ନୃସିଂହନାଥ ପୀଠର ଅଧିକ ବିକାଶ ପାଇଁ ସମ୍ମିଳିତ ଉଦ୍ୟମ ଲୋଡ଼ା : ବିଧାୟକ ଶ୍ରୀ ପୁରୋହିତ
ବୈଶାଖ ମେଲାରେ ସାଂସ୍କୃତିକ ମହୋତ୍ସବ
Bhubaneswar: ଶ୍ରୀ ଶ୍ରୀ ନୃସିଂହନାଥ ପୀଠ ଓ ଗନ୍ଧମାର୍ଦ୍ଦନ ପର୍ବତ ଆଧ୍ୟାତ୍ମିକତା ଆଉ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏକ ଗୁରୁତ୍ୱପୂର୍ଣ ସ୍ଥଳୀ | ଏଠାକୁ ବର୍ଷ ତମାମ ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଆବାଗମନ ହୋଇଥାଏ | ଏହାର ବିକାଶ ଲାଗି ଓ…