ଗଞେଇ ଜବତ, ଚାଲାଣକାରୀ କୋର୍ଟ ଚାଲାଣ।

ହିଞ୍ଜିଳି ଅବକାରୀ ବିଭାଗ ପକ୍ଷରୁ ସଦଳବଳେ ଯାଞ୍ଚ ସମୟରେ ପୋଚିଲିମା ଛକରେ ଜଣେ ଯୁବକକୁ ସନ୍ଦେହ କରି ପଚରାଉଚରା କରିଥିଲେ। ସେ ଗୋଟିଏ ଅଖା ମୁଣି ଧରି ବସ୍ କୁ ଅପେକ୍ଷା କରିଥିଲେ। ଅବକାରୀ ପୋଲିସ ଅଧିକାରୀ ସଂଗ୍ରାମ କେଶରୀ ମାରାଣ୍ଡି ଙ୍କ ନେତୃତ୍ବରେ ଅନ୍ୟ କର୍ମଚାରୀ ମାନେ ଅଖା ମୁଣି କୁ…

ଜିିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭେଟଘାଟ କାର୍ଯ୍ୟକ୍ରମ

ଦଳକୁ ମଜବୁତ କରି ଲୋକଙ୍କ ସେବା କରିବୁ - ସମରେନ୍ଦ୍ର ବଲାଙ୍ଗିର, ତା.୨୩.୧୦- ଦେଶରେ ବର୍ତ୍ତମାନ ଏକ ପ୍ରଚଣ୍ଡ ପରିବର୍ତ୍ତନ ର ସ୍ୱର ଆସୁଛି । ଛାତ୍ର, ଯୁବକ ଏବେ ଜନବିରୋଧି ସରକାରଙ୍କ ବିରୁଦ୍ଧରେ ସ୍ୱର ତିବ୍ର କରିଛନ୍ତି । କଂଗ୍ରେସ ଆଜି ପର୍ଯ୍ୟନ୍ତ ଏକ ପ୍ରତିକୂଳ ପରିସ୍ଥିତିରେ…

ବାଳିକାମାନଙ୍କର ଫୁଟବଲ ସ୍ୱପ୍ନକୁ ସାକାର କରୁଛି ଆଦିତ୍ୟ ଆଲୁମିନିୟମ

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡର ଏକ ୟୁନିଟ୍‌ ଆଦିତ୍ୟ ଆଲୁମିନିୟମ ପ୍ରୋଜେକ୍ଟ ଲକ୍ଷ୍ୟ ଜରିଆରେ ଓଡ଼ିଶାରେ ଗ୍ରାମାଞ୍ଚଳ ଓ ଆଦିବାସୀ ବାଳିକାମାନଙ୍କ ନିମନ୍ତେ ନୂତନ ସୁଯୋଗ ସୃଷ୍ଟି କରୁଛି । ଏହି ପ୍ରୟାସ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି…

କୋଟିଆରେ ଆନ୍ଧ୍ରର ନିର୍ବାଚନୀ ପ୍ରଚାର ପ୍ରସଙ୍ଗ:ଡବଲ ଇଞ୍ଜିନ ସରକାରଙ୍କ ଅସହାୟତାକୁ ନେଇ
ପ୍ରଶ୍ନ ଉଠାଇଲା ବିଜେଡି

ଟି୍ରପଲ ଇଞ୍ଜିନ ସରକାର ଥାଇ କୋଟିଆକୁ ନେଇ ରାଜ୍ୟ ସରକାର ସୁପି୍ରମକୋର୍ଟର ଦ୍ୱାରସ୍ଥ ହେବା ନିନ୍ଦନୀୟ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଆନ୍ତୁ ନାହିଁ ଡବଲ ଇଞ୍ଜିନ ସରକାର ସୀମା ସୁରକ୍ଷା ପାଇଁ ପଦକ୍ଷେପ ନିଅନ୍ତୁ ଡବଲ ଇଞ୍ଜିନ ସରକାର ଭୁବନେଶ୍ୱର,…

କିଟୁମ୍ବା ଗ୍ରାମରେ ନାଲ୍‌ସା ଯୋଜନାର ଦୁଇମାସିଆ ମେଗା ଡ୍ରାଇଭ୍ ଉଦ୍‌ଯାପିତ

ଆଇନ ସଚେତନତା ସହ ଶ୍ରମିକ କାର୍ଡ ଓ କମ୍ବଳ ବଣ୍ଟନ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ଆଇନ ସେବା ପ୍ରାଧିକରଣର ନିର୍ଦ୍ଦେଶକ୍ରମେ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ମାର୍ଗଦର୍ଶନରେ ତଥା ଗଜପତି ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର…

ଟାଇବ୍ରେକରରେ ଶରଣକୁଳ ଏଫ୍‌ସିକୁ ହରାଇ ଖଣ୍ଡପଡ଼ା ଏଫ୍‌ସି ଦ୍ୱିତୀୟ ସେମିଫାଇନାଲରେ

, ଗୌଡ଼ପୁଟ, ୨୩।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ଗୌଡ଼ପୁଟରେ ବୁଢ଼ାବୁଢ଼ିଆଣୀ କ୍ରୀଡ଼ା ସଂସଦ ଓ ନେତାଜୀ କ୍ଲବ ଗୌଡ଼ପୁଟର ଆନୁକୂଲ୍ୟରେ ଆୟୋଜିତ ୪୬ତମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟର ତୃତୀୟ ଦିବସରେ ଖଣ୍ଡପଡ଼ା ଏଫ୍‌ସି ବିଜୟୀ ହୋଇ ଦ୍ୱିତୀୟ ସେମିଫାଇନାଲକୁ ଉନ୍ନୀତ ହୋଇଛି। ଏକ…

ଓଡ଼ଗାଁରେ ପ୍ରଥମ ମହିଳା ପ୍ରଦର୍ଶନୀ କ୍ରିକେଟ୍ ମ୍ୟାଚ୍,ଗଞ୍ଜାମକୁ ୪୬ ରନ୍‌ରେ ହରାଇ ପୁରୀ ଦଳ ବିଜୟୀ

ଦ୍ୱିତୀୟ ଡେଭିଡ୍ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଓଡ଼ଗାଁ, ୨୩।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଓଡ଼ଗାଁ ମିନି ଷ୍ଟାଡିୟମ୍‌ରେ ଆୟୋଜିତ ଦ୍ୱିତୀୟ ଡେଭିଡ୍ ମେମୋରିଆଲ୍ ସର୍ବଭାରତୀୟ କ୍ରିକେଟ୍…

ତିନି ମାସ ହେଲା ମିଳିନି ଭତ୍ତା, ବିଡିଓଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରୀ

କୁରାଳ ଓ ଗିରିଡିପଲ୍ଲୀ ପଞ୍ଚାୟତର ୨୫ରୁ ଊର୍ଦ୍ଧ୍ୱ ମହିଳାଙ୍କ ଅଭିଯୋଗ ଓଡ଼ଗାଁ, ୨୩।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ଭତ୍ତା ବଣ୍ଟନକୁ ନେଇ ଅନିୟମିତତା ଅଭିଯୋଗ ହେଉଥିବା ବେଳେ କୁରାଳ ଓ ଗିରିଡିପଲ୍ଲୀ ପଞ୍ଚାୟତର ୨୫ରୁ…

ବାକ୍‌-ଶ୍ରବଣ ବାଧିତ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ,

ବାରମ୍ବାର ଗର୍ଭପାତ କରାଇଥିବା ଅଭିଯୋଗ, ଅଭିଯୁକ୍ତ ଗିରଫ, ଓଡ଼ଗାଁ,୨୩।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ଫାଣ୍ଡି ଅଞ୍ଚଳରେ ଜଣେ ୨୮ ବର୍ଷୀୟା ବାକ୍‌ ଓ ଶ୍ରବଣ ବାଧିତ ଭିନ୍ନକ୍ଷମ ଯୁବତୀଙ୍କୁ ଦୀର୍ଘଦିନ ଧରି ବାରମ୍ବାର…

ଦୁର୍ଗାପୂଜା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସମ୍ମାନିତ ହେଲେ ପୋଲିସ ମିଡ଼ିଆ ଏନଏସି

ବିସର୍ଜନ ହେଲା ମାଁଙ୍କ ମୃଣୟୀ ପ୍ରତିମା ଜି.ଉଦୟଗିରି, ୨୩/୧୦(ଅବନୀ କୁମାର ପ୍ରଧାନ )ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଅବସରରେ ଭଲ ପାଗ ରହିଥିବା ବେଳେ ଜି.ଉଦୟଗିରି ଠାରେ ମାଁ ଦୁର୍ଗା ଙ୍କ ବିଜୟ ଦଶମୀ ଉତ୍ସବ ମହା ଆଡମ୍ବରରେ ପାଳନ କରାଯାଇଛି | ଦୁର୍ଗା ପୂଜା ପରିଚାଳନା କମିଟି ସଭାପତି…