ଜାମିନ୍ ଆବେଦନ ଖାରଜ ,ଜେଲ ଗଲେ ବିଧାୟକ ପ୍ରଭାତ ବିଶ୍ୱାଳ

  ଭୁୁବନେଶ୍ୱର, - ସିସୋର ଚିଟଫଣ୍ଡ ଲିଙ୍କ୍ ମାମଲାରେ ଗିରଫ ହୋଇଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କର ଜାମିନ୍ ଆବେଦନ ଖାରଜ ହୋଇଯାଇଛି । ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟ ଏହାକୁ ଖାରଜ କରିଛନ୍ତି ।  ଶନିବାର ବିଧାୟକ ଶ୍ରୀ ବିଶ୍ୱାଳଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯାଇଥିଲା  ।…

ଅଣଓଏଏସ ସେବାର ଦୁଇ ବରିଷ୍ଠ ଅଧିକାରୀ ପାଇଲେ ଆଇଏଏସ

ଓଡିଶା ଅର୍ଥ ସେବା(ଓଏଫଏସ)ର ବରିଷ୍ଠ ଅଧିକାରୀ ପ୍ରଫୁଲ୍ଲ କୁମାର ରାଉତ ଓ ପଂଚାୟତିରାଜ ସେବାର ବରିଷ୍ଠ ଅଧିକାରୀ ସ୍ମୃତିରଞ୍ଜନ ପ୍ରଧାନ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି  । ଅଣ ଓଏଏସ ବର୍ଗରୁ ଚଳିତବର୍ଷ  ଏହି ଦୁଇ ଅଧିକାରୀଙ୍କ ଆଇଏସ ପାହ୍ୟାକୁ ପଦୋନ୍ନତି…

ବାଲେଶ୍ୱରଠାରେ ଫେସବୁକର ସର୍ବବୃହତ କର୍ମଶାଳା ସାମିଲ ହେଲେ ୨୨୫୦ ଉଦ୍ୟୋଗୀ

ଭୁବନେଶ୍ୱର- ଫେସବୁକର ଗ୍ଲୋବାଲ ବୁଷ୍ଟ ଇଓର ବିଜ୍ନେସ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ୨୨୫୦ ଜଣ ଅଣୁ ଉଦ୍ୟୋଗୀ ଏବଂ ସ୍ୱୟଂ ସହାୟକ ଗୋÂୀର ସଦସ୍ୟସଦସ୍ୟାଙ୍କୁ ଡିଜିଟାଲ ବିପଣନ ଦକ୍ଷତାରେ ବାଲେଶ୍ୱରଠାରେ ପ୍ରଶିକ୍ଷିତ କରାଯାଇଛି । ସେଥିମଧ୍ୟରୁ ୭୮୦ ଜଣ ଫେସବୁକ ପେଜ୍ ସୃଷ୍ଟି କରିଛନ୍ତି ।  ବୁଷ୍ଟ…

ବିଶିଷ୍ଟ ଲେଖିକା ବନଜ ଦେବୀ ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର-  ବିଶିଷ୍ଟ ଲେଖିକା ବନଜ ଦେବୀ ତାଙ୍କ ରଚିତ ଗଳ୍ପ ସଙ୍କଳନ "କାଠପୁଅ' ନିମନ୍ତେ ୩୮ତମ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଶାରଳା ପୁରସ୍କାର ଊପଦେଷ୍ଟା ପରିଷଦ ବୈଠକରେ ଏହି ସିଦ୍ଧାନ୍ତ ଗ୍ରହଣ କରାଯାଇଛି । ପୁରସ୍କାରସ୍ୱରୂପ ଶ୍ରୀମତୀ ବନଜ ଦେବୀଙ୍କୁ ପାଂଚଲକ୍ଷ…

ବାରଣାସୀରେ ଦୀନଦୟାଲ ହସ୍ତକଳା ସଙ୍କୁଳ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ବାରଣାସୀ-ବଦୋଦରା ମହାମନା ଏକ୍ସପ୍ରେସ ଚଳାଚଳର…

  ଭୁୁବନେଶ୍ୱର, - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଗସ୍ତ ଅବସରରେ ଏକ ହସ୍ତଶିଳ୍ପ ବିପଣନ କେନ୍ଦ୍ର-ଦୀନଦୟାଲ ହସ୍ତକଳା ସଙ୍କୁଳକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନଭେମ୍ବର ୨୦୧୪ରେ ଏହି କେନ୍ଦ୍ର ପାଇଁ ଆଧାରଶିଳା ରଖିଥିଲେ । ଉଦ୍ଘାଟନ ପରେ…

ପ୍ରତାପଙ୍କ ନାଲିଆଖି ପରେ ବନ୍ଦ ହେଲା ରୋଗୀଙ୍କୁ ‘ନଟ୍ ଫରସେଲ’ ମେଡିସିନ୍ ବିକ୍ରି ଆ·ର୍ଯ୍ୟ ହରିହର ହରିହର କର୍କଟ…

ନୂଆଦିଲ୍ଲୀ  : ନଟ ଫର୍ ସେଲ୍ ବୋଲି ଉଦ୍ଧିଷ୍ଟ ହୋଇଥିବା ମେଡିସିନ ରୋଗୀଙ୍କୁ ବିକ୍ରୀ କରାଯାଇପାରିବ ନାହିଁ ବୋଲି ସରକାରଙ୍କ ଦ୍ୱାରା ପରିଚାଳିତ ଆଚାର୍ଯ୍ୟହରିହର ଆଚଳିକ କର୍କଟ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି  । ନଟ୍ ଫର ସେଲ ମେଡିସିନ୍ ଗୁଡିକ୍ ବିକ୍ରୀ ହେଉଛି ବୋଲି ଅଭିଯୋଗ ହେବା…

ଲୋକାର୍ପିତ ହେଲା ରାଜ୍ୟର ଦ୍ୱିତୀୟ (କଲାମ)ପ୍ଲାନେଟୋରିଅମ ଖୁବଶିଘ୍ର ରାଜ୍ୟରେ ଆଉ ୩ଟି ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ…

ବୁର୍ଲା/ସମ୍ବଲପୁର,ସମ୍ବଲପୁରର ବୁର୍ଲ୍ଲା ଠାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକର୍ପିର୍ତ ହୋଇଯାଇଛି  ଏପିଜେ ଅବଦୁଲ କଲାମ ପ୍ଲାନେଟୋରିଅମ ଓ ସାଇନ୍ସ ପାର୍କ ।  ଏହି ପ୍ଲାନେଟୋରିଅମର ଉଦ୍ଘାଟନ ରାଜ୍ୟ ପାଇଁ ଏକ ପ୍ରମୁଖ ଉପଲବ୍ଧି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ…

ଧାର୍ଯ୍ୟ ସମୟ ପୂର୍ବରୁ ପ୍ରଭାତଙ୍କୁ କୋର୍ଟରେ ହାଜର କଲା ସିବିଆଇ ବିଶେଷ ଖିଅ ପାଇଲାନି, ସିବିଆଇ ମାଗିଲା ଇଡିର…

ଭୁବନେଶ୍ୱରରୁ ଦୀନବନ୍ଧୁ ନାୟକ : ସିବିଆଇ ରିମାଣ୍ଡର ଅବଧିପୂର୍ବରୁ ସିବିଆଇ ଅଦାଲତରେ ହାଜର କରାଇଦେଇଛି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ   । ଭିତର ଖବର ଅନୁଯାୟୀ ସିବିଆଇ ପ୍ରଭାତଙ୍କୁ ବେଶୀ ସମୟ ଜେରା କରିପାରିନି  । ଯଦିଓ ପ୍ରଭାତ ଅସୁସ୍ଥ ଥିବା ଯୋଗୁ ଜେରା ସମ୍ଭବ ହୋଇପାରିନାହିଁ ବୋଲି…

ରୋମ ଜଳିଲା ବେଳେ ସମ୍ରାଟ ନୀରୋଙ୍କ ବଂଶୀ ବାଦନ, ଏପଟେ ଝାରସୁଗୁଡା ବନହାରପଲ୍ଲୀ ସ୍ଥିତ ଓପିଜିସି ର ଦ୍ଵିତୀୟ ୟୁନିଟ…

ଭୁବନେଶ୍ୱରରୁ ଗିରିଜା ଶଙ୍କର ଦାଶ :କଥାରେ ଅଛି ରୋମ ଜଳିଲା ବେଳେ ସମ୍ରାଟ ନିରୋ ବଂଶୀ ବାଦନ କରୁଥିଲେ .......ଏବେ ସେଭଳି ପରିସ୍ଥିତି ସୃଷ୍ଟି ହୋଇଛି ଓଡିଶା ପାୱାର ଜେନେରେସନ କର୍ପୋରେସନ ରେ । ଏପଟେ ଝାରସୁଗୁଡା  ବନହାରପଲ୍ଲୀ ସ୍ଥିତ ଓପିଜିସି ର ଦ୍ଵିତୀୟ ୟୁନିଟ ଅଚଳ ହୋଇ ଦୈନିକ ୫୦ ଲକ୍ଷ…

ସିବିଆଇ ତଦନ୍ତ ପ୍ରକ୍ରିୟାର ଗତି ଓ ପ୍ରକୃତି ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ : ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛି…

ଭୁବନେଶ୍ୱର : ସିବିଆଇ ଚିଟ୍‍ଫଣ୍ଡ ତଦନ୍ତ ବ୍ୟାପାରରେ ଯେଉଁଭଳି ଭାବରେ ଗତି କରୁଛି, ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି । ଚିଟ୍‍ଫଣ୍ଡ ଜମାକାରୀଙ୍କ ସ୍ୱାର୍ଥର ସୁରକ୍ଷା ତଥା ସେମାନେ କିଭଳି କଷ୍ଟ ଉପାର୍ଜିତ ଅର୍ଥ ଫେରିପାଇବେ ସେଥିପାଇଁ ସିବିଆଇର କୌଣସି ନିଘା ନାହିଁ । ଗତ ୩ବର୍ଷ ଧରି…