ଗୋମତୀ ସୁନାଙ୍କ ଘରେ ଲଞ୍ଚ କରିବେ ଅମିତ ଶାହ
ବଲାଙ୍ଗୀର ଜିଲ୍ଲାର ଦେଗାଁରୁ ନୀରୋଜ ମିଶ୍ର : ବଲାଙ୍ଗୀର ଜିଲ୍ଲାର ଦେଗାଁ କଛାରପାଲି ଗୋମତୀ ସୁନାଙ୍କ ଘରେ ଭୋଜନ କରିବେ ଅମିତ ଶାହା | ପରିବାର ମହିଳା ଝିଅ ମାନେ ମିଶି ଅମିତଙ୍କ ଲାଗି ପ୍ରସ୍ତୁତ କରିଛନ୍ତି ପାରମ୍ପରିକ ବ୍ୟଞ୍ଜନ | ବହଲକଢ଼ ଶାଗ, ଡାଲି, ପୁରୀ , ଭାତ, ବଡ଼ି, ଖିରି,…