ପଲସଦା ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ

0 2

 

ପଦ୍ମପୁର,(ଶାସକ ପ୍ରଶାସକ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ପଲସଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୋଇଯାଇଛି। ଶିକ୍ଷା କମିଟି ସଭାପତି ମହେନ୍ଦ୍ର ସିଂ ବରିହା ମଶାଲ ସ୍ଥାପନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ କରିଥିବା ବେଳେ ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ କୁମାର ପାଣିଗ୍ରାହୀ,ସିଆରସିସି ସୁନାଧର ଡନସନା, ଗୋବିନ୍ଦ ବାଗ, ଶିକ୍ଷକ ପଦ୍ମ ଲୋଚନ ପୋଢ଼,ବିବେକ ରଞ୍ଜନ ରାଜ ହଂସ,ଧର୍ମେନ୍ଦ୍ର ସାହୁ, ଉଦ୍ଧବ ବରିହା,ସୁଦାମ ଧିବର,ବିଭୀଷଣ ଶଗିରଆ, ଖେଳ ଶିକ୍ଷକ ପଦ୍ମିନୀ ସାହୁ, ମକର ଧ୍ବଜ ପ୍ରଧାନ, ଆନନ୍ଦ ଭୋଇ ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ଶିକ୍ଷକ ଜିତୀନ୍ଦ୍ର ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.