ତହସିଲଦାର ନେଲେ ଗୁରୁତ୍ୱପୂର୍ଣ ନିଷ୍ପତ୍ତି : ବୁଦ୍ଧିଜୀବୀଙ୍କ ସ୍ୱାଗତ
ସଵଲେଟ ବ୍ୟବସ୍ଥା ବନ୍ଦ : ପ୍ରକୃତ ଦୋକାନଦାର ଭଡାରେ ପାଇବେ ଦୋକାନଘର
ଗୁଣୁପୁର ରୁ ମାଧବ ବିଡିକା ଙ୍କ ରିପୋର୍ଟ : ଦେବୋତ୍ତର ବିଭାଗ ପକ୍ଷରୁ ରାୟଗଡା ଜିଲ୍ଲା ଗୁଣପୁର ପୁରୁଣା ବଜାର ତଥା ପୁରୁଣା ତହସିଲ ଅଫିସ ନିକଟସ୍ଥ ଲକ୍ଷ୍ମୀ ନାରାୟଣ ମନ୍ଦିର ଠାରେ ଦୀର୍ଘ ଦୁଇ ଦଶନ୍ଧି ପୂର୍ବରୁ…