ମୟୁରଭଞ୍ଜକୁ : ପିଛା ଛାଡ଼ୁନି କଳଙ୍କ,ପୁଣି ନାବାଲିକା  ଅସଦାଚରଣ ଅଭିଯୋଗ

0 1

ବାରିପଦା(ଦିଲ୍ଲୀପ ମହାନ୍ତି )- ଐତିହସମ୍ପନ୍ନ, କଲା ସଂସ୍କୃତି, ସଂପ୍ରୀତିର ମାଟି  ମୟୁରଭଞ୍ଜକୁ କାହା ନଜର ଲାଗି ଯାଇଛି କେଜାଣି, ଫି ଫିନ ନିୟମିତ ବ୍ୟବଧାନରେ ଆସୁଛି କଳଙ୍କିତ ଘଟଣାର ଅଭିଯୋଗ | ଏଥର ପୁଣି ଆସିଛି ଲଜ୍ଜା ଜନକ ଅଭିଯୋଗ ଅସଦାଚରଣର |  ଏହି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଞ୍ଚଳରୁ। ସୂଚନା ଅନୁଯାୟୀ ଡିସେମ୍ବର  ୧୯ ତାରିିିଖରେ  ଜଣେ ନାବାଳିକାକୁ ଅସଦାଚରଣ ହୋଇଥିବା ନେଇ କୁଳିଅଣା ଥାନାରେ ପିଡ଼ିତା ନାବାଳିକାର ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା। ତେବେ ନାବାଳିକାର ଡାକ୍ତରୀମାଇନା କରାଯିବା ସହିତ ଅଭିଯୁକ୍ତକୁ  ଗିରଫ କରିଛି ପୋଲିସ। ଏନେଇ କୁଳିଅଣା ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଜଣକ ହେଲେ କୁଳିଅଣା ଥାନା ଅଧିନ ପାରୁଳିଆ ଗ୍ରାମର ମିଲକୁ ସିଂ ଏବଂ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବାର ଥାନା ଅଧିକାରୀ ଦେଇଥିବା ସୂଚନାରୁ ଜଣାପଡ଼ିଛି।

 

Leave A Reply

Your email address will not be published.