ଯେତେ କହିଲେ ଭାଗବତ, ତୋଷ ନୋହିଲା ମୋର ଚିତ୍ତ : ନେସ୍କୋ ସାଜିଛି ବାରିପଦାର ହୋୟାଂହୋ

 ଯିଏ ଯାହା କହୁ ମୋର ଢେ଼ା , ଘନ ଘନ ବିଦୁ୍ୟତ୍ କାଟ ଚାଲି ଥାଉ ବାରିପଦା(ଦିଲ୍ଲୀପ ମହାନ୍ତି )-  ବାରିପଦା ପୌରପରିଷଦରେ ଯିଏ ଯାହା କହୁ ମୋର ଢେ଼ା, ବିଦୁ୍ୟତ୍ କାଟ ଚାଲିଥାଉ ନ୍ୟାୟରେ ଆଜି ପୂର୍ବାହ୍ନରୁ ଅପରାହ୍ନ ୪.୪୦ ମିନିଟ ପର୍ଯ୍ୟନ୍ତ ପ୍ରଥମେ ପ୍ରତ୍ୟେକ ୧୦/୧୫ ମିନିଟ ବ୍ୟବଧାନରେ ଥରେ,…

‘ମୋ ସ୍କୁଲ’ ପ୍ରତି ମୋର ମଧ୍ୟ କିଛି କର୍ତ୍ତବ୍ୟ ରହିଛି- ଜିଲ୍ଲାପାଳ

  ବାରିପଦା(ଦିଲ୍ଲୀପ ମହାନ୍ତି )- ଆମ ମଧ୍ୟରେ ଅନ୍ତର୍ନିହିତ ଗୁଣାବଳୀ ଓ ମାନସିକ ଶକ୍ତିର ବିକାଶ ନିମନ୍ତେ ଶିକ୍ଷା ଅପରିହାର୍ଯ୍ୟ ଏବଂ ଏହା ବିଦ୍ୟାଳୟରେ ଆମକୁ ମିଳି ଥାଏ । ଏହି ବିଦ୍ୟାଳୟ ପ୍ରତି ଆମର ମଧ୍ୟ କିଛି କର୍ତ୍ତବ୍ୟ ଓ ଉତ୍ତରଦାୟିତ୍ୱ ରହିଛି । ଏଥି ନିମନ୍ତେ ୨୦୧୭ ପବିତ୍ର ଶିଶୁ…

ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର କଡ଼ା ଜବାବ ଦିଆଯିବ : ପିସିସି ସଭାପତି

ପଣ୍ଡାପଡ଼ାରେ କୁଡ଼ୁମୀ ସମ୍ପ୍ରଦାୟର ସମସ୍ୟା ନେଇ ବିଶାଳ ସମାବେଶ   ଯଶୀପୁର :  କୃଷି ରାଜ୍ୟ ଅର୍ଥନୀତିର ଚାବିକାଠି । କୃଷି ଓ କୃଷକର ବିକାଶ ନ ହେଲେ ରାଜ୍ୟର ବିକାଶ ଘଟିବା ସମ୍ଭବ ନୁହେଁ । କିନ୍ତୁ ଏଠାରେ ଚାଷୀକୁଳ ସବୁଠାରୁ ଅବହେଳିତ । ବିଶେଷ କରି ଓଡ଼ିଶାର ୮ଟି ଜିଲାରେ ବସବାସ…

ଲୋକଂକୁ ପିଇବାକୁ ପାଣି ମିଳୁନି, ସରକାର ଲାହିରେ ତେଲ ଦେଇ ସୋଇଛନ୍ତି 

 ପଶ୍ଚିମ ଓଡିଶା  ପ୍ରତି ସରକାରଙ୍କ ଇଏ କି ଉଦାସୀନତା !  ପଦ୍ମପୁରବାସୀଙ୍କ ପ୍ରଶ୍ନ : ନାଗେନ ଦର୍ହାରେ ସ୍ଥାୟୀ ବ୍ୟାରେଜ ନିର୍ମାଣ କେବେ? ପଦ୍ମପୁର/ନୀଳ ଦୀପ -ବରଗଡ଼ ଜିଲ୍ଲାର ପଦ୍ମପୁର ସହରାଞ୍ଚଳକୁ ଜଳ ଯୋଗାଣ କ୍ଷେତ୍ରରେ ପ୍ରାୟତଃ ସବୁବେଳେ ଅବହେଳା କରାଯାଉଛି । ୨୫ ହଜାର ଜନସଂଖ୍ୟା…

ବୁଦ୍ଧଦେବ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଶିଖାରାଣୀଙ୍କ କୃତିତ୍ୱ

ପଦ୍ମପୁରରୁ ନୀଳ ଦୀପ :  ୨୦୧୮ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଗନିଅାଁପାଲି ବୁଦ୍ଧଦେବ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶିଖାରାଣୀ ପ୍ରଧାନ ୯୦% (ନବେ ପ୍ରତିଶତ) ମାର୍କ ରଖିଇ୧ଗ୍ରେଡ ପାଇ କୃତୀତ୍ୱର ସହ ଉତିର୍ଣ୍ଣ ହୋଇଛନ୍ତି । ସେ ସମଗ୍ର ଗାଇସିଲାଟ ବ୍ଲକରୁ ଜଣେ…

ପଦ୍ମପୁର ସହରରେ ଜଳ ସଙ୍କଟ ଉତ୍କଟ : ପ୍ରତିକାର ପାଇଁ ଦାବି

  ପଦ୍ମପୁର ରୁ ନିଳ ଦୀପ-ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ପଦ୍ମପୁର ସହରରେ ପାନୀୟ ଜଳ ଘୋର ଅଭାବ ଦେଖାଦେଇଛି। ପଦ୍ମପୁର ସହରକୁ ଜଳଯୋଗାଇ ଦେବା ପାଇଁ ନାଗେନଦର୍ହା ଜଳ ପ୍ରକଳ୍ପର ପ୍ରସ୍ଥାବ ଥିଲେ ମଧ୍ୟ ରାଜନୈତିକ ଓ ପ୍ରଶାସନର ଇଚ୍ଛା ଶକ୍ତିର ଅଭାବ ଯୋଗୁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ ।…

ଜେସିବି ମେସିନକୁ ଧକ୍କା  ଦେଲା  ଏକ୍ସପ୍ରେସ୍‌ ଟ୍ରେନ୍। 

 ଯାଜପୁର/ Jayshankar Dash/Biswajit Majhi  : ହରିଦାସପୁର ଷ୍ଟେସନ ନିକଟ ଲେବଲ କ୍ରସିଂରେ ଏକ ଜେସିବି ମେସିନକୁ ଧକ୍କା ଦେଇଛି ଏକ୍ସପ୍ରେସ୍‌ ଟ୍ରେନ୍। ଜଗୁଆଳିବିହୀନ ଲେବୁଲ୍ କ୍ରସିଂରେ ଘଟିଛି ଏହି ଘଟଣା। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଟ୍ରାକ୍‌ରେ ଜେସିବି ଖରାପ ହୋଇଟିବା ପରେ ଏହାର…

ମାଟିର ଗୌରବ  ଅଵିନାଶଙ୍କୁ ଭବ୍ୟ ସମ୍ବର୍ଧନା 

ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହୋଇ ବଢ଼ାଇଛନ୍ତି ଏ ଅଂଚଳର ଗର୍ବ ମେଲଛାମୁଣ୍ଡା ହାଇସ୍କୁଲର ପୁରାତନ ଛାତ୍ର  ଓ ଝୁନୁଙ୍ଗାପାଲି ଗ୍ରାମବାସୀଙ୍କ ଦ୍ୱାରା ଅବିନାଶ ମିଶ୍ରଙ୍କୁ ଭବ୍ୟ ସମ୍ବର୍ଧନା ବରଗଡ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା…

ରାଜସ୍ୱ ଅମଲାଙ୍କ ସମୂହ ଛୁଟି ନବମ ଦିନରେ

ବଲାଙ୍ଗିର /ନୀରୋଜ ମିଶ୍ର -ଜିଲ୍ଲା ରାଜସ୍ୱ ଅମଲା ସଂଘର ସମୂହ ଛୁଟି ଆନେ୍ଦାଳନ ଅଷ୍ଟମ ଦିନରେ ପହଂଚିଛି। ଉକ୍ତ ଆନ୍ଦୋଳନ ଯୋଗୁଁ କର୍ମଚାରୀ ମାନଙ୍କ ଅନୁପସ୍ଥିତିରେ ଜନସାଧାରଣ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାର ସମସ୍ତ ବ୍ଲକ, ତହସିଲ ତଥା ଅନ୍ୟାନ୍ୟ କାର୍ଯ୍ୟାଳୟରେ…

 ଦିବ୍ୟାଙ୍ଗଙ୍କ  ପ୍ରତି କେନ୍ଦ୍ର କରୁଛି  ଅବିଚାର :   ବିଜୟ 

ଦିବ୍ୟାଙ୍ଗଙ୍କ ସ୍ୱାବଲମ୍ବନ ସ୍କିମରେ  ରାଜ୍ୟ ସରକାର ଅଂଶଧନ ଜମା କରିସାରିଥିବା ବେଳେ  ୩ବର୍ଷରେ ଗୋଟିଏ ଟଙ୍କା ବି ଦେଇନି କେନ୍ଦ୍ର ସରକାର  ଭୁବନେଶ୍ୱର : ଓଡ଼ିଶାରେ ଦିବ୍ୟାଙ୍ଗଙ୍କୁ ବୀମାଭୁକ୍ତ କରିବାକୁ ସ୍ୱାବଲମ୍ବନ ସ୍କିମ ୨୦୧୫ରୁ ପ୍ରଣୟନ କରାଯାଇଛି । ଦୀର୍ଘ ୩ବର୍ଷ ଧରି ଏହା…