ଲିଙ୍ଗା ସୌରା ବାପ୍ତିଷ୍ଟ ଚର୍ଚ୍ଚ ର ପ୍ଲାଟିନମ ଯୁବୁଲି ଓ ନୂତନ ଚର୍ଚ୍ଚ ଗୃହ ଉଦଘାଟନ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତରଭା ଗ୍ରାମ ପଞ୍ଚାୟତ ଅଧୀନ ଲିଙ୍ଗା ଗ୍ରାମରେ ଲିଙ୍ଗା ସୌରା ବାପ୍ତିଷ୍ଟ ଚର୍ଚ୍ଚ ର ପ୍ଲାଟିନମ ଯୁବୁଲି ଓ ଚର୍ଚ୍ଚ ଉଦଘାଟିତ ହୋଇଯାଇଛି। ଲିଙ୍ଗା ଗ୍ରାମର ଆଦିବାସୀ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଆନନ୍ଦର…