ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମିରେ ଗାନ୍ଧୀ ଷ୍ଟାଡିୟମ୍‌?

କାହା ଜମି, କାହା ଅଧିକାର—ଓସିଏକୁ ଗଲା କେମିତି? ଡେପୁଟି ସିଏମ୍‌ଙ୍କ ମନ୍ତବ୍ୟ ପରେ ବଲାଙ୍ଗୀରରେ ତେଜିଲା ଜମି ବିବାଦ ବଲାଙ୍ଗୀର/ ନିରୋଜ ମିଶ୍ର: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଖେଳପଡ଼ିଆକୁ ନେଇ ଏବେ ବଲାଙ୍ଗୀରରେ ଚର୍ଚ୍ଚା ତୀବ୍ର ହୋଇଛି। ଖେଳପଡ଼ିଆ କାହାର? ଜମିର ମାଲିକାନା

ବିଦ୍ୟାଳୟ ପରିସରରେ ଥିବା ଖୋଲା କୂଅରେ ପଡ଼ି ୫ ବାରହା ମୃତ,

ଅସୁରକ୍ଷିତ ବିଦ୍ୟାଳୟ ପରିସର , ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଚିନ୍ତା ଓଡ଼ଗାଁ, ୧ା୯ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଏକ ଖୋଲା କୂଅରେ ପଡ଼ି ୫ଟି ବାରହାଙ୍କ ମୃତ୍ୟୁ ଘଟିଛି।

୨ ନିଖୋଜ ନାବାଳିକା ଉଦ୍ଧାର,ବାପା-ମାଆଙ୍କୁ ହସ୍ତାନ୍ତର

ଓଡ଼ଗାଁ, ୧।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳରୁ ନିଖୋଜ ହୋଇଥିବା ଦୁଇ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି। ଆବଶ୍ୟକ ପ୍ରକ୍ରିୟା ଓ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ ପରେ ଉଭୟଙ୍କୁ ପରିବାର ଲୋକଙ୍କ ଜିମା ଦିଆଯାଇଛି। ସୂଚନା ଅନୁସାରେ,

ସୋନ୍ ନଦୀ ବୁଝାମଣା ଆଶା ସୃଷ୍ଟି କରିଛି, କିନ୍ତୁ ମହାନଦୀ ପାଇଁ ଆବଶ୍ୟକ  ନଦୀ ଅବବାହିକା ଭିତ୍ତିକ ସମାଧାନ –…

"ସୋନ୍ ନଦୀ ଜଳ ବିବାଦର ସମାଧାନ ପାଇଁ ଯଦି ରାଜନୈତିକ ଇଚ୍ଛାଶକ୍ତି ଓ ସହଯୋଗମୂଳକ ସଂଘୀୟ ବ୍ୟବସ୍ଥାର ଉଦାହରଣ ସୃଷ୍ଟି ହୋଇପାରିଛି, ତେବେ ମହାନଦୀର ମୂଳ ସମସ୍ୟା—ଉପରମୁଣ୍ଡର ନଦୀ ଉପରେ ବେଆଇନ ନିର୍ମାଣ ତଥା ହସ୍ତକ୍ଷେପ ଓ ନଦୀର ପରିବେଶୀୟ ପ୍ରବାହ—କୁ ସମାଧାନ କରିବା ପାଇଁ ସମାନ ରାଜନୈତିକ

ହେମନ୍ତ କୁମାର ପୁରୋହିତଙ୍କ ପରଲୋକ।

ପଦ୍ମପୁର:- ଟେମରି ନିବାସୀ ହେମନ୍ତ କୁମାର ପୁରୋହିତଙ୍କ ୭୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ କିଛି ଦିନ ହେଲା ବରଗଡ଼ ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ତାଙ୍କ ପଛରେ ପତ୍ନୀ ଅନୁସୟା, ପୁଅ ସୁବାସ, ସୁରେଶ, ଉମେଶ,ବହୁ ସାବିତ୍ରୀ, ରିଙ୍କି ଝିଅ ଜ୍ୟୋଇଁ ଓ ନାତି ନାତୁଣୀ

୧୦ ମାସ ପରେ ସର୍ତମୂଳକ ଜାମିନ ରେ ମୁକୁଳିଲେ ବିକ୍ରମ ପଣ୍ଡା।

ବ୍ରହ୍ମପୁର: ଗତ ଅକ୍ଟୋବର ମାସରେ ଘଟିଥିବା ଆଇନଜୀବି ପିତବାସ ପଣ୍ଡା ହତ୍ୟାକାଣ୍ଡ ରେ ଜଡିତ ହୋଇ ପୋଲିସ କିଛି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହା ମଧ୍ୟରେ ଜିଲ୍ଲା ଜଜ୍ କୋର୍ଟ ରେ ଶୁଣାଣି ଚାଲିଛି ଓ ସବୁ ଅଭିଯୁକ୍ତଙ୍କର ଜାମିନ ଆବେଦନ ହୋଇଥିଲା। ଏହି ପରିପ୍ରେକ୍ଷୀରେ

ରାଜେନ୍ଦ୍ର ୟୁନିଭର୍ସିଟି ଫାଉଣ୍ଡେସନ୍ ଡେରେ ଡେପୁଟି ସିଏମ୍‌ଙ୍କ ଭାଷଣକୁ ନେଇ ଚର୍ଚ୍ଚା

ଇତିହାସ, ଐତିହ୍ୟ ଓ ବଲାଙ୍ଗୀରର ବିକାଶ ପ୍ରସଙ୍ଗ ଉଠାଇଲେ; ‘ପୂର୍ବ ଭୁଲ୍‌କୁ ସୁଧାରିବା ସରକାରଙ୍କ ଦାୟିତ୍ୱ’ ନେଇ ଚର୍ଚ୍ଚା ବଲାଙ୍ଗୀର: ରାଜେନ୍ଦ୍ର ୟୁନିଭର୍ସିଟିର ଫାଉଣ୍ଡେସନ୍ ଡେ ଅବସରରେ ଆୟୋଜିତ ସଭାରେ ଡେପୁଟି ମୁଖ୍ୟମନ୍ତ୍ରୀ କେ.ଭି. ସିଂହଙ୍କ ଭାଷଣକୁ ନେଇ ବଲାଙ୍ଗୀରରେ

ଫେମ୍ ଇଣ୍ଡିଆର ଟପ୍–୨୫ରେ ଝାରସୁଗୁଡ଼ା ଏସ୍‌ପି ରାଘବେନ୍ଦ୍ର

ଓଡ଼ିଶାରୁ ଏକମାତ୍ର ଅଧିକାରୀ, ଜିଲ୍ଲା ପାଇଁ ଗୌରବର ମୁହୂର୍ତ୍ତ ଝାରସୁଗୁଡ଼ା, ୧ ସେପ୍ଟେମ୍ବର: ଝାରସୁଗୁଡ଼ା ଜିଲ୍ଲା ପୋଲିସ ପାଇଁ ଏକ ଗୌରବମୟ ଅଧ୍ୟାୟ ଯୋଡ଼ା ହୋଇଛି। ଫେମ୍ ଇଣ୍ଡିଆ–ଏସିଆ ପୋଷ୍ଟ ପକ୍ଷରୁ ପ୍ରକାଶିତ ଦେଶର ୨୫ ଜଣ ଶ୍ରେଷ୍ଠ ପୁଲିସ ଅଧିକାରୀଙ୍କ ତାଲିକାରେ ଝାରସୁଗୁଡ଼ାର

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ନବରଙ୍ଗପୁର ଜିଲ୍ଲାକୁ ପ୍ରଥମ ଶ୍ରେଷ୍ଠ ଜିଲ୍ଲା ସମ୍ମାନ

ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ସମ୍ମାନିତ ହେବେ ଶ୍ରୀ ଛତ୍ରପତି ସାହୁ ନବରଙ୍ଗପୁର, ତା. ୦୧.୦୯.୨୦୨୬: ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର (Mukhyamantri Shiksha Puraskar–MSP) ଅଧୀନରେ ନବରଙ୍ଗପୁର ଜିଲ୍ଲାକୁ ପ୍ରଥମ ଶ୍ରେଷ୍ଠ ଜିଲ୍ଲା ଭାବେ ପୁରସ୍କୃତ କରାଯିବ।

ଆକାଶବାଣୀ କେନ୍ଦୁଝରର ବରିଷ୍ଠ ଉପସ୍ଥାପକ ତୁଷାର ସାମନ୍ତଙ୍କୁ ବିଦାୟ ସମ୍ବର୍ଦ୍ଧନା

କେନ୍ଦୁଝର,ତା୧/୯- କେନ୍ଦୁଝର ଆକାଶବାଣୀ କେନ୍ଦ୍ରର ବରିଷ୍ଠ ଉପସ୍ଥାପକ ତୁଷାର ସାମନ୍ତଙ୍କୁ ଆକାଶବାଣୀ କେନ୍ଦୁଝର ପରିସରରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ ଅନିତା ତୀର୍କି, ଯାନ୍ତ୍ରିକ ମୁଖ୍ୟ ସତୀଶ କୁମାର ଚାକି, ପ୍ରଶାସନିକ ବିଭାଗର ଅରବିନ୍ଦ