କେନ୍ଦୁଝର: ରାତିସାରା ସ୍କୁଲରେ ରହି ଝରକା ରେଲିଂରେ ଲଟକି ଥିଲା ଛାତ୍ରୀ ଉଦ୍ଧାର।
ଚରମ ଦାୟିତ୍ୱହୀନତା ପ୍ରଧାନ ଶିକ୍ଷକ ନିଲମ୍ବିତ।
କେନ୍ଦୁଝର,ତା୨୩/୮- ଛୋଟ ଛୁଆ ସେ କ'ଣ ଯାଣିଛି ସ୍କୁଲ ଛୁଟି ବେଳେ ପ୍ରକୋଷ୍ଠରେ ନିଘୋଡ଼ ନିଦରେ ଶୋଇ ପଡ଼ିଥିଲା ଯେ ସବୁ କବାଟରେ ଚାବି ଦେଇ ଚାଲି ଯାଇଥିଲେ ଭିତରେ ସେ ଏକୁଟିଆ ରହିଯାଇଥିଲା। ତେବେ ରାତି ଅନ୍ଧାରରେ ଝିଅଟି ଡରି…