ଜେଲ ମହାହିର୍ଦ୍ଦେଶକଙ୍କ ବାରିପଦା ମଣ୍ଡଳ କାରାଗାର ପରିଦର୍ଶନ

ବାରିପଦା(ଦିଲୀପ ମହାନ୍ତି )- ଜେଲ ବିଭାଗର ମହାହିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଅଚାନକ ବାରିପଦା ମଣ୍ଡଳ କାରାଗାର ପରିଦର୍ଶନ ଶେଷ କରି ଫେରି ଯାଇଥିବାର ସୂଚନା ମିଳିଛି । ମହାହିର୍ଦ୍ଦେଶକ ଶ୍ରୀଉପାଧ୍ୟାୟ କାରଗାରରେ ପହଁଞ୍ଚିବା ପରେ ଭିତରକୁ ପ୍ରବେଶ ନ କରି ଜେଲ ବାହାରର ଚତୁର୍ପାଶ୍ୱ …

“ଓଡିଶା ମୋ ପରିବାର” ଆନୁକୂଲ୍ୟରେ ଜୀବନ ବିନ୍ଦୁ  ରକ୍ତଦାନ ଶବିରରେ ୧୫୧ ୟୁନିଟ ରକ୍ତ ସଂଗୃହୀତ

ବାରିପଦା(ଦିଲ୍ଲୀପ ମହାନ୍ତି )- ଅଗଷ୍ଟ-୯ରୁ ଆରମ୍ଭ ହୋଇଥିବା ‘ଓଡିଶା ମୋ ପରିବାର’ ଆନୁକୂଲ୍ୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ଆଜି ତୃତୀୟ ଦିନରେ ପହଁଞ୍ଚିଛି । ଆଜି ବାରିପଦାସ୍ଥିତ ବିଜେଡ଼ିର ଜିଲ୍ଲା କାର୍ଯ୍ୟାଳୟ ବିଜୁ ଭବନ ପରିସରରେ…

+୨ ବିଜ୍ଞାନ ପରୀକ୍ଷା ଫଳ : ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପାସହାର ୯୬ ପ୍ରତିଶତ 

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ରାଜ୍ୟରେ +୨ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ସାରା ରାଜ୍ୟରେ ନୟାଗଡ଼ ଜିଲ୍ଲା ୮୬.୫୧ ପ୍ରତିଶତ ଫଳାଫଳ ରଖି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଡ଼ଗାଁ ଘୁନାଥ ସମବାୟ ମହାବିଦ୍ୟାଳୟ ପାସହାର ୯୬ ପ୍ରତିଶତ ରହିଛି । ଓଡ଼ଗାଁ କଲେଜରେ…

ରେଢ଼ାଖୋଲରେ ନୂତନ ଉପଜିଲ୍ଲାପାଳ 

ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ରେ ଉପଜିଲ୍ଲାପାଳ ଭାବରେ ପଦ୍ମନାଭ ବେହେରାଙ୍କୁ ରାଜ୍ୟସରକାର ନିଯୁକ୍ତ ଦେଇଥିବା ଜଣାପଡ଼ିଛି। ଏଠାରେ ଉପଜିଲ୍ଲାପାଳ ଥିବା ଡୋଳାମଣି ପଟେଲ ଙ୍କୁ  ସୋନପୁର ଜିଲ୍ଲା DRDA PDଭାବରେ ନିଯୁକ୍ତି…

ଧନକଉଡା ବ୍ଲକ ଅଧିକାରୀଙ୍କ ଅବହେଳା, : ଘାଇ ହୋଇ ବାଲିଚରରେ ୩୦ ଏକର ରୁ ଉର୍ଦ୍ଧ ଫସଲ ନଷ୍ଟ , କ୍ଷତି ପୂରଣ ଦାବି l

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ):  ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ଅଧିକାରୀ , ଯନ୍ତ୍ରୀଙ୍କ  ଅବହେଳା ତଥା ଠିକାଦାର ପ୍ରୀତି ପାଇଁ ବ୍ଲକର  କଲାମାଟି ପଞ୍ଚାୟତ ଗ୍ରିଣ୍ଡୋଲାପାଲି ଗ୍ରାମର କଟାରେ ଘାଇ ହୋଇ ବାଲିଚରରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା…

ଲୋୟର ସୁକତେଲ କାମ ତୁରନ୍ତ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

 ବଲାଙ୍ଗିର (ନିରୋଜ  ମିଶ୍ର)ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଏକ ସାତ ଜଣିଆ ପ୍ରତିନିଧି ମଣ୍ଡଳି ଲୋୟର ସୁକତେଲ କାମକୁ ତୁରନ୍ତ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି । ଏହି ପ୍ରତିନିଧି ମଣ୍ଡଳିରେ ବହୁ ଦିନରୁ ଲୋୟର ସୁକତେଲ ପ୍ରକଳ୍ପ…

ଝାରସୁଗୁଡ଼ା : ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳରେ ଜିଲ୍ଲାର ଟପ୍ପର ହେଲେ ସମାପ୍ତିକା ଦାସ

ଝାରସୁଗୁଡ଼ା/ସୁବାଷ ସାହାରେ: ଝାରସୁଗୁଡ଼ା : ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳରେ ଜିଲ୍ଲାର ମହିଳା ମହା ବିଦ୍ୟାଳୟ ର ଛାତ୍ରୀ ସମାପ୍ତିକା ଦାସ ୮୧.୩୩ ପ୍ରତିଶତ ମାର୍କ ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି । ଦିନକୁ ୧୫ ଘଣ୍ଟାରୁ ଅଧିକ ସମୟ…

“ଓଡିଶା ମୋ ପରିବାରର”ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର: ୪ର୍ଥ ଦିନରେ ୪୦ ୟୁନିଟ ରକ୍ତ ସଂଗ୍ରହ

-ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ "ଓଡ଼ିଶା ମୋ ପରିବାର" ଜୀବନ ବିନ୍ଦୁ ଆନୁକୂଲ୍ୟରେ  ସପ୍ତାହ ବ୍ୟାପି ରକ୍ତଦାନ ଶିବିର ଗଜପତି ଜିଲ୍ଲାରେ ଆଜି ଚତୁର୍ଥ ଦିନରେ ପହଞ୍ଚିଛି  ।  ପାରଳାଖେମୁଣ୍ଡି ସ୍ଥିତ ନଗର…

 “ଇଣ୍ଡିଆ” ପକ୍ଷରୁ ଶୁଖିଲା ଖାଦ୍ୟ ପକେଟ ବଣ୍ଟନ

ବୁଗୁଡା /ଡ଼. କୁମୁଦ ଚନ୍ଦ୍ର ବେହେରା : ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ "ଇଣ୍ଡିଆ" ପକ୍ଷରୁ ଗରିବ ଆଦିବାସୀ ଓ ହରିଜନ ଙ୍କ ସମେତ ନିଃସହାୟ ଓ ବିଧବା ମହିଳା ଏବଂ ଶ୍ରମଜୀବୀ ମାନଙ୍କୁ ଅଗଷ୍ଟ ୧୨ ତାରିଖ ବୁଧବାର ଦିନ ଶୁଖିଲା ଖାଦ୍ୟ ପକେଟ ମାଗଣା ବଣ୍ଟନ କରାଯାଇଛି। ସ୍ବେଚ୍ଛାସେବୀ ସଙ୍ଗଠନ…

ନୂଆଁଖାଇ ଦିନ ସଟଡାଉନ କୋହଳ କରିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଦାବିପତ୍ର

ଝାରସୁଗୁଡ଼ା (ସୁଭାଷ ସହାରେ) : ନୂଆଁଖାଇ ଦିନ କୋଭିଡ କଟକଣାକୁ କୋହଳ କରିବାକୁ ଅନୁରୋଧ କରିଛନ୍ତି ପଶ୍ଚିମାଞ୍ଚଳ ଏକତା ମଞ୍ଚ। ଆଜି ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଦେଇଥିବା ଏକ ସ୍ମାରକପତ୍ରରେ ମଞ୍ଚ ଉଲ୍ଲେଖ କରିଅଛି ଯେ ଯେହେତୁ ନୂଆଁଖାଇ ପଶ୍ଚିମ ଓଡ଼ିଶାର ମୂଖ୍ୟ ପର୍ବ ଅଟେ, ଏହାକୁ ଲୋକେ ବର୍ଷ…