2000 ବ୍ୟାଚ ଦଶମ ଶ୍ରେଣୀ ସାଙ୍ଗମାନଙ୍କ ବନ୍ଧୁମିଳନ

0 2

ସିନାପାଲି/ନିରାକାର ମେହେର -ଆଜି ବହୁ ପୁରାତନ ସାଙ୍ଗ ମାନଙ୍କ ବନ୍ଧୁ ମିଳନ ହେଇଛି ନୂଆପଡା ଜିଲ୍ଲା ସିନାପାଲି ଗ୍ରାମ ରେ ଯେଉଁମାନେ ପ୍ରଥମେ ସିନାପାଲି ବାଳିକା ଉ. ପ୍ରା ବିଦ୍ୟାଳୟ ପରେ ମଧ୍ୟ ଉ. ପ୍ରା ବିଦ୍ୟାଳୟ ଓ ତାପରେ ସିନାପାଲି ଉଚ୍ଚ ବିଦ୍ୟାଳୟ ରେ ଏକତ୍ର ହୋଇ ପାଠ ପଢି ଆସୁଥିଲେ !ବିଭିନ୍ନ ପ୍ରକାର ଖେଳକୁଦ, ବିଭିନ୍ନ ଶୋଭା ଯାତ୍ରା ରେ ସାମିଲ ହେଉଥିଲ !ତାହାପରେ ଦଶମ ଶ୍ରେଣୀ ପାସ ହେଲା ପରେ କିଏ ଅନ୍ୟତ୍ର ରହି ପାଠ ପଡିଲେ ଓ କିଏ କିଏ ନିଜ ଅଂଚଳ ରେ ରହିଗଲେ !ଆଜିକୁ 19ବର୍ଷ ପରେ ଦଶମ ଶ୍ରେଣୀ ରେ ପାଠ ପଢି ଆସୁଥିବା ସାଙ୍ଗ ମାନଙ୍କର ଏକତ୍ର ହୋଇଥିଲେ !ଆଜି ସମସ୍ତେ ଏକତ୍ର ହେବା ଖୁସି ରେ ଧୁମଧାମ ରେ ଏହି ଦିନ କୁ ଉପଭୋଗ କରିଥିଲେ !ଏହି ସାଙ୍ଗ ମାନଙ୍କ ମଧ୍ୟ ରୁ କିଏ ସାମ୍ବାଦିକ ତା ଆଉ କିଏ ସେନାବାହିନୀ, ଦୋକାନ ଦେଇ କି ରହିଆସୁଥିଲେ !ଏହି ସାଙ୍ଗ ମାନଙ୍କ ମଧ୍ୟ ରୁ ଜଗନ୍ନାଥ ସାଗର,  ଗଣେଶ ରାମ ମେହେର, ପ୍ରବୀଣ ମେହେର, ଲଷ୍ମୀକାନ୍ତ ମେହେର, ରମେଶ ମେହେର ଏହିପରିକି 30 ଜଣ ସାଙ୍ଗ ଏକତ୍ର ଥିଲେ ଓ ଏହି ଦିନ କୁ ହସଉଲ୍ଲାସ ରେ ପାଳନ କରିଥିଲେ,!

Leave A Reply

Your email address will not be published.