ଶୋକାକୁଳ ବଡ଼ଚମ୍ପାଉଦା , ଲୁହରେ ହେଲା ସଭିଙ୍କ ଆଖି ଓଦା
ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଜନ୍ମମାଟିରେ ସହିଦ ନୁଦୁରାମ ସୋରେନଙ୍କ ଶେଷକୃତ୍ୟ ସମ୍ପନ୍ନ
ନୁଦୁରାମ ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହେଲା ରାଇଙ୍ଗପୁର ଉପଖଣ୍ଡର ଗଗନପବନ
ବାରିପଦା(ଦିଲ୍ଲୀପ ମହାନ୍ତି )- ଚୀନ ସେନା ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଆଜି ପୂର୍ବାହ୍ନ…