୋଡ଼ା/ବଡ଼ବିଲ (ଚିତ୍ତରଞ୍ଜନ କର) : କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଜଜାଙ୍ଗ ଗ୍ରାମର ଖେଳପଡିଆରେ ଏସ ଆଣ୍ଡ ଏସ ସ୍ପୋର୍ଟ୍ସ ଆସୋସିଏସନ ଓ ଏସେଲ ମାଇନିଂର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଏସେଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜଜାଙ୍ଗ ଟାଇଗର ଆଣ୍ଡ ଟାଇଗର ଚାମ୍ପିଅନ ହୋଇଛି |…
ଦଶମ ନୃସିଂହନାଥ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ
ପାଇକମାଲ/ ଗୌରାଙ୍ଗ ଦାଶ :- ଆଜି ପାଇକମାଲର ପ୍ରାଣୀ ଚିକିତ୍ସାଳୟ ପରିସରସ୍ଥ ପଡିଆରେ 10th ନୃସିଂହନାଥ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ମୁଖ୍ୟଅତିଥି ଶ୍ରୀ ରାଜୁ ଘିବେଲା ଓ ସମ୍ମାନିତ ଅତିଥି ପାଇକମାଲ IIC ଶ୍ରୀ ବିଶ୍ୱଜିତ ମନବୋଧ ଓ CRPF ର 189/C କମ୍ପାନୀର ସିଓ ଶ୍ରୀ…
୧୯ତମ ସନରାଇଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ:ଚଣ୍ଡିପାଲି ଦଳ ଚମ୍ପିୟାନ ।
ବରଗଡ଼ ଜିଲ୍ଲା ପ୍ରତିନିଧି ନିଳ ଦୀପ
ପଦ୍ମପୁର ବ୍ଳକ ଜମଲା ପଞ୍ଚାୟତ ଜମଲା ଗ୍ରାମରେ ଜମଲା ସ୍ପୋଟର୍ଷ ଏସୋସିଏସନ ଆନୁକୂଲ୍ୟରେ ବିଗତ ଛଅ ଦିନ ଧରି ଚାଲୁଥିବା ୧୯ତମ ସନରାଇଜ କ୍ରକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ଚଣ୍ଡିପାଲି ଓ ମହୁଲପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା…