ଯାଜପୁର ରୁ ଜୟଶଙ୍କର ଦାଶ: ଓଡିଆ ଭାଷାର ବ୍ୟାପକ ପ୍ରଚଳନ, ପ୍ରଚାର ଓ ପ୍ରସାର ପାଇଁ ସରକାର ବହୁବିଧ ଊଦ୍ୟମ କରୁଚ୍ଥନ୍ତି । ଜିଲ୍ଳ୍ା ପ୍ରଶାସନ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ୨୦୧୮ ମସିହା ଜାନୁୟାରୀ ମାସ ଠାରୁ ସମସ୍ତ ପାଂଇଲ ପତ୍ର ଓଡିଆରେ କରିବା ପାଇଁ ଜିଲ୍ଳ୍ାପାଳ ରଂଜନ କୁମାର ଦାସ କଡା ନିଦେ୍ର୍ଧଶ ଜାରି କରିଚ୍ଥନ୍ତି । ତେବେ ଅପ୍ରେଲ ପହିଲା ଠାରୁ ଏହାକୁ ଅଧିକ କଡାକଡି କରିବାକୁ ଜିଲ୍ଳ୍ାପାଳ ନିଦେ୍ର୍ଧଶ ଦେଇଚ୍ଥନ୍ତି । ଯେଊଁମାନେ ଓଡିଆରେ ପାଂଇଲ ନ ଦେବେ ସେମାନଙ୍କୁ ଆର୍ଥିକ ଦଣ୍ଡର ବ୍ୟବସ୍ଥା କରାଯାଇଚ୍ଥି । ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଓଡିଆରେ ପାଂଇଲ ନେଣ ଦେଣ କରିବା, କେବଳ କୋର୍ଟ କଚେରୀ ବା ଜୁଡିସିଆଲ କ୍ଷେତ୍ରରେ ଯେହେତୁ ଏହା କୋର୍ଟ କଚେରୀ ପର୍ଯ୍ୟାୟଭୁକ୍ତ ରହୁଚ୍ଥି ସେଥିପାଇଁ ଏହାକୁ ଇଂରାଜୀରେ କରାଯାଇପାରେ । କିନ୍ତୁ ନୋଟ୍ ସିଟ୍ ଓଡିଆରେ ଊଲ୍ଲେଖ କରିବାକୁ ଜିଲ୍ଳ୍ାପାଳ ନିଦେ୍ର୍ଧଶ ଦେଇଚ୍ଥନ୍ତି । ମଙ୍ଗଳବାର ଅପରାହ୍ନରେ ଏ ସଂପର୍କିତ ଏକ ଭିଡିଓ କନ୍ପଂରେନ୍ସ ରାଜ୍ୟ ଊନ୍ନୟନ କମିଶନର ଆର୍. ବାଲ୍୍କିଷ୍ଣନଙ୍କ ଅଧ୍ୟକ୍ଷତାରେ ଅନୂଷ୍ଠିତ ହୋଇଥିଲା । ସରକାରୀ ଦପ୍ତର ସହ ସମସ୍ତ ଦୋକାନ, ବାଣିଜି୍ୟକ ପ୍ରତିଷ୍ଠାନ ମାନଙ୍କରେ ଓଡିଆ ପଂଳକ ଦୋକାନ ଓ ବାଣିଜି୍ୟକ ପ୍ରତିଷ୍ଠାନ ଆଇନ ୧୯୫୬ ଧାରା ୩୮ ଅନୁଯାୟୀ କରିବାକୁ ଜିଲ୍ଳ୍ା ପ୍ରଶାସନକୁô ସେ ନିଦେ୍ର୍ଧଶ ଦେଇଥିଲେ । ଏହାର ଊପଯୁକ୍ତ ଅନୁଧ୍ୟାନ କରି ଊଲଂଘନ କ୍ଷେତ୍ରରେ କଡା ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ବାଲ୍୍କିଷ୍ଣନ ନିଦେ୍ର୍ଧଶ ଦେଇଚ୍ଥନ୍ତି । ତେବେ ସର୍ବ ପ୍ରଥମେ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଆସନ୍ତା ଂ୧୫ ଦିନ ମଧ୍ୟରେ ନାମ ପଂଳକ ଂଓଡିଆରେ ଲେଖାଯିବ । ପୈାର ନିର୍ବାହୀ ଅଧିକାରୀ, ଜିଲ୍ଳ୍ା ଶ୍ରମ ଅଧିକାରୀ ନିୟମିତ ଏ ସଂପର୍କରେ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନ ଗୁଡିକୁ ଯାଂଚ କରି ନାମ ପଂଳକ ଓଡିଆରେ କରାଯାଇଚ୍ଥି ବୋଲି ଜିଲ୍ଳ୍ାପାଳଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବାକୁ ନିଦେ୍ର୍ଧଶ ଦିଆଯାଇଚ୍ଥି । ସମସ୍ତଙ୍କୁ ପ୍ରଥମେ ସଚେତନ କରାଯିବ । ତେବେ ଏହାର ଉଲ୍ଲଘଂନ କ୍ଷେତ୍ରରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରିବାକୁ ଜିଲ୍ଲାପାଳ ସତର୍କ କରାଇ ଦେଇଛନ୍ତି ।
ଭିଡିଓ କନ୍ପଂରେନ୍ସରେ ଜିଲ୍ଳ୍ାପାଳ, ଉପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଳ୍ା ଶ୍ରମ ଅଧିକାରୀ ଶିବ ଶଙ୍କର ମିଶ୍ର, ବ୍ୟାସନଗର ପୈାର ନିର୍ବାହୀ ଅଧିକାରୀ ମୋହନ ଚରଣ ଜେନା ପ୍ରମୁଖ ଯୋଗ ଦେଇଥିଲେ ।