ପେଟ୍ରୋଲରେ ନିଆଁ, ଏପ୍ରିଲ ୭ରେ ସବୁ ପେଟ୍ରୋଲ ଟାଙ୍କିକୁ ଶାନ୍ତିପୂର୍ଣ ଟାର୍ଗେଟ କରିବ ବିଜେଡି
ଅହେତୁକ ତୈଳ ଦର ବୃଦ୍ଧି କରି ସାଧାରଣ ଜନତାଙ୍କୁ ଶୋଷଣ କରୁଥିବା କେନ୍ଦ୍ର ସରକାର ବିରୋଧରେ ତିନିଘଂଟିଆ ଶାନ୍ତିପୂର୍ଣ୍ଣ ଜନସଚେତନତା
ଭୁବନେଶ୍ୱରରୁ ଚକ୍ରଧର ମାଝି : ତୈଳର ଅହେତୁକ ଦରବୃଦ୍ଧି ସାଧାରଣ ଖାଉଟିଙ୍କ ଠାରୁ ଆରମ୍ଭ କରି ଅର୍ଥନୀତିର ସମସ୍ତ କ୍ଷେତ୍ରକୁ ପ୍ରଭାବିତ କରିଛି ।…