କେନ୍ଦ୍ରସରକାରଙ୍କ ଜନକଲ୍ୟାଣ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଂଚାଇବାକୁ ସମୀରଙ୍କ ଆହ୍ବାନ
ରାଜ୍ୟ ସଭାପତିଙ୍କ ଦିନିକିଆ ମହାଙ୍ଗା ଗସ୍ତ
ଭୁବନେଶ୍ୱର/ମାହାଙ୍ଗା (ଶାସକ ପ୍ରଶାସକ) : "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଅନେକ ଜନ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟ ଜଳ ମିଶନ,ସୌଭାଗ୍ୟ ଯୋଜନାରେ ବିଜୁଳୀ ଯୋଗାଣ, ଉଜ୍ଜଳା ଯୋଜନାରେ…