Browsing Category

ଖେଳ

ବଣାଇ ବ୍ଲକ ଗୁଢିଆଳି ଗ୍ରାମରେ ବନଦୁର୍ଗା ସ୍ପୋର୍ଟ୍ସ କ୍ଲବ ପକ୍ଷରୁ ତିନିଦିନିଆ ଫୁଟବଲ ମ୍ୟାଚ ଉଦଯାପିତ

ରାଉରକେଲା /ବଣେଇ (ବସନ୍ତ କୁମାର ଜେନା): ବଣାଇଁ ବ୍ଲକ କେନ୍ଦ୍ରିକଳା ପଞ୍ଚାୟତ ଅନ୍ତର୍ଗତ ଗୁଢିଆଳି ଗ୍ରାମରେ ମା ବନଦୂର୍ଗା ସ୍ପୋର୍ଟସ କ୍ଲବ ପକ୍ଷରୁ ଏକ ତିନିଦିନିଆ ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି। ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଆଜି ଉଦଯାପନୀ ଉତ୍ସବରେ…

ଚହରଙ୍କ ବଦଳରେ ସୁନ୍ଦର

ନୂଆଦିଲ୍ଲୀ :ପିଠିରେ ଯନ୍ତ୍ରଣା ଅନୁଭବ କରିବା ପରେ ପେସର ଦୀପକ ଚହାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅବଶିଷ୍ଟ ଦୁଇଟି ଦିନିକିଆ ମ୍ୟାଚରୁ ଅବ୍ୟାହତି ନେଇଛନ୍ତି | ଦୀପକ ବଦଳରେ  ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କୁ ଭାରତୀୟ  ଦଳରେ ସ୍ଥାନ ଦିଆଯାଇଛି। ଆସନ୍ତା କାଲି ଦ୍ଵିତୀୟ ଦିନିକିଆ ମ୍ୟାଚ…

ଅନ୍ତର୍ଜାତୀୟ ଭଲିବଲ୍‍ ସଂଘର ୩୮ତମ ବିଶ୍ୱ କଂଗ୍ରେସରେ ଅଚ୍ୟୁତ ସାମନ୍ତ

ଭାରତରେ ଭଲିବଲ୍‍ର ବିକାଶ ଆଶା ଉଜ୍ଜ୍ୱଳ ଭୁବନେଶ୍ୱର,୨୩ା୯: ଭାରତରେ ଭଲିବଲ୍‍ର ବିକାଶ ଆଶା ଉଜ୍ଜ୍ୱଳ ବୋଲି ଭାରତୀୟ ଭଲିବଲ୍‍ ସଂଘର ସଭାପତି ଅଚ୍ୟୁତ ସାମନ୍ତ କହିଛନ୍ତି । ନେଦରଲାଣ୍ଡରେ ଶୁକ୍ରବାର ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଭଲବଲ୍‍ ସଂଘ (ଏଫ୍‍ଆଇଭିବି)ର ୩୮ତମ ବିଶ୍ୱ କଂଗ୍ରେସରେ…

ସର୍ବ ଭାରତୀୟ ଜେଲ୍ ମିଟ୍ କ୍ରୀଡ଼ା, ପ୍ରତିଯୋଗିତାରେ ଶୁଭଲିପ୍ସାଙ୍କୁ ଡ଼ବଲ ସ୍ୱର୍ଣ୍ଣ

ଭୁବନେଶ୍ୱର: ଗୁଜୁରାଟ, ଅହମ୍ମଦାବାଦସ୍ଥିତ ଏକ ଏରେନା ଷ୍ଟାଡ଼ିୟମରେ ଚାଲିଥିବା ସର୍ବଭାରତୀୟ ଜେଲ୍ ଆଥଲେଟିକ ମିଟରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଶୁଭଲିପ୍ସା ମହାନ୍ତି ଉଭୟ ୧୦୦ ମିଟର ଦୌଡ଼ ଓ ଲମ୍ବାଡ଼ିଆଁରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଶୁଭଲିପ୍ସାଙ୍କର ଏହି ସଫଳତା ପାଇଁ ବିଭିନ୍ନ…

ଡ. ସଞ୍ଜୟ ପଣ୍ଡାଙ୍କୁ ରାଜ୍ୟର ପ୍ରଥମ ଶ୍ରେଷ୍ଠ ଯୋଗାସନ କ୍ରୀଡା ବିଚାରକ ପୁରସ୍କାର

ପଦ୍ମପୁର- ଯେଗାସନ କ୍ରୀଡା ସଂଘ, ଓଡ଼ିଶା (ୱାଇ.ଏସ୍‌.ଏ.ଓ) ହେଉଛି ଭାରତ ସରକାରଙ୍କ ଯୁବ କାର୍ଯ୍ୟକ୍ରମ ଓ ଖେଳ ମନ୍ତ୍ରାଳୟ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଜାତୀୟ ଯୋଗାସନ କ୍ରୀଡା ସଂଘ (ଏନ୍‌.ୱାଇ.ଏସ୍‌.ଏଫ୍‌) ଦ୍ୱାରା ମାନ୍ୟତା ପ୍ରାପ୍ତ ଅନୁଷ୍ଠାନ । ୱାଇ.ଏସ୍‌.ଏ.ଓ ପକ୍ଷରୁ ପ୍ରତି ବର୍ଷ…

ଓଡ଼ିଶା ଟେନିସବଲ୍ କ୍ରିକେଟ୍ ଦଳକୁ ସମ୍ବର୍ଦ୍ଧନା

ଭୁବନେଶ୍ଵର : ଚେନ୍ନାଇ ଠାରେ ଅନୁଷ୍ଠିତ ହୋଇଥିବା ୨୭ ତମ ଜାତୀୟ ସବ୍ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଚାମ୍ପିଅନସିପ୍ ରେ ଓଡ଼ିଶା ତୃତୀୟ ସ୍ଥାନ ସହିତ ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଆ ଦଳ ଆଜି ପ୍ରତ୍ୟାବର୍ତ୍ତନ କରିଛି । ବ୍ରୋଞ୍ଜ ପଦକ ଵିଜୟୀ ଓଡିଶା ଦଳରେ ସାମିଲ ଖେଳାଳି ଓ ମ୍ୟାନେଜେର,…

ଜାତୀୟ ମୁଏଥାଇ ୨୦୨୨ – ଓଡିଶା କୁ ୬ ସ୍ଵର୍ଣ, ୯ ରୌପ୍ୟ ଏବଂ ୧୬ କାଂସ୍ୟ ସହ ସମୁଦାୟ ୩୧ ଟି ପଦକ

ଭୁବନେଶ୍ୱର : ଆନ୍ତର୍ଜାତିକ ଅଲମ୍ପିକ କମିଟି ଦ୍ୱାରା ସ୍ୱୀକୃତ "ଇଣ୍ଟରନାସନାଲ ଫେଡେରେସନ ଅଫ ମୁଏଥାଇ ଆସୋସିଏସନ" ସହ ଅନୁବନ୍ଧିତ ଏକମାତ୍ର ଭାରତୀୟ ସଂସ୍ଥା "ୟୁନାଇଟେଡ଼ ମୁଏଥାଇ ଆସୋସିଏସନ- ଇଣ୍ଡିଆ" ପକ୍ଷରୁ ମଧ୍ୟପ୍ରଦେଶ ର ଦେବାସ ସ୍ଥିତ ଶ୍ରୀମନ୍ତ ଟୁକୋଜି ରାଓ ପାୱାର ଇଣ୍ଡୋର ଷ୍ଟାଡିଅମ…

୧୬ ଜୁନ ରୁ ମଧ୍ୟପ୍ରଦେଶ ରେ ଜାତୀୟ ମୁଏଥାଇ ୨୦୨୨

ଓଡିଶା ରୁ ୪୮ ମୁଏଥାଇ ଖେଳାଳି ଓ ୧୦ ଅଫିସିଆଲ ଭୁବନେଶ୍ୱର : ଆନ୍ତର୍ଜାତିକ ଅଲମ୍ପିକ କମିଟି ଦ୍ୱାରା ସ୍ୱୀକୃତ "ଇଣ୍ଟରନାସନାଲ ଫେଡେରେସନ ଅଫ ମୁଏଥାଇ ଆସୋସିଏସନ" ସହ ଅନୁବନ୍ଧିତ ଏକମାତ୍ର ଭାରତୀୟ ସଂସ୍ଥା "ୟୁନାଇଟେଡ଼ ମୁଏଥାଇ ଆସୋସିଏସନ- ଇଣ୍ଡିଆ" ପକ୍ଷରୁ ମଧ୍ୟପ୍ରଦେଶ ର ଦେବାସ ସ୍ଥିତ…

୧୩ତମ କିଟ୍‍ ଅନ୍ତର୍ଜାତୀୟ ଚେସ୍‍ ମହୋତ୍ସବ ଉଦ୍‍ଘାଟିତ

ଭୁବନେଶ୍ୱର (ଶାସକ ପ୍ରଶାସକ) : ୧୩ତମ କିଟ୍‍ ଅନ୍ତର୍ଜାତୀୟ ଚେସ୍‍ ମହୋତ୍ସବ ରବିବାର କିଟ୍‍ ପରିସରରେ ଉଦ୍‍ଘାଟିତ ହୋଇଯାଇଛି। ଓଡ଼ିଶା ଚେସ୍‍ ଆସୋସିଏସନ୍‍ ଓ ସର୍ବଭାରତୀୟ ଚେସ୍‍ ଫେଡେରେସନ୍‍ର ମିଳିତ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାର ଓ କେନ୍ଦ୍ର ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରାଳୟ ମିଳିତ…

୨୨ରୁ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ଚେସ୍‍ ଫେଷ୍ଟିଭାଲ୍‍

ମୋଟ ପୁରସ୍କାର ରାଶି ୨୫ଲକ୍ଷ ଟଙ୍କା ଏମ୍‍ପିଏଲ୍‍ ଜାତୀୟ ସ୍କୁଲ୍‍ ଚେସ୍‍ ଚାମ୍ପିଅନ୍‍ସିପ୍‍ ୧୬ରୁ ଭୁବନେଶ୍ୱର: କିଟ୍‍ ଓ କିସ୍‍ ଆନୁକୂଲ୍ୟରେ ଅଲ୍‍ ଓଡ଼ିଶା ଚେସ୍‍ ଆସୋସିଏସନ୍‍ ପକ୍ଷରୁ ଏମ୍‍ପିଏଲ୍‍ ୧୦ମ ଜାତୀୟ ସ୍କୁଲ୍‍ ଚାମ୍ପିଅନ୍‍ସିପ୍‍ ୨୦୨୨ ମେ ୧୬ ତାରିଖଠାରୁ କିସ୍‍…