ବିକାଶ ସାତ ସପନ, ପ୍ରଶାସନ ଦୂର ଆକାଶର ଜହ୍ନ 

ଗ୍ରାଉଣ୍ଡ ଜ଼ୀରୋ ରିପୋର୍ଟରେ " ଅଭିଶପ୍ତ ଲାଦିମାହା" ଘୁ. ଉଦୟଗିରି : ସ୍ୱାଧୀନତା କେବେଠୁ ହେଲାଣି | ଏମାନେ ଶୁଣିଛନ୍ତି, ତାହାର ସ୍ୱାଦ କେମିତି ବୋଧ ହୁଏ  ଏ ଯାଏ ଚାଖିନାହାନ୍ତି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଲାଦି ମାହା ଗ୍ରାମର ଲୋକମାନେ | ସରକାରଙ୍କ ବିକାଶ ଏଠି ସାତ ସପନ ଆଉ…

ଗାନ୍ଧିଜୀଙ୍କ ଅହିଂସା ମାର୍ଗର ମହତ୍ତ୍ୱ ପ୍ରଚାର ପ୍ରସାର ଉପରେ ଗଣଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱ

ଗାନ୍ଧୀ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା  ହେଉ : ମନ୍ତ୍ରୀ ସମୀର ଦାଶ  ଭୁବନେଶ୍ୱର : ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉପଲକ୍ଷେ ବିଦ୍ୟାଳୟମାନଙ୍କରେ ବକ୍ତୃତା, ଚିତ୍ରାଙ୍କନ, କୁଇଜ୍, କ୍ଷୁଦ୍ର ନାଟକ ପ୍ରତିଯୋଗିତା  କରାଇବା ଏବଂ ଗାନ୍ଧୀଙ୍କ…

ଭୂଗୋଳ ବିଭାଗର ଆଲୋଚନା ଚକ୍ରର ଉଦ୍ ଘାଟନୀ ଉତ୍ସବ ଏବଂ ନବାଗତାଙ୍କ ସମ୍ବର୍ଦ୍ଧନା ଉତ୍ସବ

  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିିଗ୍ରାହୀ : ସ୍ଥାନୀୟ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଭୂଗୋଳ ବିଭାଗ ପକ୍ଷରୁ ଆଲୋଚନା ଚକ୍ରର ଉଦ୍ ଘାଟନୀ ଉତ୍ସବ ସମେତ ବିଭାଗରେ ନୂତନ ଭାବେ ଯୋଗ ଦେଇଥିବା ଛାତ୍ରାଛାତ୍ରୀ ମାନଙ୍କ ନିମନ୍ତେ ସ୍ବାଗତ ଉତ୍ସବ ଅନୁଷ୍ଠିତ ହୋଇ…

ବିଜେପୁରରେ ଦୁଇ ମନ୍ତ୍ରୀ : ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ୧୫୦୦ ଶ୍ରମିକଙ୍କୁ ଶ୍ରମିକ କାର୍ଡ ବଣ୍ଟନ 

 ବରଗଡ :-ଆଜି ରାଜ୍ୟସରକାର ଙ୍କର ଦୁଇ ବରିଷ୍ଠ ମନ୍ତ୍ରୀ , ଇସ୍ପାତ ଖଣି ଓ ପୁର୍ତ୍ତ ବିଭାଗ ର ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଶ୍ରମ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ବିଜେପୁର ଗସ୍ତରେ ଆସି ପ୍ରଥମେ ସୋହେଲାରୁ ସାଇପାଲି ଭୟା ବିଜେପୁର ରାସ୍ତାର ପ୍ରଶସ୍ତିକରଣ…

ସରିଲା ଆଶା ଆଉ ବିଶ୍ୱାସର ପର୍ବ  ଖୁଦୁରୁକୁଣି ଓଷା 

ମେଲଛାମୁଣ୍ଡା ( ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ବୁଢାରଜା ପଡାରେ ଦୀର୍ଘ ଏକ ମାସ ଧରି ଚାଲିଥିବା ଖୁଦୁରୁକୁଣି ଓଷା ରବିବାର ରାତ୍ରରେ ସଂପନ୍ନ ହୋଇଯାଇଛି । ଗ୍ରାମର କୁମାରୀ କନ୍ୟା ମାନେ ପ୍ରତ୍ୟହ ସଂଧ୍ୟାରେ ଖୁଦୁରୁକୁଣି ଦେବୀଙ୍କୁ ପୂଜାଚ୍ଚନ୍ନା କରୁଥିଲେ । ପ୍ରକାଶ ଯୋଗ୍ୟ ଯେ ସେପ୍ଟେମ୍ବର…

କିଏ ସେହି ଆଗ ଚଲା, ଯାହା ପାଇଁ ଏତେ ହେଲା : ଲାଗିଲା ଝାମେଲା ଆଉ ସରକାର ବଦନାମ ହେଲା 

ଭୁୁବନେଶ୍ୱର: କଥାରେ ".ଖଣ୍ଡି ସେଇ ସ୍ୱାମୀ କରିବ, ହେଲେ ବଉଁଶ ବୁଡେଇ ମାରିବ" |  ନୂଆ ମୋଟରଯାନ ଆଇନରେ ମାତ୍ରାଧିକ ଟ୍ରାଫିକ୍ ଜରିମାନାକୁ ନେଇ ସାରା ରାଜ୍ୟରେ ଦେଖାଦେଇଥିବା ଜନ ଅସନ୍ତୋଷ ବ୍ୟାପିଲା ଦେଇଥିଲା । ସରକାରଙ୍କ ପଦକ୍ଷେପକୁ  ବିଭିନ୍ନ ମହଲରୁ ସମାଲୋଚନା ହେଲା | ପରିବହନ ନିୟମ…

ସୁଧୁରୁଛି ଅସିତଙ୍କ ସ୍ୱାସ୍ଥ୍ୟବସ୍ଥା, ସୁସ୍ଥହେବାକୁ ଲାଗିବ ଆହୁରି 15 ଦିନ 

 ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କଲେ ସମାଜସେବୀ  ସୁନ୍ଦରଗଡ଼- ବିଦ୍ୟୁତ ସଂସ୍ପର୍ଶରେ ଆସିବା ଯୋଗୁଁ ଗୁରୁତର ହୋଇ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୁନ୍ଦରଗଡ଼ ଆରଆଇଟି କଲୋନୀର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ଅସିତ ପ୍ରସାଦ(18) ଙ୍କୁ ଆଜି ଭେଟିବା ସହିତ ତାଙ୍କ…

 ପାସ ବୁକ ଆକାଉଣ୍ଟ ଖୋଲିବାକୁ ଯାଉଥିଲେ ବିଦେଶିନୀ  ,ଜୀବନ ଆକାଉଣ୍ଟ ପୃଷ୍ଠା ବନ୍ଦ ହୋଇଗଲା 

କିଛି ବୁଝି ପାରିଲେନି ଡେଇଁ ପଡିଲେ, ପ୍ରାଣ ଚାଲିଗଲା  ସୁନ୍ଦରଗଡ/ହୋରାଚାନ୍ଦ ଦେହୁରୀଆ :-ସୁନ୍ଦରଗଡ଼ ଜିଲ୍ଲାର ହେମଗିର ପଞ୍ଚାୟତ କନିକା କନ୍ୟା ଆଶ୍ରମରେ ପାଠ ପଢ଼ୁଥିବା ସୁକେସିନୀ ମହନନ୍ଦିଆ୧୪ଓ ତାର ବଡ଼ଭଉଣୀ ବିଦେଶୀନି ମହନନ୍ଦିଆ ୧୯ ନିଜ ମାମୁଁ ରାମ ପ୍ରସାଦ କୁମ୍ଭାରଙ୍କ ଘରେ ରହୁଥିଲେ |…

ଦେଶୀମଦ ଜବତ ୨ ଗିରଫ

ଓଡଗାଁ, (ଶ୍ରୀକାନ୍ତ ମିଶ୍ର) : ସୋମବାର ସକାଳେ ଓଡଗାଁ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ପୃଥକ ଭାବେ ୨ ଟି ସ୍ଥାନରୁ ୨ ଟି ମଦ ଜାର୍କିନ ଜବତ କରିଥିବା ବେଳେ ୨ଟି ଜଣକୁ ଗିରଫ କରିଥିବା ଜଣା ଯାଇଛି । ଗିରଫ ମାନେ ହେଲେ ନରସିଂହ ପ୍ରସାଦର ନିରଞ୍ଜନ ବେହେରା(୬୦) ଏବଂ ଶାଳିଆ ପଲ୍ଲୀର…

ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ଓଡଗାଁ, (ଶ୍ରୀକାନ୍ତ ମିଶ୍ର) : ଓଡଗାଁ ଥାନା ଗୈାଡପୁଟ ପଂଚାୟତ ନୂଆ ବନ୍ଦସାହି ଗ୍ରାମର ବିବାହିତ ଯୁବକ ଗଙ୍ଗାଧର ବାରିକ(୩୭)ଙ୍କୁ ବଳାତ୍କାର ଅଭିଯୋଗରେ ଓଡଗାଁ ପୋଲିସ ଆଜି ସକାଳେ ଗିରଫ କରି କୋର୍ଟଚାଲାଣ କରିଥରଲେ । ଜାମିନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହଜତକୁ ପଠାଇ ଦିଆଯାଇଛି ।…