ଭାରତ ଓ ଚିନ୍ ସୀମାରେ ସହିଦ ବୀର ସୈନିକଙ୍କ ପ୍ରତି ବେଲଗାଁ ଯୁବ ଗୋଷ୍ଠୀଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି

0

ବେଲଗାଁ, ଟିଟିଲାଗଡ (ଗୌରବ ଦର୍ଜି)- ଲଦାଖ ସୀମାନ୍ତ ଗଲୱ।ନ ଘାଟି ଠାରେ ଗତ ମଙ୍ଗଳବାର ଦିନ ଭାରତ ଓ ଚୀନ ସୈନିକ ଙ୍କ ମଧ୍ୟ ରେ ହୋଇଥିବା ସଂଗ୍ରାମ ରେ ୨୦ଜଣ ଭାରତୀୟ ସହିଦ ହୋଇଛନ୍ତି । ସେମାନ ଙ୍କୁ ସମଗ୍ର ଦେଶବାସୀ ଅନ୍ତରରୁ ସଲାମ ଜଣାଉଛନ୍ତି । ଏଥିରେ ଓଡିଶା ର ୨ଜଣ ସୈନିକ ସହିଦ ହୋଇ ଓଡିଶା ମାଟି କୁ ଗର୍ବିତ କରିଛନ୍ତି । ଆଜି ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ ବେଲଗାଁ ଯୁବ ଗୋଷ୍ଠୀ  ମାନେ ମହମ ବତୀ ଜଳାଇ ସହିଦ ଯବାନ ଙ୍କ ଶ୍ରଦ୍ଧାଞ୍ଜଳି  ପ୍ରଦାନ କରଯାଇଥିଲା ।

 

Leave A Reply

Your email address will not be published.