ମହିପୁରୁ – ବାହାଡ଼ାଝୋଲା ପୂର୍ତ୍ତ ରାସ୍ତା ନିର୍ମାଣରେ ବିଳମ୍ବ ପାଇଁ ରାସ୍ତା ରୋକ
ରାସ୍ତାରେ ଶଗଡ଼ ରଖି ପ୍ରତିବାଦ କଲେ ଡାକଡୁଲୁ ଗ୍ରାମବାସୀ,
ରାସ୍ତା ଅବରୋଧ ଯୋଗୁଁ ୧୦ ଘଣ୍ଟା ଧରି ଗମନାଗମନ ଠପ୍
ଓଡ଼ଗାଁ,୨୮।୫(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ୫୭ନଂ ଜାତୀୟ ରାଜପଥ ମହିପୁରୁ ଠାରୁ ବାହାଡ଼ାଝୋଲା ପୂର୍ତ୍ତ ବିଭାଗ…