ଦେଖାଇଲା ମଣିଷପଣିଆ ଜୀବନ ଜ୍ୟୋତି ସେବା ଦଳ: ରାତିରେ ବୁଲି ବୁଲି ନିରାଶ୍ରୟଙ୍କୁ ବାଣ୍ଟିଲେ କମ୍ବଳ
ବରଗଡ :- ପଶ୍ଚିମ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅରମ୍ଭ ହେଇଗଲାଣି । ଯେଉଁ ମାନେ ଶୀତ ବସ୍ତ୍ର କିଣି ପାରିନାହାନ୍ତି, କିଣିବାର ସାମର୍ଥ୍ୟ ନାହିଁ କିମ୍ଭା ଯେଉଁମାନେ ଫୁଟପାଥ ରେ ଜୀବନ ବିତାଉଛନ୍ତି ସେମାନଙ୍କର ଦୁଃଖ କହିଲେ ନସରେ । ଏହି ଅସହାୟ ଗରିବ ଲୋକ ଙ୍କର ଦୁଃଖ କୁ କିଛି…