ବେଲଗୁଣ୍ଠାରେ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ କଂଗ୍ରେସ ନେତା ହରି କୃଷ୍ଣ ରଥ: କ୍ଷତିପୂରଣ ଓ ସ୍ଥାୟୀ ସମାଧାନ ପାଇଁ ଦାବି…
ବେଲଗୁଣ୍ଠା-୧/୧୧-(ଶିବରାମ ଚୌଧୁରୀ )-ଅର୍ଣ୍ଣବ ବାତ୍ୟା ପରବର୍ତ୍ତୀ ବନ୍ୟା ଗଞ୍ଜାମ ଜିଲ୍ଲା, ବେଲଗୁଣ୍ଠା ବ୍ଳକ୍ ରେ ମଧ୍ୟ ବ୍ୟାପକ କ୍ଷତି ଘଟାଇଥିବାବେଳେ ବାତ୍ୟାଠାରୁ ମଧ୍ୟ ବନ୍ୟାର ଦୁର୍ଦ୍ଦଶା ଅଧିକ ଭୟାବହ ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ସୋରଡ଼ା ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ!-->…