ସରପଞ୍ଚଙ୍କୁ ସ୍ୱାସ୍ଥ୍ୟ-ପରିମଳ ମନ୍ତ୍ରୀ କଲେ ଅନୁରୋଧ 

ଗାଁର ସବୁ  ଛକରେ ରହୁ ଆବର୍ଜନା କୁଣ୍ଡ ଏବଂ ସବୁ ଘର ପାଇଁ ମିଳୁ  ପାଇଖାନା ଅନ୍ୟମାନଙ୍କ ପାଇଁ ଉଦାହରଣ ତୁମୁରିପାଣିର ନାରୀମାନେ  ବରଗଡ(ଶାସକ ପ୍ରଶାସକ) :-ଏକ ସୁସ୍ଥ ସମାଜ ପାଇଁ ସୁନ୍ଦର ପରିବେଶ ନିତାନ୍ତ ଆବଶ୍ୟକ ଏବଂ ସୁନ୍ଦର ପରିବେଶ ନିମନ୍ତେ ସ୍ୱଚ୍ଛତା ଅପରିହାର୍ଯ୍ୟ. ଗାଁକୁ ସ୍ୱଚ୍ଛ…

୨୮ତମ ସର୍ବଭାରତୀୟ ୱାଏମସି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ନୂଆପଡ଼ା,(ଅମିତ ପୁରୋହିତ)  ; ସ୍ଥାନୀୟ  ମିନିଷ୍ଟାଡିୟମ ଠାରେ ୟୁଥମାସ କ୍ଲବ ନୂଆପଡ଼ା ଦ୍ୱାରା ଆୟୋଜିତ ୨୮ ତମ ସର୍ବ ଭାରତୀୟ ୱାଏମସି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆନୁଷ୍ଠାନିକ  ଭାବେ ମୁଖ୍ୟ ଅତିଥି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲ, ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲାପରିଷଦ…

ପାଇକମାଲ ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ ପାଳନ କମିଟି ପ୍ରସ୍ତୁତି ବୈଠକ

 ପଦ୍ମପୁର(ଶାସକ ପ୍ରଶାସକ): ପାଇକମାଲ ଉଚ୍ଚ ବିଦ୍ୟାଳୟ ହୀରକ ଜୟନ୍ତୀ ପାଳନ କମିଟିର ସଭାପତି ଅନୀଲ କୁମାର କାଲିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ହୀରକ ଜୟନ୍ତୀ କମିଟି ସଂପାଦକ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ ଉଦ୍ଦେଶ୍ୟ  ଜ୍ଞାପନ  ତଥା ଅଗ୍ରଗତି ସଂପର୍କିୟ ତଥା ଉପସ୍ଥାପନ କରିଥିଲେ।…

ବହୁ ଚର୍ଚ୍ଚିତ ଟେମରିମାଲ ହତ୍ୟା କାଣ୍ଡର ଖୁଲାସା , ମୁଖ୍ୟ ଅଭିଯୁକ୍ତକୁ କୋର୍ଟ ଚାଲାଣ । 

ବରଗଡ :- ଗତ ଡିସେମ୍ବର 24 ତାରିଖରେ ପାଇକମାଲ ଥାନା ଅନ୍ତର୍ଗତ ଟେମରିମାଲ ଗ୍ରାମର ଧନୁର୍ଜ ବରିହା ଥାନା ଅଧିକାରୀ ଙ୍କର ନିକଟରେ କରିଥିବା ଅଭିଯୋଗ ମୁତାବକ ତାଙ୍କର 23 ବର୍ଷୀୟ ଝିଅ 19 ତାରିଖ ଶୁକ୍ରବାର ସନ୍ଧ୍ୟା ସମୟରେ ଶୌଚ ପାଇଁ ଯାଉଛି କହି ଘରକୁ ଫେରିନଥିଲେ । ଏହାପରେ ପରିବାର ଲୋକେ…

କେନ୍ଦ୍ରୀୟ  ସୁରକ୍ଷା ବଳର ୪ର୍ଥ ବାଟାଲିୟନ ତରଫରୁ ମାଓ ପ୍ରବଣ ଡଙ୍ଗରିଆ କନ୍ଧଙ୍କ ଅଂଚଳରେ ଏକ ଜନସମ୍ପର୍କ ଶିବିର 

ରାୟଗଡ(ସରୋଜ ସାହୁ)ରାୟଗଡ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଓ ପ୍ରବଣ ଡଙ୍ଗରିଆ କନ୍ଧଙ୍କ ଅଂଚଳ ପାର୍ସାଲି ପଂଚାୟତର କାଣସୁର ଗ୍ରାମରେ କେନ୍ଦ୍ରୀୟ ସୁରକ୍ଷା ବଳର ୪ର୍ଥ ବାଟାଲିୟନ ତରଫରୁ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ  ହୋଇଯାଇଛି । ଉକ୍ତ ଶିବିରରେ କମାଣ୍ଡାଣ୍ଟ ୱାଇ. କେ.…

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ରାୟଗଡ ଜିଲ୍ଲାର ସଫଳତା 

 ସ୍ମରଣିକା, ଉମାଶଙ୍କର ଓ ଜ୍ଞାନରଞ୍ଜନ ଆଣିଲେ ଗୌରବ  Smaranika Tul ରାୟଗଡା (ସରୋଜ ସାହୁ)  ଲୋକସେବା ଆୟୋଗ ଓଡିଶାଙ୍କ ଦ୍ୱାରା ପରିଚାଳିତ  ଓଡିଶା ପ୍ରଶାସନିକ ସେବା ପରୀକ୍ଷା-୨୦୧୮ରେ ରାୟଗଡ ଝିଅ ସୁଶ୍ରୀ ସ୍ମରଣିକା ତୁଳ କୃତକାର୍ଯ୍ୟ ହୋଇ ଦଶମ ସ୍ଥାନରେ ରହିଛନ୍ତି । ସ୍ମରଣିକା…

ଆଂଚଳିକ ପରିବହନ କାର୍ଯ୍ୟାଳୟ ଅଚାନକ ପହଂଚିଲେ ଜିଲ୍ଲାପାଳ 

 ମହିଳା ଏବଂ ବୟସ୍କ ନାଗରିକ ମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର କାଉଂଟର ଖୋଲିବା ପାଇଁ ନିର୍ଦେଶ ରାୟଗଡା(ସରୋଜ ସାହୁ)  ରାୟଗଡା ଜିଲ୍ଲାପାଳ ଅଚାନକ ଆଂଚଳିକ ପରିବହନ କାର୍ଯ୍ୟାଳୟ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।  ଆଂଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଧାଡି ବାନ୍ଧି ଠିଆ ହୋଇଥିବା…

ଚେକ ଜାଲିଆତି କରି ୬.୮୨ ଲକ୍ଷ ଠକେଇ  ମାମଲା : ମାଷ୍ଟର ମାଇଣ୍ଡ ସେଇ ବ୍ୟାଙ୍କର କମ୍ପ୍ୟୁଟର ଅପରେଟର 

ବରଗଡ (ଶାସକ ପ୍ରଶାସକ):- ବରଗଡ ଜିଲା ଭଟ୍‌ଲିସ୍ଥିତ ଏସ୍‌ଡିସିସି ବ୍ୟାଙ୍କର ମହିଳା ଉପଭୋକ୍ତା  ଅପରାଜିତା ମିଶ୍ରଙ୍କର  ଆକାଉଣ୍ଟରୁ ଜାଲ ଚେକ୍‌ରେ ଜାଲିଆତି କରି ୬.୮୨ ଲକ୍ଷ ଠକେଇ ମାମଲାର ଆଜି ବରଗଡ଼  ପୋଲିସ ଖୁଲାସା କରିଛି । ଏସପି ପଦ୍ମିନୀ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଉକ୍ତ…

କଂଗ୍ରେସ ଓ କମ୍ୟୁନିଷ୍ଟର ବନ୍ଦ ପାଳନ ଦେଶରେ ହିଂସା ଓ ଭୟର ବାତାବରଣ କରିବା ପାଇଁ ଉଦ୍ଦିଷ୍ଟ   : ବିଜେପି

ଭୁବନେଶ୍ୱର(ଶାସକ ପ୍ରଶାସକ): ଆସନ୍ତା କାଲି କଂଗ୍ରେସ ଓ କମୁ୍ୟନିଷ୍ଟ ଭାରତ ବନ୍ଦ ପାଳନ କରିବା ପାଇଁ ଘୋଷଣା କରିଛନ୍ତି | ସାରା ଦେଶର ଜନତା ଏବେ ନାଗରିକ ସଂଶୋଧନ ଆଇନକୁ ଆକୁଣ୍ଠ ସମର୍ଥନ କରିସାରିଛନ୍ତି । ଏହି ଆଇନ ସଂସଦରେ ପାରିତ ହେବାବେଳେ ଯେଉଁ କିଛି ସ୍ଥାନରେ ମୁସଲମାନ ମାନେ ବିରୋଧ…

ପୁରା ସିଷ୍ଟମ ନିଶାରେ ନା କଣ !!

ଭୁବନେଶ୍ୱର : ୮ ତାରିଖରେ ବନ୍ଦ ଡାକରା ଦିଆ ଯାଇଛି | ସରକାର ସବୁକୁ ନଜରରେ ରଖି କୌଣସି ଅପ୍ରୀତିକର ପରିସ୍ଥିତି ଯେମିତି ନ ଘଟେ, ତେଣୁ ସତର୍କତା ମୂଳକ  ପଦକ୍ଷେପ ଭାବେ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ନେଇଛନ୍ତି ସ୍କୁଲ କଲେଜ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରି | ଅତି ଉତ୍ତମ ନିଷ୍ପତ୍ତି |…