କେନ୍ଦୁଝର : ଶୁଣିଲାନି ପ୍ରଶାସନ, ସଜାଡ଼ିଲେ ଲୋକେ

  ଆଞ୍ଚଳିକ ବିକାଶ ମଞ୍ଚ ତରଫରୁ ଷ୍ଟ୍ରିଟ ଲାଇଟ ମରାମତି କରାଗଲା।                କେନ୍ଦୁଝର,ତା୨/୯- କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜୁଙ୍ଗା ପଞ୍ଚାୟତ ଛକ ଠାରେ ଥିବା ଷ୍ଟ୍ରିଟ ଲାଇଟ ବହୁ ଦିନ ହେବ ଅଚଳ ହୋଇ ଛକଟି ସଂପୁର୍ଣ୍ଣ ଅନ୍ଧକାର ହେଉ ଥିଲା। ପ୍ରଶାସନକୁ ବହୁବାର…

ଗୁଟୁଖା କାରବାର କୁ ନେଇ ବ୍ରହ୍ମପୁର ପୋଲିସର ଚଢାଉ ଜାରୀ।

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ "ଅପରେସନ ପ୍ରହାର" କାର୍ଯ୍ୟକ୍ରମ ଭିତ୍ତିରେ ବ୍ରହ୍ମପୁର ପୋଲିସ ର ଚଢ଼ାଉ ଜାରି ରହିଛି। ଏହି କାର୍ଯ୍ୟକ୍ରମ ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡିଛି। ଏହି ଜରିଆରେ ବିଭିନ୍ନ…

ବାଉଁଶ ରାଣୀ ଖେଳର ଜନକଙ୍କ ପାଇଁ ସ୍ମୃତି ଚାରଣ

ଓଡ଼ଗାଁ,୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୁରାଳ ସନ୍ନିକଟ ନାଥିଆ ପଲ୍ଲୀ ଗ୍ରାମର ବାଉଁଶ ରାଣୀ ଖେଳର ଜନକ ପୂର୍ଣ୍ଣ ଦାସଙ୍କ ଅବର୍ତ୍ତମାନରେ ମଙ୍ଗଳବାର ଦଶାହ କାର୍ଯ୍ୟ ଦିବସରେ ପରିବାର, ଜ୍ଞାତି କୁଟୁମ୍ବଙ୍କ ସହିତ ଗ୍ରାମବାସୀ ମାନେ ତାଙ୍କର ସ୍ମୃତି ଚାରଣ…

ଓଡ଼ଗାଁ ବ୍ଳକ ଯୋଗାଣ ବିଭାଗ : ହିତାଧିକାରୀଙ୍କ ଅସମ୍ଭବ ଭିଡ,

 ଓଡଗାଁ, ୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ହିତାଧିକାରୀଙ୍କର ନିକଟରେ ସୂଚନା ପାଇବା ପାଇଁ ଅସମ୍ଭବ ଭିଡ ଦେଖିବାକୁ ମିଳିଛି । ହିତାଧିକାରୀଙ୍କ ପାଖରେ ସଠିକ୍ ସୂଚନା ନଥିବା ବେଳେ ଗାଁ ମାନଙ୍କରେ ଭୁଲ୍ ସୂଚନା ପାଇ ଶହଶହ…

ରଘୁନାଥଜିଉଙ୍କ ଭୂସମ୍ପତ୍ତି ଜବରଦଖଲ ଉଚ୍ଛେଦ ପାଇଁ ଦାବି

 ଓଡଗାଁ, ୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥ ଜିଉଙ୍କ ଭୂସମ୍ପତ୍ତି ଜବରଦଖଲ କାରିଗରଙ୍କୁ ଉଚ୍ଛେଦ କରିବା ପାଇଁ ଓଡ଼ଗାଁ ନଗର ବାସିନ୍ଦାଙ୍କ ତରଫରୁ ସୁଶାନ୍ତ କୁମାର ସାହୁ, ପ୍ରତାପ କୁମାର ଦାସ, ତପନ କୁମାର ସାମନ୍ତରାୟ, ସନ୍ତୋଷ କୁମାର ପ୍ରଧାନଙ୍କ ସହିତ…

ପୁରୀରେ କଂଗ୍ରେସର “ସଙ୍ଗଠନ ସୃଜନ ଅଭିଯାନ” ଆରମ୍ଭ

 ପୁରୀ, ୨/୯ (ଅନିମେଶ ପଟ୍ଟନାୟକ): ସ୍ଥାନୀୟ ସଂସ୍କୃତି ଭବନରେ ଆଜି ଅଖିଳ ଭାରତୀୟ କଂଗ୍ରେସ କମିଟିର “ସଙ୍ଗଠନ ସୃଜନ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । କର୍ଣ୍ଣାଟକରୁ ନିଯୁକ୍ତ ପର୍ଯ୍ୟବେକ୍ଷକ, ରାଜ୍ୟସଭା ସାଂସଦ ଜି.ସି. ଚନ୍ଦ୍ରଶେଖର ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ।…

ଗଜଲକ୍ଷ୍ମୀ ପୂଜା ନିମନ୍ତେ ଭୂମି ପୂଜନ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୨/୦୮୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଗଜଲକ୍ଷ୍ମୀ ପୂଜା ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ମାସ ୧୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜା ନିମନ୍ତେ ଆଜି ପୂଜା କମିଟି ତରଫରୁ ଅଙ୍ଗୀ ନଦୀ…

ଦର୍ଶକଙ୍କ ମନମୋହୁଛି,ସୋଲରେ ତିଆରି ଆକର୍ଷଣୀୟ କଳ୍କି ଅବତାର ଗଣେଶ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଖାଲାସିସାହି ଗାନ୍ଧୀ କୈଳାସ ପାହାଡ଼ ପାଦଦେଶରେ ଥିବା ଫୁଟି ଗଣେଶ ମନ୍ଦିରରେ ଗଣେଶ ପୂଜା ଠାରୁ ୯ ଦିନ ପର୍ଯ୍ୟନ୍ତ ଯାଗ ଯଜ୍ଞ ହୋମ ରେ ରିତି ନିତି ସହିତ ପୁଜା ଉତ୍ସବ ଧୁମଧାମରେ ପାଳନ ହୋଇଥାଏ। ଫୁଟି ଗଣେଶ ପ୍ରତିମା ସହିତ ଅନ୍ୟ ଏକ ଅସ୍ଥାୟୀ…

ବେଲଗୁଣ୍ଠା ବ୍ଳକ୍ ଐତିହାସିକ ପର୍ବ ନଳଯାତ୍ରା

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁରରେ ଐତିହାସିକ କୃଷିଭିତ୍ତିକ ପର୍ବ ନଳ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ପ୍ରାଚୀନ ପରମ୍ପରା ମୁତାବକ ଆଜି ଜଙ୍ଗଲରୁ ବାରଫୁଟ ଉଚ୍ଚତାର ତିନୋଟି ବାଉଁଶ ଆଣି ସେଗୁଡ଼ିକୁ ଗ୍ରାମର…

ଜଗତସିଂହପୁର ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ (ଦିଶା)କମିଟିର ଷଷ୍ଠ ବୈଠକ

 ଜଗତସିଂହପୁର, ତା ୦୨-୦୯-୨୦୨୫ ରିଖ:ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ସ୍ତରୀୟ ଉନ୍ନୟନ ସମନ୍ଵୟ ଓ ତଦାରଖ (ଦିଶା)କମିଟିର ଷଷ୍ଠ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜଗତସିଂହପୁରର ମାନ୍ୟବର ଲୋକସଭା ସାଂସଦ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ଶ୍ରୀ ବିଭୁପ୍ରସାଦ ତରାଇଙ୍କ…