Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଏଲଓସି କାର୍ଗିଲ କ୍ଳବର ୨୪ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ।
ବିଜେପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ବିଜେପୁର ବ୍ଳକ ଗଠିଆପାଲି ଠାରେ ଏଲଓସି କାର୍ଗିଲ କ୍ଳବ ପକ୍ଷରୁ ୨୪ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନି ଉତ୍ସବରେ ବରଗଡ଼ ଜିଲ୍ଲା ବିଜେପି କୄଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବରେ ଏବଂ ସମାନ୍ନିତ…
କ୍ରିଷ୍ଣା କପ୍ କ୍ରିକେଟ୍ ଉଦଘାଟିତ: ସେମିରେ ଉପରବାହାଲ
ପଦ୍ମପୁର: ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୨୦ତମ କ୍ରିଷ୍ଣା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ଉପରବାହାଲ ଦଳ କଲଙ୍ଗାପାଲି ଦଳକୁ ହରାଇ ଏବଂ ଦ୍ବିତୀୟ ମ୍ୟାଚ ରେ ଖଇରପାଲି ଦଳ ଗସ୍ତିଡିହି ଦଳକୁ ହରାଇ କ୍ବାଟର…
ଜାତୀୟ ସବ୍ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଚାମ୍ଫିୟନସିପ : ଓଡ଼ିଶା ଟିମ୍ ର ଉତ୍ତରପ୍ରଦେଶ ଗସ୍ତ
ଭୁବନେଶ୍ବର : ଉତ୍ତର ପ୍ରଦେଶରେ ଲକ୍ଷ୍ନୌ ଠାରେ ଚଳିତ ମାସ ୧୬ ତାରିଖରୁ ହେବାକୁ ଯାଉଥିବା ୨୬ତମ ସବ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଚମ୍ପିୟନସିପ୍ ରେ ଯୋଗ ଦେବା ପାଇଁ ଓଡ଼ିଶାର ୧୫ଜଣିଆ ଦଳ ଆଜି ଦିନ ୧୨ଟା ସମୟରେ ନୀଳାଚଳ ଏକ୍ସପ୍ରେସରେ ଯାତ୍ରା କରିଛନ୍ତି ।ଏହି ଚମ୍ପିୟନସିପ୍ ରେ ୨୮ଟି…
ପ୍ରତିଭା ପ୍ରସ୍ଫୁଟିତ କରୁଛି ଜେଏସଡବ୍ଲ୍ୟୁ
ଆରମ୍ଭ ହେବ ‘ଖାଓ ଔର ଖେଲୋ’ ପ୍ରୋଗ୍ରାମ
ଖେଳାଳି ପାଇବେ ବାର୍ଷିକ ଖେଳବୃତ୍ତି
କେନ୍ଦୁଝର ହେବ ଫୁଟବଲ ହବ୍
ବଡ଼ବିଲ: ଓଡ଼ିଶାରୁ ଜାତୀୟ, ଅନ୍ତର୍ଜାତୀୟ ସ୍ତରର ପ୍ରତିଭାଙ୍କୁ ଖୋଜି ସେମାନଙ୍କ ଦକ୍ଷତା ବିକାଶ ନିମନ୍ତେ ପ୍ରୟାସ ଜାରି ରଖିଛି ଜେଏସଡବ୍ଲ୍ୟୁ । କମ୍ପାନୀ…
ଦୁଇ ଦିନିଆ ଅଲ ଓଡ଼ିଶା କୁସ୍ତି ପାଇଁ ପୁରୀ ପ୍ରସ୍ତୁତ
ପୁରୀ/ଅନିମେଶ ପଟ୍ଟନାୟକ :: ପୁରୀରେ ହେବ ଅଲ ଓଡ଼ିଶା କୁସ୍ତି ପ୍ରତିଯୋଗିତା । ଚଳିତ ମାସ ୨୫ ଓ,୨୬ ତାରିଖରେ ହେବ ପ୍ରତିଯୋଗିତା । ଏଥି ପାଇଁ ପୁରୀ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ନିଳାଦ୍ରି ବିଚ୍ ଠାରେ ଏହି ପ୍ରତିଯୋଗିତା ହେବ ବୋଲି ପ୍ରଶାସନ ପକ୍ଷରୁ ଟୁଇଟ କରି କୁହାଯାଇଛି । ସେଥିପାଇଁ…
ବୀର ସୁରେନ୍ଦ୍ର ସାଏ ସ୍ପୋଟିଂ କ୍ଲବ ତରଫରୁ ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟ
ସୋହେଲା :- (ସୁଧୀର ତ୍ରିପାଠୀ ) ସୋହେଲା ବ୍ଲକ୍ ଡୁମ୍ବେରପାଲି ପଂଚାୟତ ଅନ୍ତର୍ଗତ ବଞ୍ଜାରି ଗ୍ରାମରେ ଆୟୋଜିତ ପ୍ରଥମ ବୀର ସୁରେନ୍ଦ୍ର ସାଏ ସ୍ପୋଟିଂ କ୍ଲବ ତରଫରୁ ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ଦିବସରେ ମୁଖ୍ୟ ଅତିଥି ଭାବେ ସୋହେଲା ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଜିବର୍ଧନ ବରିହା ଓ…
କଳାହାଣ୍ଡି କାରାଟେ ସ୍କୁଲ ତରଫରୁ ବେଲଟ ଗ୍ରେଡିଙ୍ଗ ପରୀକ୍ଷା ଉଦଯାପିତ
କଳାହାଣ୍ଡି/ତୁଳମଣି ନାଗ (ଶାସକ ପ୍ରଶାସକ): କଳାହାଣ୍ଡି ଅଫିସର କ୍ଳବ୍ ଭବାନୀପାଟଣା ଠାରେ କଳାହାଣ୍ଡି କାରାଟେ ସ୍କୁଲ ତରଫରୁ ବେଲେଟ୍ ଗ୍ରେଡିଙ୍ଗ ପରୀକ୍ଷା ଉଦଯାପିତ ହୋଇଥିଲା। ଗିନିଷ ବୁକ ଅଫ ୱାର୍ଲଡରେକର୍ଡ ଦୁଇଥର କରିଥିବା ସତ୍ୟପ୍ରିୟ ପଧାନ ଏବଂ ଗୁରୁକୃପା ମାର୍ଶଲାଡ ଏକାଡେମୀକ୍…
ଜୟ ମା ଭବାନୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଘାଟିତ
ଝାରବନ୍ଧ-ମନୋହର ଦାଶ :ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦରହା ଗ୍ରାମ ଠାରେ ୧୪ତମ j.m.b ସ୍ମାରକୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଘାଟିତ ହୋଇ ଯାଇଛି।ଉଦଘାଟନୀ ଦିବସ ରେ ନିଲଜିପତରା ଟିମ ବିଜୟି ହୋଇଛନ୍ତି।ଲଉଡିଦରହା ୟୁଥ କ୍ଲବ ଆନୁକୂଲ୍ୟ ରେ ଆୟୋଜିତ ଏହି ତୁର୍ଣ୍ଣ।ମେଣ୍ଟ…
ଦ୍ବି ଦିବସୀୟ କାଳିଆ ‘ଦା’ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଉଦଯାପିତ
ଅର୍ଜୁନପାଲିକୁ ହରାଇ କାଦୋବାହାଲ ଚାମ୍ପିଅନ
କୁଚିଣ୍ଡା- ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : କୁଚିଣ୍ଡା ବ୍ଲକ ଲାଡ଼ରେ ୨ ଦିନ ଧରି ଚାଲିଥିବା ଫୁଟବଲ ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି l ସ୍ଥାନୀୟ ଜୟହିନ୍ଦ କ୍ଲବ ପକ୍ଷରୁ ଆୟୋଜିତ ହୋଇ ଆସୁଥିବା ଏହି ପ୍ରତିଯୋଗିତାରେ ଚଳିତ ବର୍ଷ…
ଗଣେଶ ନଗର କ୍ରିକେଟ କ୍ଲବ ପକ୍ଷରୁ କ୍ରିକେଟ ପ୍ରତିଯୋଗିତା ଉଦଯାପିତ।
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ରେଙ୍ଗାଲି ବ୍ଲକ ଗଣେଶନଗର କ୍ରିକେଟ କ୍ଲବ ପକ୍ଷରୁ ଗଣେଶ ନଗର କ୍ରୀଡା ପ୍ରାଙ୍ଗଣରେ ଆଜିକୁ ୫ ଦିନ ହେବ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତି ଦିନ ୩ଟି ମ୍ୟାଚ ଖେଳା ଯାଉଥିଲା ଯେଉଁଥିରେ ପ୍ରତି ଇନିଙ୍ଗସ ରେ ଦଶ…