ବାଲେଶ୍ଵର: ରାମକୃଷ୍ଣ ଆଇଡ଼ିଆଲ ପବ୍ଲିକ ସ୍କୁଲ ର ୧୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ l ସଭାପତି ପ୍ରତିଷ୍ଠାତା ସମାଜସେବୀ ମହେଶ୍ୱର ପାତ୍ର, ମୁଖ୍ୟ ଅତିଥି, ଡ଼ଃ ଅକ୍ଷୟ କୁମାର ପାଣିଗ୍ରାହୀ, ଓଡ଼ିଆ ଅଧ୍ୟାପକ ପଞ୍ଚଲିଙ୍ଗେଶ୍ୱର ଡିଗ୍ରୀ କଲେଜ, ମୁଖ୍ୟ ବକ୍ତା ଡ଼ଃ ପ୍ରଦୀପ୍ତ କୁମାର ମିଶ୍ର, ଓଡ଼ିଆ ଅଧ୍ୟାପକ ନୀଳଗିରି ମହିଳା ଡିଗ୍ରୀ କଲେଜ l ସମ୍ମାନିତ ଅତିଥି ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନାରାୟଣ ପରିଡା, ପ୍ରିନ୍ସପାଲ କୃତି ରାଣୀ ପାତ୍ର, ମଞ୍ଚ ପରିଚାଳନା ସ୍ନେହାଞ୍ଜଳି ପ୍ରଧାନ l ଏଥିରେ ସହକାରୀ ଶିକ୍ଷୟିତ୍ରୀ ବର୍ଷା ପ୍ରିୟଦର୍ଶିନୀ ସାହୁ, ଶୁଭଶ୍ରୀ ଦାସ, ମୋନାଲିସା ମଲ୍ଲିକ, ପ୍ରୀତିଲତା ବେହେରା, ଅଭିଲିପ୍ସା ପାଣିଗ୍ରାହୀ ଅର୍ପିତା ଦାସ ଏବଂ ନବକିଶୋର ଦାସ ଅଜୟ କୁମାର ରାଉତ,ପ୍ରମୁଖ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.