ରଥଯାତ୍ରା ପାଇଁ ମିତ୍ରସଂଘ ପକ୍ଷରୁ ତୃତୀୟ ପ୍ରସ୍ତୁତି ବୈଠକ

ପୁରୀ, (ଅନିମେଶ ପଟ୍ଟନାୟକ): ଚଳିତବର୍ଷ ରଥଯାତ୍ରା ଉପଲେକ୍ଷ ଶ୍ରୀକ୍ଷେତ୍ରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ମିତ୍ରସଂଘ ପକ୍ଷରୁ ନବକଳେବର ରୋଡ ସ୍ଥିତ ଆଖଣ୍ଡଳମଣି ମନ୍ଦିର ନିକଟସ୍ଥ ମିତ୍ରସଂଘ କାର୍ଯ୍ଯାଳୟ ପରିସରରେ ତୃତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନୁଷ୍ଠାନର…

ଜିଲ୍ଲା ପ୍ରାଥମିକ ଶିକ୍ଷକ (ଏକ୍ସ -କ୍ୟାଡ଼ର )ମହାସଂଘ ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): ଜିଲ୍ଲା ପ୍ରାଥମିକ ଶିକ୍ଷକ (ଏକ୍ସ -କ୍ୟାଡ଼ର )ମହାସଂଘ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ସ୍ଥାନୀୟ ଶକ୍ତିନଗର ପଡ଼ା ସ୍ଥିତ ମା ମଙ୍ଗଳା ସମାଜ ସେବା କେନ୍ଦ୍ର ଠାରେ ଜିଲ୍ଲା ସଭାପତି ସୁବ୍ରତ ଦଣ୍ଡସେନା ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ…

ଓଡ଼ଗାଁ ଏନଏସି : ପଲିଥିନ ନିଷେଧ ଚଢ଼ାଉ ପରେ ଚା ପେପର କପ ବଦଳରେ ଗ୍ଲାସ ବ୍ୟବହାର ଉପରେ ଗୁରୁତ୍ୱ

ଓଡ଼ଗାଁ, ୨୫।(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ତରଫରୁ ଚଳିତ ସପ୍ତାହରେ ପଲିଥିନ ବ୍ୟବହାର ଓ ବିକ୍ରି ଉପରେ ଲଗାମ ଲଗାଇବାକୁ ବିଭିନ୍ନ ଦୋକାନ ବଜାର ଉପରେ ଚଢ଼ାଉ କରାଯାଇଥିଲା । ଏପରିସ୍ଥଳେ କେତେକ ଦୋକାନରୁ ବେଆଇନ ଭାବେ ବିକ୍ରି ପାଇଁ ମହଜୁଦ ଥିବା ପ୍ରାୟ ୪…

ଜିଲା ସାଥୀ ୟୁନିଟ୍ ବୈଠକ

ଜଗତସିଂହପୁର,ତା-୨୫.୦୫.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲାର ଅସହାୟ ଶିଶୁଙ୍କ ଆଧାର କାର୍ଡ ପଞ୍ଜୀକରଣ ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାରେ ଅନ୍ତର୍ଭୁକ୍ତ ନିମନ୍ତେ ସାଥି ନାମକ ଏକ କମିଟି ଗଠନ କରାଯାଇଛି । ଏହି କମିଟିର…

ଘାଏ ଦେଖତ କୁଟୁମ୍ ର କବିତା ଆସର

ବରଗଡ ଜ଼ିଲ୍ଲା ଗାଇସିଲେଟ ଠାରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ନିକଟରେ ଇହଧାମ ତ୍ୟାଗ କରିଥିବା ବିଶିଷ୍ଟ କବି ବୃନ୍ଦାବନ ସାହୁଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସଭାର ସଭାପତି ନିରଞ୍ଜନ ପଣ୍ଡାଙ୍କ ସଭାପତିତ୍ବ ରେ ଉପ ସଭାପତି ସମାଜସେବୀ ରଞ୍ଜନ…

ବିକ୍ଷିପ୍ତା ସାହିତ୍ୟ ଅନୁଷ୍ଠାନର ଆବାହନୀ ସଂଗୀତ ଲୋକାର୍ପଣ ଓ ସାହିତ୍ୟ ସଭା ଅନୁଷ୍ଠିତ।

  ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ବିକ୍ଷିପ୍ତା ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଆବାହନୀ ସଂଗୀତ ଲୋକାର୍ପଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠାନ ର ସାଧାରଣ ସମ୍ପାଦକ ଡ.ଶ୍ୟାମା ପ୍ରସାଦ ମିଶ୍ର ତତ୍ୱାବଧାନରେ ଏବଂ ଶ୍ରୀ ସୁପ୍ରଜିତ ସାହୁଙ୍କ ଉଦଘୋଷଣାରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ସ୍ଥିତ…

ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ପାରଳା ମହାରାଜ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ତିରୋଧାନ ଦିବସ ପାଳିତ

- ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାଳ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା କୃପାଳୁ ଶିଶୁ ସାହିତ୍ୟ ଆସରରେ ପାରଳା ମହାରାଜ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ତିରୋଧାନ ଦିବସ ସ୍ଥାନୀୟ ନବଜୀବନ ଟ୍ରଷ୍ଟ (ଅନାଥ ବାଳିକା ଆଶ୍ରମ )ରେ ଥିବା ପାଠାଗାର ଠାରେ ପାଳିତ…

ରୁଦ୍ର କାଳୀ ମନ୍ଦିରକୁ ସାବିତ୍ରୀ ଯୋଗାଡ଼।

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ସଂସ୍କୃତି ସମ୍ପନ୍ନ ସହର ବେଲଗୁଣ୍ଠା ସହରରେ ଆସନ୍ତାକାଲି ସାବିତ୍ରୀ ବ୍ରତ ଅବସରରେ ବିଭିନ୍ନ ଅନୁଷ୍ଠାନ ତରଫରୁ ମାଁ ବ୍ରାହ୍ମଣ ଦେବୀ ଓ ଖଦାଳ ସାହି ରୁଦ୍ର କାଳୀ ମନ୍ଦିରକୁ ସାବିତ୍ରୀ ଭାର ପ୍ରଦାନ କରାଯାଇଛି । ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ସହର…

ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୫୨ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ପାରଳାଖେମୁଣ୍ଡି ( ବାଳକୃଷ୍ଣ ପାଣିଗ୍ରାହୀ) : ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର , ଭାଷାଭିତ୍ତିକ ରାଷ୍ଟ୍ର ନିର୍ମାଣର ବଳିଷ୍ଠ ବିନ୍ଧାଣୀ ଉତ୍କଳବାସୀଙ୍କ ପାଇଁ ଗୌରବର ସ୍ୱାକ୍ଷର ବହନ କରୁଥିବା ଓଡିଶାର ପ୍ରଥମ…

୫୫୦ କୁଣହାଁ କିସାନ ସମାଜ ମହାଗୁଡ଼ି ବୈଠକ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ବିଜାଡିହି ଠାରେ କୁଣହାଁ କିସାନ୍ ସମାଜର କୁଲାବିରା ମହାଗୁଡି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ଓ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ,ସମ୍ମାନିତ ଅତିଥି ଭାବେ ରାଜ୍ୟ କିସାନ (କୁଣହା଼)ସଭାପତି…