ପାର୍ବତୀ ଗିରିଙ୍କ ଶତବାର୍ଷିକୀ ପାଳନ ପାଇଁ ପ୍ରଶାସନିକ ବୈଠକ
ବିଜେପୁର :-ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଶତବାର୍ଷିକୀ ଉତ୍ସବ ଆସନ୍ତା ୧୯ ତାରିଖରେ ଗରିମାମୟ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯିବା ନେଇ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେପୁର ବ୍ଲକ ସମ୍ବିଳନୀ କକ୍ଷ ଠାରେ ଅନୁଷ୍ଠିତ…