ବେଦାନ୍ତ ଲାଞ୍ଜିଗଡ଼ର ତୀରନ୍ଦାଜ ପ୍ରୟାସ: ଓଡ଼ିଶା ସ୍କୁଲ ତୀରନ୍ଦାଜ ଚାମ୍ପିଅନସିପରେ ୧୨ଟି ପଦକ ଜିତି ଚାମ୍ପିଅନ
ଲାଞ୍ଜିଗଡ଼, ୧୦ ଅକ୍ଟୋବର ୨୦୨୫: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ଼ରେ ଏହାର ତୃଣମୂଳ କ୍ରୀଡା ପଦକ୍ଷେପରେ ଏକ ପ୍ରମୁଖ ସଫଳତା ହାସଲ କରିଛି । ଏହି କାର୍ଯ୍ୟକ୍ରମର ଯୁବ ତୀରନ୍ଦାଜମାନେ ଓଡ଼ିଶା ସ୍କୁଲ ତୀରନ୍ଦାଜ ଚାମ୍ପିଅନସିପରେ ପ୍ରତିଷ୍ଠିତ…