Browsing Category

ଖେଳ

“ଖେଳ ମନ ଓ ଶରୀରକୁ ସୁସ୍ଥ ରଖିବା ସହ ସଦ୍ଭାବନା ମନୋଭାବ ସୃଷ୍ଟି କରିଥାଏ”

ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗିତା-୨୦୧୯ ଉଦ୍ଘାଟିତ ବଲାଙ୍ଗିର/ ନିରୋଜ ମିଶ୍ର -  ସ୍ଥାନୀୟ ମିଶନ ପଡିଆ ଠାରେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ପରିଚାଳିତ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବିଭାଗର ତିନି ଦିନ ଧରି ହେବାକୁ ଥିବା  ଜିଲ୍ଲା…

ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ବିରାଟ ବାହିନୀ : ୩ଟି ଫର୍ମାଟରେ ବିରାଟ ଅଧିନାୟକ

ଦିନିକିଆ ଆଉ ଟି_ଟ୍ୱେଣ୍ଟି ପାଇଁ ରୋହିତ ଶର୍ମା ଉପ, ଟେଷ୍ଟରେ ଉପ  ଆଜିଙ୍କ୍ୟ ରାହାଣେ ମୁମ୍ବାଇ :  ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁଘୋଷିତ ହୋଇଛି ଟିମ ଇଣ୍ଡିଆ | ତିନୋଟି ଯାକ ଫର୍ମାଟରେ ନେତୃତ୍ୱ ନେବେ ବିରାଟ କୋହଲି | ଆଜି ଘୋଷିତ ତାଲିକା  ଅନୁସାରେ  ଭାରତୀୟ ଦିନିକିଆ ବିରାଟ ବାହିନୀରେ ସାମିଲ…

୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନସିପ ପାଇଁ ଅନ୍ଲାଇନରେ ଟିକଟ ବିକ୍ରି ଆରମ୍ଭ

ଭୁବନେଶ୍ୱର, (ଶାସକ ପ୍ରଶାସକ): କଟକର ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ  ଚଳିତ ଜୁଲାଇ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ  ଅନୁଷ୍ଠିତ ହେଉଥିବା  ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନସିପ ପାଇଁ ଅନ୍ଲାଇନ୍ ଟିକଟବିକି୍ର ଆରମ୍ଭ ହୋଇଛିା କ୍ରୀଡା ପ୍ରେମୀମାନେ www.paytm.com ଓ…

ଏସୀୟ ମହିଳା ରଗବି ଚାମ୍ପିଅନସିପ: ୨୬ ଜଣିଆ ଭାରତୀୟ ଦଳରେ ୭ ଓଡ଼ିଆ ଖେଳାଳୀ

ଭୁବନେଶ୍ୱର, (ଶାସକ ପ୍ରଶାସକ) : ଚଳିତ ମାସ ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ଫିଲି ପାଇନ୍ସର ମାନିଲାଠାରେ ଅନୁଷ୍ଠିତ ହେବାକୁ ଯାଉଥିବା  ଏସୀୟ ମହିଳା ରଗବି ଚାମ୍ପିଅନସିପ ନିମନ୍ତେ ୨୬ ଜଣିଆ ଭାରତୀୟ ମହିଳା ରଗ୍ବି ଦଳ ପ୍ରତିନିଧିତ୍ୱ କରିବୋ ଦଳରେ ଓଡ଼ିଶାରୁ ୭ ଜଣ ସ୍ଥାନ ପାଇଛନ୍ତିା ମୁଞ୍ଚାଇ ଓ…

ଓଡଗାଁ ଦ୍ୱାଦଶ ତମ କ୍ରିକେଟ ଲିଗ୍ ଉଦଯାପିତ: ଦଲକ ହ୍ୟାକର୍ସକୁ ହରାଇ ଇଲେଭେନ ଏମ୍ପୋରର୍ସ ଚମ୍ପିୟାନ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ୧୬ଟି ଦଳକୁ ନେଇ ୧୧ ତରିଖରୁ ୧୬ ତାରିଖ ୬ ଦିନ ଧରି ସ୍ଥାନୀୟ ମିନିଷ୍ଟାଡିୟମରେ ରଘୁନାଥ ଆଥଲେଟିକ ଆସୋସିଏସନ ଆନୁକୁଲ୍ୟରେ ଆୟୋଜିତ ଦ୍ୱାଦଶ ତମ କ୍ରିକେଟ୍ ଲିଗ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଇଲେଭେନ ଏମ୍ପୋରିୟର ନିର୍ଦ୍ଧାରିତ ୧୫ ଓଭରରେ ୬ ଉଇକେଟ…

ପ୍ରେମାନନ୍ଦ ସିଂ ବରିହା ସ୍ମାରକୀ କ୍ରିକେଟ ଉଦଯାପିତ ; ବରିହାପାଲି ଚମ୍ପିୟାନ ।

ପଦ୍ମପୁର(ନୀଲାମ୍ବର ଦୀପ):ନେହରୁ ସ୍ଫୋର୍ଟିଙ୍ଗ ଆନୁକୂଲ୍ୟରେ ସ୍ଥାନୀୟ ରାଜବୋରାସମ୍ବର ହାଇସ୍କୁଲ ଖେଳ ପଡିଆ ଠାରେ ଚାଲିଥିବା ସପ୍ତମ ୰ପ୍ରେମାନନ୍ଦ ସିଂ ବରିହା ରାତ୍ରୀ କାଲୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ସଂର୍ଘଷ ପୁର୍ଣ୍ଣ ଫାଇନାଲ  ମ୍ୟାଚ ବରିହାପାଲି ଏବଂ ସତୀଭଟା…

ଓଡଗାଁ ଦ୍ୱାଦଶ ତମ କ୍ରିକେଟ ଲିଗ୍ : ଦ୍ୱିତୀୟ ଦିନରେ ମହାବୀର ନାଇଟ ମାଷ୍ଟର ଓ ଇଲେଭେନ ଏମ୍ପୋରରର୍ସ ବିଜୟୀ

ଓଡ଼ଗାଁ : ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ରଘୁନାଥ ଆଥଲେଟିକ ଆସୋସିଏସନ ଆନୁକୁଲ୍ୟରେ ଆୟୋଜିତ ଦ୍ୱାଦଶ ତମ ଓଡଗାଁ କ୍ରିକେଟ  ଲିଗ୍ର ଦିତୀୟ ଦିନର ପ୍ରଥମ ମ୍ୟାଚ ମହାବିର ନାଇଟ ମାଷ୍ଟର ସିଭିଲ ଡିଫେନ୍ସ ଏକାଡେମୀକୁ ୧୩ ରନରେ ହରାଇ ବିଜୟ ହାସଲ କରିଛି । ଦିତୀୟ ମ୍ୟାଚରେ ଜୟହୋକୁ ହରାଇ ୧୧…

ସପ୍ତମ ପ୍ରେମାନନ୍ଦ ସିଂ ବରିହା ସ୍ମାରକୀ ଦିବାରାତ୍ର କ୍ରିକେଟ ଉଦଘାଟିତ: ଫାଇନାଲରେ ବରିହାପାଲି ।

ପଦ୍ମପୁର- ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ଖେଲପଡିଆଠାରେ ନେହରୁ ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ସପ୍ତମ ପ୍ରେମାନନ୍ଦ ସିଂ ବରିହା ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଝାରବନ୍ଧ ବ୍ଳକ ଅଧ୍ୟକ୍ଷ ବିଜୟ କେତନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ…

ଆରମ୍ଭ ହେଲା ଓଡଗାଁ ଦ୍ୱାଦଶତମ କ୍ରିକେଟ ଲିଗ୍

ପ୍ରଥମ ଦିନରେ ୟଙ୍ଗଷ୍ଟାର ଏକାଦଶ ଓ ଜୟ ଶ୍ରୀରାମ  ବିଜୟୀ ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ରଘୁନାଥ ଆଥଲେଟିକ ଆସୋସିଏସନ ଆନୁକୁଲ୍ୟରେ ଆୟୋଜିତ ଦ୍ୱାଦଶ ତମ ଓଡଗାଁ କ୍ରିକେଟ ଲିଗ୍ ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଉଦଘାଟିତ ହୋଇଯାଇଛି । ଉଦଘାଟନ ଦିବସର ପ୍ରଥମ ମ୍ୟାଚ୍ ୟଙ୍ଗଷ୍ଟାର ଏକାଦଶ ସହିତ…

ରାଜ୍ୟସ୍ତରୀୟ ‘ଥ୍ରୋ ବଲ’ ରେଫରୀ ପରୀକ୍ଷା ଶେଷ

ବାରିପଦା(ଦିଲ୍ଲୀପ ମହାନ୍ତି )- ପୁରୀଠାରେ ଥିବା ରାଜ୍ୟ ‘ଥ୍ରୋ ବଲ’ ସଂଘ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜୁନ ୮ରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଥ୍ରୋ ବଲ ପରୀକ୍ଷା-୨୦୧୯ ଆଜି ଶେଷ ହୋଇଛି । ଏହି…