ଅବକାରୀ ବିଭାଗ ପକ୍ଷରୁ ଗଡ଼ିଲା ସଚେତନତା ରଥ
ନୟାଗଡ଼(ବିଶ୍ୱଜିତ ନାୟକ) :- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ଅବକାରୀ ବିଭାଗ ପକ୍ଷରୁ ନିଶା ନିବାରଣ ସଚେତନତା ପାଇଁ ଏକ ରଥ ଶୁଭାରମ୍ଭ କରାଯାଇଛି । ଏହି ରଥ ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା କରି ଜନସଚେତନା ସୃଷ୍ଟି କରିବ । ଜିଲ୍ଲା ଅବକାରୀ ଅଧିକ୍ଷକ ଜ୍ଞାନରଞ୍ଜନ ପଣ୍ଡା ରଥ…