ସ୍ନୋୱାର୍ଲଡ ଚିଙ୍ଗୁଡ଼ି ପ୍ଲାଣ୍ଟ ପକ୍ଷରୁ ମେଗା ରକ୍ତଦାନ ଶିବିର।
ନୀଳଗିରି, ତା ୮।୫(); ନୀଳଗିରି ଉପକଣ୍ଠ ନୂଆଗାଁ ଗ୍ରା:ପ ବାହାଳ ମୌଜାରେ ଥିବା ସ୍ନୋୱାର୍ଲଡ ମେରାଇନ ଏକ୍ସପର୍ଟ ପ୍ରାଇଭେଟ ଲିମିଟେଡ଼ ଚିଙ୍ଗୁଡ଼ି ପ୍ଲାଣ୍ଟ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ପୂର୍ବାହ୍ନ ୧୦ ଘଟିକା ସମୟରେ ପ୍ଲାଣ୍ଟ ପରିସରରେ ଆୟୋଜିତ ରକ୍ତଦାନ ଶିବିରକୁ…