ପୂର୍ବତନ ବିଧାୟକ ନେଲସନ ସୋରେଙ୍ଗ ଦେହାନ୍ତ

ସୁନ୍ଦରଗଡ଼ / ହୋରାଚାନ୍ଦ ଦେହୁରୀଆ : - ଜ଼ିଲ୍ଲା  ଓକିଲ ସଂଘ ସୁନ୍ଦରଗଡ଼ର ବରିଷ୍ଠ ସଦସ୍ୟ ତଥା ରଘୁନାଥପାଲି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ନେଲସନ ସୋରେଙ୍ଗଙ୍କ ଆଜି ଅପରାହ୍ନ ୧ ଘଟିକା ସମୟରେ  ତାଙ୍କ ସୁନ୍ଦରଗଡ଼ ମହେଶଡ଼ିହି  ସ୍ଥିତ  ବାସଭବନରେ ପରଲୋକ ହୋଇଯାଇଛି । ସେ୫ ଅକ୍ଟୋବର…

ସୁନ୍ଦରଗଡ ଓ ଯାଜପୁର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ କୋଟି ଟଙ୍କା ଲେଖାଏଁ

କୋଭିଡ ମୁକାବିଲା – ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପଶ୍ଚିମ ଓଡିଶା ପାଇଁ ରାଉରେକେଲା IGHରେ ହେବ ପ୍ଲାଜ୍‌ମା ବ୍ୟାଙ୍କ ରାଉରକେଲାରେ କୋଭିଡ କେୟାର  ସେଣ୍ଟର ଶଯ୍ୟା ସଂଖ୍ୟା ୧୭୦୦କୁ ବୃଦ୍ଧି ହେବ ଭୁବନେଶ୍ୱର/ଶାସକ ପ୍ରଶାସକ : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ…

ଆଜି ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଲେ ୪୪୦  ଜଣ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୪୫୭  ଜଣ | ଫଳରେ ରାଜ୍ୟରେ କରୋନାରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ମୋଟ ୧୩୭୪୯  ଜଣ | ଆଜି ସର୍ବାଧିକ ସୁସ୍ଥ ହୋଇଛନ୍ତି  ଖୋର୍ଦ୍ଧା  ଜିଲାରୁ ୮୩  ଜଣ | ସେହିପରି ୬୮ଜଣ  ଗଂଜାମରୁ, ୪୯ଜଣ ବାଲେଶ୍ୱରରୁ, ୪୦ଜଣ ମାଲକାନଗିରିରୁ,…

 ସେବାୟତ ଓ କର୍ମଚାରୀଙ୍କ ପାଇଁ ଖୋଲିବ କୋଭିଡ କେୟାର ହୋମ ଓ ସେଣ୍ଟର : ଡ଼ କୁମାର 

http://www.youtube.com/watch?v=8cSftcWKRHo ବୈଠକ ପରେ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ଚଳିତ ବର୍ଷର ରଥକୁ କରାଯିବ ସଂରକ୍ଷଣ, କରାଯାଉଛି ତର୍ଜ୍ଜମା  ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ସ୍ୱତନ୍ତ୍ର ବ୍ୟବସ୍ଥା କରି  ସଂରକ୍ଷିତ ହେବ ତିନି ରଥ  ହେଲେ ବିଧି ରକ୍ଷା ପାଇଁ…

ରଙ୍ଗବତୀ ପାଇଁ ବଦଳି ଗଲା ନାଁ !

ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କୁ ରାଜ୍ୟ ସରକାରଙ୍କ ସମ୍ମାନ ଭୁବନେଶ୍ୱର( ଶାସକ ପ୍ରଶାସକ) : ଲୋକପ୍ରିୟ ଲୋକଗୀତ "ରଙ୍ଗବତୀ" ଗୀତର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୋଟିଏ ରାଜସ୍ବ ଗ୍ରାମର ନାଏକମୁ ପରିବର୍ତ୍ତନ କରୀଛନ୍ତି | ସେହି ଗାଁ ଟି ହେଲା ସମ୍ବଲପୁର ଜିଲ୍ଲା ବାମରା…

ମହିଳା ସୁରକ୍ଷା ଦିଗରେ ଆଉ କେତେ ଦିନ ଚୁପ ରହିବେ ମୁଖ୍ୟମନ୍ତ୍ରୀ?:ବିଜେପି

 କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଚିତ୍ରା ପଂଚାୟତର ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ ଏବଂ ହତ୍ୟା ପ୍ରସଙ୍ଗ  ରାଜ୍ୟରେ ଆଦିବାସୀ ଝିଅ ହୋଇ ଜନ୍ମହେବା ଏବେ ଅଭିଶାପ ପାଲଟିଛି  ପୋଲିସ ତୁରନ୍ତ ଅପରାଧୀଙ୍କୁ ଏସସି ଏସଟି ଏଟ୍ରୋସିଟି ଏବଂ ପୋକସୋ ଆକ୍ଟ ଲଗାଇ ଗିରଫ କରୁ  ଜିଲ୍ଲା ପ୍ରଶାସନ…

ଖୁସି ଖବର : ନଭେମ୍ବର ବେଳକୁ ପ୍ରସ୍ତୁତ ହୋଇଯିବ କୋଭିଡ ଟୀକା  

ସେରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଶ୍ରୀ ପୁନାୱାଲାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ  କୋଭିଡ ଟୀକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ଭାରତରେ  ଉତ୍ତମ ଫଳାଫଳ ଦେବା ଦେଖିବାକୁ ମିଳିଛି | ପରବର୍ତ୍ତୀ ପର୍ଯ୍ୟ ପରୀକ୍ଷଣ ଅଗଷ୍ଟ ମାସରେ…

ଭୁବନେଶ୍ୱରରେ ଆଉ ଦୁଇଟି କୋଭିଡି ହସ୍ପିଟାଲ 

ସୃଷ୍ଟି ହେବ ଆଉ ୨୭୬ ବେଡ଼, ୪୫ ଆଇସିୟୁ  ଭୁବନେଶ୍ୱର (ଶାସକ ପ୍ରଶାସକ) :  ଭୁବନେଶ୍ବରରେ ଆଦିତ୍ୟ-ଅଶ୍ବିନୀ ଡାକ୍ତରଖାନା ପକ୍ଷରୁ ୩୦ଟି ICU ସହିତ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠା କରାଯିବ। ନୀଳାଚଳ ଡାକ୍ତରଖାନାରେ ୧୫ଟି ICU ସହିତ ୧୨୬ ଶଯ୍ୟା ବିଶିଷ୍ଟ କୋଭିଡ୍…

ଓଡ଼ିଶାରେ କରୋନା ବିସ୍ଫୋରଣ : ୨୮ ଜିଲ୍ଲାରୁ ୧୦୭୮କରୋନା ପଜିଟିଭ 

 ଗଂଜାମ ୩୭୧, ଖୋରଧା ୧୨୧ ଓ  ରାୟଗଡା ୯୬  ଆଜି କରୋନା ମୃତ୍ୟୁ ୫, ମୋଟ ପହଁଚିଲା ୧୦୮  ଭୁବନେଶ୍ୱର (ଶାସକ ପ୍ରଶାସକ) : ଭୁବନେଶ୍ୱର (ଶାସକ ପ୍ରଶାସକ) :  ଆଜି ରାଜ୍ୟରେ ପୂର୍ବର ସବୁ ରେକର୍ଡ ଭାଙ୍ଗିଛି କରୋନା |  ବିସ୍ଫୋରଣ କରିଛି କରୋନା ଭୁତାଣୁ | ଆଜି ରାଜ୍ୟରେ ୨୮…

ଆଜି ବି କରୋନା ଆକ୍ରାନ୍ତ ସଂଖ୍ୟା ୩୭ ହଜାର ଉପରେ 

୨୪ ଘଣ୍ଟା ଭିତରେ ୬୪୮ ଜଣଙ୍କ ମୃତ୍ୟୁ ନୂଆଦିଲ୍ଲୀ (ଏଜେନ୍ସି) : ଆଜି ବି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିଛି ୩୭ ହଜାର |  ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଜୟୀ ସାରା ଦେଶରେ ଗତକାଲି  ୩୭,୧୪୮ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ବି ୩୭,୭୨୪…