ଯବାନ ଓ ପୋଲିସର ମିଲିତ କମ୍ବିଂ: ଧ୍ୱଂସ ହେଲା ମାଓ ଶିବିର, ବିପୁଳ ମାଓ ସାମଗ୍ରୀ ଜବତ
ନୂଆପଡା./ ଅମିତ ପୁରୋହିତ ; ରାତି ପାହିଲେ ନିର୍ବାଚନ, ନିର୍ବାଚନ ସରକ୍ଷିତ ଦୃଷ୍ଟିରେ ରଖି ଏସ୍.ଓ.ଜି, ସି ଆର ପି ଏଫ୍ ଓ ଡିଭିଏଫ ଜବାନ ମାନଙ୍କ ମିଳିତ କମ୍ବିଂ ଅପରେସନ ଗତ ୮ ତାରିଖ ରୁ ଜୋରଦାର କରାଯାଇଥିଲା । ଅପରେସନ ଚାଲୁଥିବା ବେଳେ ଗତ କାଲି ସଂନ୍ଧ୍ୟା ୫ ସମୟରେ ବୋଡେନ ବ୍ଲକ ଅନ୍ତର୍ଗତ…